ଟ୍ରକ୍‌ ପଛରେ ପିଟି ହେଲା ଟ୍ରକ୍‌, ଚାଲିଗଲା ଜୀବନ

ଭଦ୍ରକ(ତପନ ସ୍ୱାଇଁ): ଭଦ୍ରକ ଜିଲ୍ଲା ୧୬ ନମ୍ୱର ଜାତୀୟ ରାଜପଥର ବନ୍ତ ଛକ ଓଭର ବ୍ରିଜ୍‌ ଉପରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବ୍ରିଜ୍‌ ଉପରେ ଛିଡ଼ା ହୋଇଥିବା ଏକ ଟ୍ରକ୍‌କୁ ପଛରୁ ଆଉ ଏକ ଟ୍ରକ୍‌ ଧକ୍କା ଦେଇଛି। ଏଥିରେ ଜଣଙ୍କର ମୃତ୍ୟୁ ଘଟିଛି। ତାଙ୍କ ନାଁ ସୁନାରାମ ମୁଣ୍ଡା। ସୁନାରାମଙ୍କ ଘର ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ କହରାପୋଖରୀରେ ବୋଲି ଜଣାପଡ଼ିଛି। ସେ ଦୁର୍ଘଟଣା ଘଟାଇଥିବା ଟ୍ରକ୍‌ରେ ହେଲ୍‌ପରେ ଥିଲେ ବୋଲି କୁହାଯାଉଛି। ଗତକାଲି […]

truck

truck

Jitendra Garnayak
  • Published: Sunday, 23 December 2018
  • Updated: 23 December 2018, 10:10 AM IST

Sports

Latest News

ଭଦ୍ରକ(ତପନ ସ୍ୱାଇଁ): ଭଦ୍ରକ ଜିଲ୍ଲା ୧୬ ନମ୍ୱର ଜାତୀୟ ରାଜପଥର ବନ୍ତ ଛକ ଓଭର ବ୍ରିଜ୍‌ ଉପରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।

ବ୍ରିଜ୍‌ ଉପରେ ଛିଡ଼ା ହୋଇଥିବା ଏକ ଟ୍ରକ୍‌କୁ ପଛରୁ ଆଉ ଏକ ଟ୍ରକ୍‌ ଧକ୍କା ଦେଇଛି। ଏଥିରେ ଜଣଙ୍କର ମୃତ୍ୟୁ ଘଟିଛି। ତାଙ୍କ ନାଁ ସୁନାରାମ ମୁଣ୍ଡା। ସୁନାରାମଙ୍କ ଘର ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ କହରାପୋଖରୀରେ ବୋଲି ଜଣାପଡ଼ିଛି। ସେ ଦୁର୍ଘଟଣା ଘଟାଇଥିବା ଟ୍ରକ୍‌ରେ ହେଲ୍‌ପରେ ଥିଲେ ବୋଲି କୁହାଯାଉଛି।

ଗତକାଲି ବିଳମ୍ୱିତ ରାତିରେ ଏକ ଚିପ୍ସ ବୋଝେଇ ଟ୍ରକ୍‌ ବ୍ରିଜ୍‌ ଉପରେ ଛିଡ଼ା ହୋଇଥିଲା। ଟ୍ରକ୍‌ଟି ଚଣ୍ଡିଖୋଲରୁ ବାଲେଶ୍ୱର ଯାଉଥିଲା। ତେବେ କୌଣସି କାରଣ ବଶତଃ ସେଠାରେ ଅଟକି ରହିଥିଲା।

ଯେଉଁ ଟ୍ରକ୍‌ଟି ତା’ ପଛରେ ପିଟି ହେଲା, ତାହା ରାଉରକେଲାରୁ ଭଦ୍ରକ ଆସୁଥିଲା। ଏଥିରେ ଲୁହା ରଡ୍‌ ବୋଝେଇ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story