ଟ୍ରକ-ଟ୍ୟାଙ୍କର ମୁହାଁମୁହିଁ ଧକ୍କା, ଜଳିଗଲେ ଦୁଇ ଡ୍ରାଇଭର

ସମ୍ୱଲପୁର(ସଞ୍ଜୟ ଜେନା): ସମ୍ୱଲପୁର ଜିଲ୍ଲା ଯୁଯୁମୁରାଠାରେ ୫୫ ନମ୍ୱର ଜାତୀୟ ରାଜପଥରେ ଗତକାଲି ବିଳମ୍ୱିତ ରାତିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଲୁହାପଥର ବୋଝେଇ ଟ୍ରକ୍‌ ଓ ଗ୍ୟାସ୍ ଟ୍ୟାଙ୍କର ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ନିଆଁ ଲାଗିଯାଇଥିଲା। ଆଉ ଏଥିରେ ଦୁଇଟି ଗାଡ଼ିର ଡ୍ରାଇଭର ଜଳି ଯାଇଥିବା କୁହାଯାଉଛି। ଖବର ଲେଖାଯିବା ସୁଦ୍ଧା ମୃତକମାନଙ୍କ ପରିଚୟ ମିଳିପାରି ନାହିଁ। ସୂଚନା ଅନୁସାରେ, ଲୁହା ବୋଝେଇ ଟ୍ରକଟି ସମ୍ୱଲପୁରରୁ ରେଢ଼ାଖୋଲ ଅଭିମୁଖେ ଯାଉଥିଲା। ଆଉ ଗ୍ୟାସ୍‌ […]

accident

accident

Jyoshna Pradhan
  • Published: Saturday, 14 December 2019
  • Updated: 14 December 2019, 03:27 PM IST

Sports

Latest News

ସମ୍ୱଲପୁର(ସଞ୍ଜୟ ଜେନା): ସମ୍ୱଲପୁର ଜିଲ୍ଲା ଯୁଯୁମୁରାଠାରେ ୫୫ ନମ୍ୱର ଜାତୀୟ ରାଜପଥରେ ଗତକାଲି ବିଳମ୍ୱିତ ରାତିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଲୁହାପଥର ବୋଝେଇ ଟ୍ରକ୍‌ ଓ ଗ୍ୟାସ୍ ଟ୍ୟାଙ୍କର ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ନିଆଁ ଲାଗିଯାଇଥିଲା। ଆଉ ଏଥିରେ ଦୁଇଟି ଗାଡ଼ିର ଡ୍ରାଇଭର ଜଳି ଯାଇଥିବା କୁହାଯାଉଛି। ଖବର ଲେଖାଯିବା ସୁଦ୍ଧା ମୃତକମାନଙ୍କ ପରିଚୟ ମିଳିପାରି ନାହିଁ।

ସୂଚନା ଅନୁସାରେ, ଲୁହା ବୋଝେଇ ଟ୍ରକଟି ସମ୍ୱଲପୁରରୁ ରେଢ଼ାଖୋଲ ଅଭିମୁଖେ ଯାଉଥିଲା। ଆଉ ଗ୍ୟାସ୍‌ ଟ୍ୟାଙ୍କରଟି ବିପରୀତ ଦିଗରୁ ଆସୁଥିବା ବେଳେ ଦୁଇ ଗାଡ଼ି ମଧ୍ୟରେ ମହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଉଭୟ ଗାଡ଼ିରେ ନିଆଁ ଲାଗି ଯାଇଥିବା ବେଳେ ସେଥିରେ ଥିବା ଡ୍ରାଇଭର ବାହାରି ନ ପାରି ଜଳି ଯାଇଥିଲେ। ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ଅଗ୍ନିଶମ ବାହିନୀ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

ତେବେ ପରେ ଟ୍ୟାଙ୍କରରୁ ଗ୍ୟାସ୍ ଲିକ୍ ହେଉଥିବା ନେଇ ଜଣାପଡ଼ିଥିଲା। ଏହା ପରେ ସୁରକ୍ଷାକୁ ଦୃଷ୍ଟିରେ ରଖି ଉକ୍ତ ସ୍ଥାନକୁ ସିଲ୍ କରି ଦିଆଯାଇଥିଲା। ତା’ସହିତ ସ୍ଥାନୀୟ ଅଞ୍ଚଳର ଲୋକଙ୍କୁ ମଧ୍ୟ ସତର୍କ କରି ଦିଆଯାଇଥିଲା। ରାସ୍ତା ସିଲ୍ ହେବା ଯୋଗୁ ୫୫ ନମ୍ବର ଜାତୀୟ ରାଜପଥରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ପରେ ଅସ୍ଥାୟୀ ଭାବେ ଗ୍ୟାସ୍‌ ଲିକ୍‌କୁ ନିୟନ୍ତ୍ରଣ କରାଯାଇଥିଲା। ଗ୍ୟାସ୍‌ ଲିକ୍ ନିୟନ୍ତ୍ରଣାଧୀନ ରହିଥିବା ବିପିସିଏଲ୍ ଅଧିକାରୀ କହିଛନ୍ତି। ବାଲେଶ୍ୱରରୁ ଏକ ଗାଡ଼ି ଆସୁଛି। ସେ ଗାଡ଼ି ଏଠାରେ ପହଞ୍ଚିବା ପରେ ଟ୍ୟାଙ୍କରରୁ ଗ୍ୟାସ୍ କଢ଼ାଯାଇ ସେଥିରେ ଭର୍ତ୍ତି କରାଯିବ ବୋଲି ରେଞ୍ଜ ଫାୟାର ଅଫିସର ମନୋରଞ୍ଜନ ଭୋଳ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story