ମାଇଁ ମଥାରେ ଭଣଜା ସିନ୍ଦୂର

ପଟ୍ଟାମୁଣ୍ଡାଇ(ଓଡ଼ିଶା ରିପୋର୍ଟର):ପ୍ରେମ ଅନ୍ଧ, ଶାଶ୍ୱତ, ଚିରନ୍ତନ। ପ୍ରେମ ମାନେନି ବନ୍ଧ ,ବାଡ ଓ ବୟସ। ଜାତି-ଧର୍ମ, ଭେଦ-ଭାବ ଓ ସମ୍ପର୍କ ସବୁକିଛି  ଫିକା ପଡ଼ିଯାଏ। ଏହି ଭଲ ପାଇବା ପାଖରେ। ଏଇ ଯେମିତି ଭଲ ପାଇବା ବନ୍ଧନରେ ବାନ୍ଧି ହୋଇଛନ୍ତି ଭଣଜା ଏବଂ ମାଇଁ। ଦୁହେଁ ସାତଜନମ ପାଇଁ ସାଥୀ ହେବାକୁ ନିଷ୍ପତ୍ତି ନେଇଛନ୍ତି । ଘଟଣା କେନ୍ଦ୍ରାପଡ଼ାj ପଟ୍ଟାମୁଣ୍ଡାଇ ଅଞ୍ଚଳରୁ  ଆସିଛି। ଉଭୟଙ୍କ ମଧ୍ୟରେ ପ୍ରେମର ପାହାଚ ଥିଲା ଏମିତି। ଯୁବତୀ ଜଣକ ୬ ମାସ […]

p-908

p-908

Tapas Behera
  • Published: Monday, 03 February 2020
  • Updated: 03 February 2020, 05:36 PM IST

Sports

Latest News

ପଟ୍ଟାମୁଣ୍ଡାଇ(ଓଡ଼ିଶା ରିପୋର୍ଟର):ପ୍ରେମ ଅନ୍ଧ, ଶାଶ୍ୱତ, ଚିରନ୍ତନ। ପ୍ରେମ ମାନେନି ବନ୍ଧ ,ବାଡ ଓ ବୟସ। ଜାତି-ଧର୍ମ, ଭେଦ-ଭାବ ଓ ସମ୍ପର୍କ ସବୁକିଛି  ଫିକା ପଡ଼ିଯାଏ। ଏହି ଭଲ ପାଇବା ପାଖରେ। ଏଇ ଯେମିତି ଭଲ ପାଇବା ବନ୍ଧନରେ ବାନ୍ଧି ହୋଇଛନ୍ତି ଭଣଜା ଏବଂ ମାଇଁ। ଦୁହେଁ ସାତଜନମ ପାଇଁ ସାଥୀ ହେବାକୁ ନିଷ୍ପତ୍ତି ନେଇଛନ୍ତି । ଘଟଣା କେନ୍ଦ୍ରାପଡ଼ାj ପଟ୍ଟାମୁଣ୍ଡାଇ ଅଞ୍ଚଳରୁ  ଆସିଛି।

ଉଭୟଙ୍କ ମଧ୍ୟରେ ପ୍ରେମର ପାହାଚ ଥିଲା ଏମିତି। ଯୁବତୀ ଜଣକ ୬ ମାସ ତଳେ ବିବାହ ହୋଇଥିଲେ। ହେଲେ ତାଙ୍କ ସ୍ୱାମୀ ଓମାନରେ ରୁହନ୍ତି। ଆଉ ଏହାରି ଭିତରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ଗଢ଼ି ଉଠେ। ସମୟ ଯେତିକି ଗଡି ଚାଲିଲା ଦୁହେଁ ଦୁହିଁଙ୍କ ସେତିକି ନିକଟତର ହେଲେ । ଦୁହେଁ ପ୍ରେମର ନଈରେ ଉବୁଟୁବୁ ହେଲେ । ଆଉ ସାରା ଜୀବନ ସାଥୀ ହୋଇ ରହିବା ପାଇଁ କଥା ଦେଲେ ।

ଯୁବକ ଜଣକ କହିଛନ୍ତି ଯେ,  ମୋ ମାଇଁକୁ ମୁଁ ଭଲ ପାଉଛି। ବର୍ଷେ ହେଲା ଆମ ଭିତରେ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା। ଏବେ ଆମେ ଦୁହେଁ ବିବାହ କରିବାକୁ ନିଷ୍ପତ୍ତି ନେଇଛୁ। ଯେଉଁ ମନ୍ଦିରରେ ମାମୁକୁ  ମାଇଁ ବାହା ହୋଇଥିଲେ ସେଇ ମନ୍ଦିରରେ ଆଜି ସେ ଭଣଜାର ହାତ ଧରିବେ। ଘଟଣା ଶୁଣି ସମସ୍ତ ତାଜୁବ୍। ହେଲେ କିଛି କରିବାର ଚାରା ନାହିଁ। ବାଧ୍ୟ ହୋଇ ରାଜି ହୋଇଛନ୍ତି ଗ୍ରାମବାସୀ। ଆଉ ଓମାନ୍‌ରେ ଥିବା ସ୍ୱାମୀ ପତ୍ନୀଙ୍କର ନିଷ୍ପତ୍ତିକୁ ସମ୍ମାନ ଜଣାଛନ୍ତି।

https://youtu.be/mOL20SGc8dQ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story