ତୃତୀୟ ଦିନରେ ବ୍ଲକଗ୍ରାଣ୍ଟ ଶିକ୍ଷକଙ୍କ ଆନ୍ଦୋଳନ, ୪ ହଜାର ସ୍କୁଲରେ ପାଠପଢା ବନ୍ଦ

ଭୁବନେଶ୍ୱର: ପୂର୍ଣ୍ଣ ସରକାରୀ ଅନୁଦାନ ପ୍ରଦାନ ଦାବିରେ ସାରା ରାଜ୍ୟରେ ଚାଲିଥିବା ବ୍ଲକଗ୍ରାଣ୍ଟ ଶିକ୍ଷକଙ୍କ ଆନ୍ଦୋଳନ ଆଜି ତୃତୀୟ ଦିନରେ ପହଞ୍ଚିଛି। ଫଳରେ ରାଜ୍ୟର ପ୍ରାୟ ୪ ହଜାର ବ୍ଲକଗ୍ରାଣ୍ଟ ସ୍କୁଲରେ ଗତ ୨ ଦିନ ହେଲା ପାଠପଢ଼ା ବନ୍ଦ ରହିଛି। ପ୍ରାୟ ୪୦ ହଜାର ଶିକ୍ଷକ ରାସ୍ତାକୁ ଓହ୍ଲାଇବା ସହ ସମସ୍ତ ଜିଲ୍ଲା ଶିକ୍ଷାଧିକାରୀ ଏବଂ ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ଧାରଣା ଦେଇଛନ୍ତି। ବ୍ଲକଗ୍ରାଣ୍ଟ ଶିକ୍ଷକଙ୍କ ଦାବି ହେଲା, ନୂଆ ଅନୁଦାନ ନୀତି ଉଚ୍ଛେଦ କରି […]

phulbani

phulbani

Rakesh Mallick
  • Published: Wednesday, 12 August 2015
  • Updated: 13 August 2015, 01:56 AM IST

Sports

Latest News

ଭୁବନେଶ୍ୱର: ପୂର୍ଣ୍ଣ ସରକାରୀ ଅନୁଦାନ ପ୍ରଦାନ ଦାବିରେ ସାରା ରାଜ୍ୟରେ ଚାଲିଥିବା ବ୍ଲକଗ୍ରାଣ୍ଟ ଶିକ୍ଷକଙ୍କ ଆନ୍ଦୋଳନ ଆଜି ତୃତୀୟ ଦିନରେ ପହଞ୍ଚିଛି। ଫଳରେ ରାଜ୍ୟର ପ୍ରାୟ ୪ ହଜାର ବ୍ଲକଗ୍ରାଣ୍ଟ ସ୍କୁଲରେ ଗତ ୨ ଦିନ ହେଲା ପାଠପଢ଼ା ବନ୍ଦ ରହିଛି। ପ୍ରାୟ ୪୦ ହଜାର ଶିକ୍ଷକ ରାସ୍ତାକୁ ଓହ୍ଲାଇବା ସହ ସମସ୍ତ ଜିଲ୍ଲା ଶିକ୍ଷାଧିକାରୀ ଏବଂ ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ଧାରଣା ଦେଇଛନ୍ତି। ବ୍ଲକଗ୍ରାଣ୍ଟ ଶିକ୍ଷକଙ୍କ ଦାବି ହେଲା, ନୂଆ ଅନୁଦାନ ନୀତି ଉଚ୍ଛେଦ କରି ୧୯୯୪ ଅନୁଦାନ ଆଇନ ଲାଗୁ କରିବା ଓ ଅନୁଦାନ ଯୋଗ୍ୟ ସ୍କୁଲଗୁଡ଼ିକୁ ତୁରନ୍ତ ଅନୁଦାନ ପ୍ରଦାନ। ପୂର୍ଣ୍ଣ ଦରମା ନ ମିଳିବା ପର୍ଯ୍ୟନ୍ତ ପାଠପଢ଼ା ହେବନି ବୋଲି ରୋକ ଠୋକ ଶୁଣାଇଛି ବିଦ୍ୟାଳୟ ଶିକ୍ଷକ ମହାସଂଘ। ଦାବି ପୂରଣ ନ ହେଲେ ବିଧାନସଭା ମୌସୁମୀ ଅଧିବେଶନ ବେଳେ ଶିକ୍ଷକମାନେ ଭୁବନେଶ୍ୱରରେ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି। ଅନ୍ୟପକ୍ଷରେ ବ୍ଲକଗ୍ରାଣ୍ଟ ଶିକ୍ଷକଙ୍କ ଆନ୍ଦୋଳନକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର । ସେ କହିଛନ୍ତି, ବ୍ଲକଗ୍ରାଣ୍ଟ ଶିକ୍ଷକଙ୍କ ସମସ୍ୟା ସମ୍ପର୍କରେ ବିଭାଗୀୟ ସଚିବଙ୍କ ସହ ଆଲୋଚନା କରାଯାଇଛି। ସରକାର ଆନ୍ଦୋଳନ ଉପରେ ନଜର ରଖିଛନ୍ତି। ଜିଲ୍ଲାସ୍ତରରେ ଡିଇଓଙ୍କୁ ମଧ୍ୟ ନଜର ରଖିବା ପାଇଁ କୁହାଯାଇଛି। ବିଭାଗ ତାର ଆର୍ଥିକ ପରିଧି ମଧ୍ୟରେ ପଦକ୍ଷେପ ନେବ ବୋଲି ମନ୍ତ୍ରୀ ଶ୍ରୀ ମିଶ୍ର କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story