ହାତୀ ଦେହରେ ବାଜିଛି ୫ଟି ଦେଶୀ ବନ୍ଧୁକ ଗୁଳି!

ନରସିଂହପୁର (ଓଡ଼ିଶା ରିପୋର୍ଟର): ନରସିଂହପୁର ଜଙ୍ଗଲରେ ପୁଣି ଗୋଟିଏ ଦନ୍ତାହାତୀକୁ ଗୁଳି ମାଡ଼ ହୋଇଛି। ହାତୀଟି ଶିକାରୀଙ୍କ ଦେଶୀ ବନ୍ଧୁକ ଗୁଳିରେ ଆହତ ହୋଇଛି। ଗୁଳି ମାଡ଼ ପରେ ହାତୀଟି ଦୌଡ଼ି ନରସିଂହପୁର ପଶ୍ଚିମ ରେଞ୍ଜକୁ ପଳାଇ ଯାଇଥିଲା। ଚିତ୍କାର କରି ହାତୀଟି ଘଞ୍ଚ ଜଙ୍ଗଲରେ ଘୂରି ବୁଲୁଥିଲା। ଏ ସମ୍ପର୍କରେ ଖବର ପ୍ରକାଶ ପାଇବା ପରେ ତତ୍ପର ହୋଇଥିଲା ବନ ବିଭାଗ। ପ୍ରଥମେ ହାତୀକୁ ଟ୍ରାଙ୍କୁଲାଇଜ୍‌ କରିବାକୁ ଉଦ୍ୟମ କରାଯାଇଥିଲା। ମାତ୍ର ଯନ୍ତ୍ରଣାରେ ଜର୍ଜରିତ ହେଉଥିବା […]

Narasinghpur

Narasinghpur

Manoranjan Sial
  • Published: Thursday, 28 July 2022
  • Updated: 28 July 2022, 09:30 PM IST

Sports

Latest News

ନରସିଂହପୁର (ଓଡ଼ିଶା ରିପୋର୍ଟର): ନରସିଂହପୁର ଜଙ୍ଗଲରେ ପୁଣି ଗୋଟିଏ ଦନ୍ତାହାତୀକୁ ଗୁଳି ମାଡ଼ ହୋଇଛି। ହାତୀଟି ଶିକାରୀଙ୍କ ଦେଶୀ ବନ୍ଧୁକ ଗୁଳିରେ ଆହତ ହୋଇଛି। ଗୁଳି ମାଡ଼ ପରେ ହାତୀଟି ଦୌଡ଼ି ନରସିଂହପୁର ପଶ୍ଚିମ ରେଞ୍ଜକୁ ପଳାଇ ଯାଇଥିଲା। ଚିତ୍କାର କରି ହାତୀଟି ଘଞ୍ଚ ଜଙ୍ଗଲରେ ଘୂରି ବୁଲୁଥିଲା। ଏ ସମ୍ପର୍କରେ ଖବର ପ୍ରକାଶ ପାଇବା ପରେ ତତ୍ପର ହୋଇଥିଲା ବନ ବିଭାଗ। ପ୍ରଥମେ ହାତୀକୁ ଟ୍ରାଙ୍କୁଲାଇଜ୍‌ କରିବାକୁ ଉଦ୍ୟମ କରାଯାଇଥିଲା। ମାତ୍ର ଯନ୍ତ୍ରଣାରେ ଜର୍ଜରିତ ହେଉଥିବା ହାତୀ ଧରାଛୁଆଁ ଦେଉନଥିଲା।

ମେଡ଼ିକାଲ୍‌ ଟିମ୍‌କୁ ଦେଖି ଜଙ୍ଗଲ ଜଙ୍ଗଲ ଭିତରକୁ ପଳାଇ ଯାଉଥିଲା। ଆଜି ହାତୀଟି ନରସିଂହପୁର ପଶ୍ଚିମ ରେଞ୍ଜକୁ ଆସିଥିବା ବେଳେ ଟ୍ରାଙ୍କୁଲାଇଜ୍‌ କରାଯାଇଥିଲା। ଏହା ପରେ ସାତକୋସିଆ ବନ୍ୟପ୍ରାଣୀ ବିଶେଷଜ୍ଞ ଓ ନରସିଂହପୁର ପ୍ରାଣୀ ଚିକିତ୍ସକ ମିଳିତ ଭାବେ ହାତୀର ଚିକିତ୍ସା ଆରମ୍ଭ କରିଛନ୍ତି। ହାତୀର ବାମ କାନ, ଶୁଣ୍ଢ, ଗୋଡ଼ ଓ ଶରୀରର ଦୁଇଟି ସ୍ଥାନରେ ଗୁଳି ବାଜିଥିବା ଦେଖିବାକୁ ମିଳିଥିଲା।

ମାସେ ତଳେ ନରସିଂହପୁର ଜଙ୍ଗଲରେ ଗୁଳିବିଦ୍ଧ ହୋଇ ଚିକିତ୍ସିତ ହେଉଥିବା ଅନ୍ୟ ଏକ ଦନ୍ତାହାତୀର ମୃତ୍ୟୁ ଘଟିଥିଲା। ଏହାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଥିଲା। ବନ ବିଭାଗ ନାନା ସମାଲୋଚନାରେ ଶିକାର ହୋଇଥିଲା। ହାତୀଙ୍କ ସୁରକ୍ଷା ପ୍ରତି ବନ ବିଭାଗ ଯତ୍ନବାନ ନୁହେଁ ବୋଲି ମତପ୍ରକାଶ ପାଇଥିଲା। ଏବେ ଆଉ ଗୋଟିଏ ହାତୀକୁ ଗୁଳି ପରେ ବିଭିନ୍ନ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story