ମୟୂରଭଞ୍ଜର ମକର: ଏମିତି ପାଳନ ହୁଏ ଟୁସୁ ପର୍ବ

ବାରିପଦା:(ଓଡ଼ିଶା ରିପୋର୍ଟର): ଗଣପର୍ବ ମକର ପାଇଁ ରାଜ୍ୟର ଅନେକ ସ୍ଥାନରେ ମେଳା ମହୋତ୍ସବ ଲାଗି ରହିଛି। ଏହି ଅବସରରେ ମୟୂରଭଞ୍ଜ ଜିଲ୍ଲା ଉଦଳା ନାବରା ଗାଁରେ ଟୁସୁ ପର୍ବ ଜାକଜମକରେ ପାଳନ କରୁଛନ୍ତି ମହାନ୍ତ ସଂପ୍ରଦାୟ ଲୋକେ। ନିତ୍ୟକର୍ମ ସାରିବା ପରେ କୁମାରୀ ଓ ମହିଳାମାନେ ପାଦରେ ଅଳତା ନାଇ ନୂଆ ଲୁଗା ପରିଧାନ କରି ଟୁସୁ ପୂଜାରେ ସାମିଲ ହୋଇଛନ୍ତି। ପରମ୍ପରା ଅନୁସାରେ, ଆରାଧ୍ୟ ଟୁସୁ ଦେବୀଙ୍କୁ ପୂଜାର୍ଚ୍ଚନା କରିବା ସହିତ ପିଠାପଣା ଲାଗି ହୁଏ। […]

k-2-1

k-2-1

Tapas Behera
  • Published: Thursday, 16 January 2020
  • Updated: 16 January 2020, 08:00 PM IST

ବାରିପଦା:(ଓଡ଼ିଶା ରିପୋର୍ଟର): ଗଣପର୍ବ ମକର ପାଇଁ ରାଜ୍ୟର ଅନେକ ସ୍ଥାନରେ ମେଳା ମହୋତ୍ସବ ଲାଗି ରହିଛି। ଏହି ଅବସରରେ ମୟୂରଭଞ୍ଜ ଜିଲ୍ଲା ଉଦଳା ନାବରା ଗାଁରେ ଟୁସୁ ପର୍ବ ଜାକଜମକରେ ପାଳନ କରୁଛନ୍ତି ମହାନ୍ତ ସଂପ୍ରଦାୟ ଲୋକେ।

ନିତ୍ୟକର୍ମ ସାରିବା ପରେ କୁମାରୀ ଓ ମହିଳାମାନେ ପାଦରେ ଅଳତା ନାଇ ନୂଆ ଲୁଗା ପରିଧାନ କରି ଟୁସୁ ପୂଜାରେ ସାମିଲ ହୋଇଛନ୍ତି। ପରମ୍ପରା ଅନୁସାରେ, ଆରାଧ୍ୟ ଟୁସୁ ଦେବୀଙ୍କୁ ପୂଜାର୍ଚ୍ଚନା କରିବା ସହିତ ପିଠାପଣା ଲାଗି ହୁଏ। ଏମାନେ ଟୁସୁ ମୁନିଙ୍କ ଉଦ୍ଦେଶ୍ୟରେ ଗୀତ ମଧ୍ୟ ଗାଇଥାନ୍ତି। ପରେ ଦେବୀଙ୍କୁ ବିମାନରେ ବସାଇ ଗାଁ ପରିକ୍ରମା କରାଯାଏ। ଏଠାରେ ତିନି ଦିନ ଧରି ପାଳିତ ହୁଏ ଟୁସୁ ପୂଜା।

ସେପଟେ କେନ୍ଦୁଝର ଜିଲ୍ଲାର ରଘୁନାଥପୁର ପଚାଂୟତରେ କୁଡୁମୀ ସଂପ୍ରଦାୟ ଲୋକେ ମଧ୍ୟ ନିଆରା ଢଙ୍ଗରେ ଟୁସୁ ପର୍ବ ପାଳନ କରିଛନ୍ତି। ଏଠାକାର ପରମ୍ପରା ଅନୁସାରେ, ମକର ସଂକ୍ରାନ୍ତିର ସାତ ଦିନ ପୂର୍ବରୁ ଦେବୀ ଟୁସୁଙ୍କ ମୂର୍ତ୍ତିକୁ ଆଣି ଘରେ ପୂଜାର୍ଚ୍ଚନା କରିଥିଲେ। ଏହାପରେ ମକର ସଂକ୍ରାନ୍ତି ଦିନ ପାଲିଙ୍କିରେ ବସାଇ ଗାଁ ପରିକ୍ରମା କରିବା ପରେ ଚକ ଗ୍ରାମରେ ଥିବା ମହାଦେବଙ୍କ ମନ୍ଦିରରେ ୩ଥର ପରିକ୍ରମା କରିଥିଲେ। ଏହାପରେ ସେଠାରେ ଥିବା ପୋଖରୀର ଚାରିପଟେ ପରିକ୍ରମା କରିବା ପରେ ଟୁସୁକୁ ବିସର୍ଜନ କରିବାର ବିଧି ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story