ପ୍ରେମରେ କିଏ ସାଜିଲା ଭିଲିଆନ୍‌? ରେଳ ଧାରଣାରୁ ମିଳିଲା ମୃତଦେହ

ସମ୍ୱଲପୁର/ବିନିକା(ସଞ୍ଜୟ/ଦିଲ୍ଲୀପ): ଉଭୟଙ୍କ ପ୍ରେମ ସମ୍ପର୍କରେ କିଏ ସାଜିଲା ଭିଲିଆନ୍‌? ଯେଉଁଥିପାଇଁ ଟ୍ୟୁସନ୍‌ ଯିବା ବାହାନାରେ ଘର ଛାଡ଼ି ପ୍ରେମିକ ସହିତ ପଳାଇ ଯାଇଥିଲା ନବମ ଶ୍ରେଣୀରେ ପଢ଼ୁଥିବା ଝିଅ। ଆଉ ଘରକୁ ଫେରିନଥିଲା। ଘରୁ ଯିବାର ତିନି ଦିନ ପରେ ଝିଅ ଓ ତା’ ପ୍ରେମିକର ପତ୍ତା ମିଳିଲା। ହେଲେ ଜୀବିତ ନୁହେଁ। ଉଭୟଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ରେଳ ଧାରଣାରୁ ଉଦ୍ଧାର ହୋଇଛି। ଆର୍‌ପିଏଫ୍‌ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରୁଛି। ପୂରା […]

Binka

Binka

Manoranjan Sial
  • Published: Thursday, 14 April 2022
  • Updated: 14 April 2022, 07:01 PM IST

Sports

Latest News

ସମ୍ୱଲପୁର/ବିନିକା(ସଞ୍ଜୟ/ଦିଲ୍ଲୀପ): ଉଭୟଙ୍କ ପ୍ରେମ ସମ୍ପର୍କରେ କିଏ ସାଜିଲା ଭିଲିଆନ୍‌? ଯେଉଁଥିପାଇଁ ଟ୍ୟୁସନ୍‌ ଯିବା ବାହାନାରେ ଘର ଛାଡ଼ି ପ୍ରେମିକ ସହିତ ପଳାଇ ଯାଇଥିଲା ନବମ ଶ୍ରେଣୀରେ ପଢ଼ୁଥିବା ଝିଅ। ଆଉ ଘରକୁ ଫେରିନଥିଲା। ଘରୁ ଯିବାର ତିନି ଦିନ ପରେ ଝିଅ ଓ ତା’ ପ୍ରେମିକର ପତ୍ତା ମିଳିଲା। ହେଲେ ଜୀବିତ ନୁହେଁ। ଉଭୟଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ରେଳ ଧାରଣାରୁ ଉଦ୍ଧାର ହୋଇଛି। ଆର୍‌ପିଏଫ୍‌ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରୁଛି।

ପୂରା ଘଟଣା ଏମିତି। ସୋନପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ବେହେରାମାଳ ଟିକ୍ରାପଡ଼ା ଗାଁର ପିଣ୍ଟୁ ମେହେର ଏକ ପ୍ରାଇଭେଟ୍‌ କମ୍ପାନୀରେ କାମ କରନ୍ତି। ତାଙ୍କର ପିପିଲିପାଲି ଗାଁର ନବମ ଶ୍ରେଣୀରେ ପଢ଼ୁଥିବା ପିଙ୍କି(ଛଦ୍ମନାମ)ଙ୍କ ସହିତ ଦେଖା ହୋଇଥିଲା। ପ୍ରଥମ ଦେଖାରେ ଉଭୟ ପରସ୍ପର ପ୍ରେମରେ ପଡ଼ି ଯାଇଥିଲେ। ଆଉ ବାହାହେବା ପାଇଁ କେତେ କଣ ସ୍ୱପ୍ନ ଦେଖିଥିଲେ। ଯେଉଁଥିପାଇଁ ୧୫ ଦିନ ତଳେ ଉଭୟ ଘର ଛାଡ଼ି ପଳାଇ ଯାଇଥିଲେ।

ପିଙ୍କିର ପରିବାର ଲୋକ ଜାଣିପାରି ପିଣ୍ଟୁକୁ ଫୋନ୍‌ କରି ଧମକଚମକ ଦେଇଥିବା ଅଭିଯୋଗ ହୋଇଥିଲା। ଯେଉଁଥିପାଇଁ ପିଙ୍କିଙ୍କୁ ତାଙ୍କ ଘରେ ଛାଡ଼ି ଦେଇଥିଲେ ପିଣ୍ଟୁ। ନିଜ ପ୍ରେମଠାରୁ ଅଲଗା ହେବା ପରେ ଭାଙ୍ଗି ପଡ଼ିଥିଲେ ପିଙ୍କି। ପ୍ରତିକ୍ଷଣେ ନିଜ ପ୍ରେମିକଙ୍କୁ ଦେଖା କରିବାକୁ ଚାହୁଁଥିଲା। ମାତ୍ର ପରିବାର ଲଗାଇଥିବା ପ୍ରତିବନ୍ଧକ ଯୋଗୁ ସେ ତାଙ୍କ ପ୍ରେମିକଙ୍କୁ ଦେଖା କରିପାରୁନଥିଲା।

ସୁଯୋଗ ମିଳିଲା। ଗତ ୧୧ ତାରିଖରେ ଟ୍ୟୁସନ୍‌ ଯିବାର ବାହାନା କରି ଘରୁ ବାହାରିଥିଲା ପିଙ୍କି। ସେ ସିଧା ପିଣ୍ଟୁଙ୍କ ପାଖକୁ ପଳାଇ ଗଲା। ତା’ପରେ ଉଭୟ କେଉଁ ଆଡ଼େ ପଳାଇ ଯାଇଥିଲେ। ସେପଟେ ଝିଅ ଘରକୁ ନଫେରିବାରୁ ପରିବାର ଲୋକେ ଏନେଇ ଡୁଙ୍ଗୁରିପାଲି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଝିଅ ଅପହରଣ ହୋଇଥିବା ଅଭିଯୋଗପତ୍ରରେ ଦର୍ଶାଇଥିଲେ ପରିବାର ଲୋକେ।

ତିନି ଦିନ ପରେ ଉଭୟଙ୍କ ପତ୍ତା ମିଳିଲା। ହେଲେ ଜୀବିତ ନୁହେଁ, ସେମାନଙ୍କ ମୃତଦେହ ରେଳ ଧାରଣାରୁ ଉଦ୍ଧାର ହୋଇଛି। ସମ୍ବଲପୁର ଜିଲ୍ଲା ହୀରାକୁଦ ରେଳ ଷ୍ଟେସନଠାରୁ ଅଳ୍ପ ଦୂରରେ ଥିବା ଏ.କଟାପାଲି ବ୍ରିଜ୍‌ ତଳ ରେଳ ଧାରଣାରୁ ସେମାନଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଠାବ ହୋଇଛି। ସେମାନେ ଟ୍ରେନ୍‌ ଆଗକୁ ଡେଇଁ ଆତ୍ମହତ୍ୟା କରିଥିବା ସନ୍ଦେହ ଆର୍‌ପିଏଫ୍‌ ସନ୍ଦେହ କରୁଛି।

ରେଳ ଧାରଣା କଡରେ ମୃତଦେହ ପଡିଥିବା ବେଳେ ଅଳ୍ପ ଦୂରରେ ଗୋଟିଏ ଖାତା, ହଳେ ଜୋତା, ଗୋଟିଏ ବିସ୍କୁଟ ପକେଟ, ରୁପା ପାଉଁଜି ଓ ମୋବାଇଲ ବ୍ଲୁ ଟୁଥ୍‌ ପଡ଼ିଥିବା ଦେଖିବାକୁ ମିଳିଥିଲା। ଅନ୍ୟପକ୍ଷରେ ମୃତ ଯୁବକଙ୍କ ମୃତଦେହକୁ ଲାଗି ଗୋଟିଏ ବ୍ୟାଗ ଓ ବାଇକ୍‌ ଚାବି ପଡ଼ିଥିଲା। ଅଳ୍ପ ଦୂରରେ ସୋନପୁର ଜିଲ୍ଲାର ପଞ୍ଜିକରଣ ଥିବା ବାଇକ୍‌ ଛିଡ଼ା ହୋଇଥିଲା। ଆର୍‌ପିଏଫ୍‌ ସେହି ବାଇକ୍‌ରୁ ସୁରାଗ ପାଇଥିଲା। ତା’ପରେ ମୃତ ଯୁବକ ପିଣ୍ଟୁଙ୍କ ଘର ପାଖରେ ପହଞ୍ଚିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story