ଦୁଇ ଭାଇଙ୍କ ନିଆରା ସଉକ, ସାଇକେଲରେ ମଧ୍ୟ ପ୍ରଦେଶରୁ ପୁରୀ

ପୁରୀ (ଓଡ଼ିଶା ରିପୋର୍ଟର): ସାଧାରଣତଃ ଲୋକମାନେ ନୂଆ ନୂଆ ଜାଗାକୁ ବୁଲିବାକୁ ପସନ୍ଦ କରନ୍ତି। ପାଖ ହେଉ କି ଦୂର ହେଉ, ବୁଲିବା ସ୍ଥାନକୁ ଯିବା ପାଇଁ ଲୋକେ ଗାଡ଼ିର ବ୍ୟବହାର କରିଥାନ୍ତି। କିନ୍ତୁ ଆଜି ଆମେ ଏମିତି ଦୁଇ ଭାଇଙ୍କ କଥା କହିବୁ, ଯିଏ ବୁଲିବା ପାଇଁ ଗାଡ଼ି ନୁହେଁ ସାଇକେଲର ସହାୟତା ନେଇଛନ୍ତି। ତା’ ପୁଣି ଭାରତ ଭ୍ରମଣରେ। ହଁ ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିଲେ ହେଁ, ବାସ୍ତବରେ ଏହା ସତ। ଏହି ଦୁଇ ଭାଇ […]

cycle-journey1

cycle-journey1

Ranjit Kumar Jena
  • Published: Tuesday, 02 March 2021
  • Updated: 02 March 2021, 04:40 PM IST

Sports

Latest News

ପୁରୀ (ଓଡ଼ିଶା ରିପୋର୍ଟର): ସାଧାରଣତଃ ଲୋକମାନେ ନୂଆ ନୂଆ ଜାଗାକୁ ବୁଲିବାକୁ ପସନ୍ଦ କରନ୍ତି। ପାଖ ହେଉ କି ଦୂର ହେଉ, ବୁଲିବା ସ୍ଥାନକୁ ଯିବା ପାଇଁ ଲୋକେ ଗାଡ଼ିର ବ୍ୟବହାର କରିଥାନ୍ତି। କିନ୍ତୁ ଆଜି ଆମେ ଏମିତି ଦୁଇ ଭାଇଙ୍କ କଥା କହିବୁ, ଯିଏ ବୁଲିବା ପାଇଁ ଗାଡ଼ି ନୁହେଁ ସାଇକେଲର ସହାୟତା ନେଇଛନ୍ତି। ତା' ପୁଣି ଭାରତ ଭ୍ରମଣରେ। ହଁ ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିଲେ ହେଁ, ବାସ୍ତବରେ ଏହା ସତ।

ଏହି ଦୁଇ ଭାଇ ହେଲେ ଗୌତମ ଓ ପାରସ୍। ଦୁହେଁ ଡିସେମ୍ବର ୩୦ ତାରିଖରେ ମଧ୍ୟପ୍ରଦେଶର ଗ୍ୱାଲିୟରରୁ ବାହାରିଥିଲେ। ଏହା ପରେ ଦୁହେଁ ଭାରତ ଭ୍ରମଣ ଅଭିଯାନ ଆରମ୍ଭ କରିଦେଇଛନ୍ତି। ଦୁଇମାସ ହେଲା ଗୌତମ ଓ ପାରସ୍ ଦୀର୍ଘପଥ ଅତିକ୍ରମ କରି ଆଜି ପୁରୀରେ ପହଞ୍ଚିଛନ୍ତି। ପୁରୀରେ ଏମାନେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରି ଆଶୀର୍ବାଦ ନେଇଛନ୍ତି।

ଏପର୍ଯ୍ୟନ୍ତ ଦୁହେଁ ୧୦ଟି ରାଜ୍ୟ ଅତିକ୍ରମ କରିସାରିଲେଣି। । Pollution Free India ଓ Fit India ବାର୍ତ୍ତା ଦେଇ ଗୌତମ ଓ ପାରସ୍ ପ୍ରଥମେ ମଧ୍ୟପ୍ରଦେଶରୁ ଅଭିଯାନ ଆରମ୍ଭ କରିଥିଲେ। ଏହା ପରେ ସେମାନେ ଉତ୍ତର ପ୍ରଦେଶ, ଦିଲ୍ଲୀ, ଚଣ୍ଡିଗଡ଼, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ପଶ୍ଚିମବଙ୍ଗ ଆଦି ଭ୍ରମଣ କରି ବିଭିନ୍ନ ଲୋକଙ୍କୁ ସ୍ୱାସ୍ଥ୍ୟ ହିଁ ସମ୍ପଦର ବାର୍ତ୍ତା ଦେଇଛନ୍ତି। ସାଇକେଲରେ ଯାତ୍ରା କରିବା ସମୟରେ ଦୁହେଁ ମଝିରେ ମଝିରେ ଆରାମ କରନ୍ତି। ଆଗକୁ ମଧ୍ୟ ଏହି ଦୁଇ ଭାଇଙ୍କର ଯାତ୍ରା ଜାରି ରହିବ।

ଦୁଇ ଭାଇ ନିଜର ପ୍ରତିଟି ଯାତ୍ରାର ଭିଡିଓ ୟୁଟ୍ୟୁବରେ ଶେଆର୍ କରନ୍ତି। ସେମାନେ କେଉଁ କେଉଁ ସ୍ଥାନକୁ ଯାଉଛନ୍ତି, ତା'ର ଏକ ବ୍ଲଗ୍ ପ୍ରସ୍ତୁତ କରି ୟ୍ୟୁଟୁବରେ ପୋଷ୍ଟ କରୁଛନ୍ତି। ଦୁହିଁଙ୍କର ଏହି ପ୍ରୟାସକୁ ମଧ୍ୟ ଲୋକେ ବହୁତ ପସନ୍ଦ କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story