ଟ୍ରକ୍‌ ପଛରେ ପିଟି ହେଲା ବୋଲେରୋ; ୨ ମୃତ

ବାଲୁଗାଁ(ଶକ୍ତି ପ୍ରସାଦ ମହାପାତ୍ର): ଖୋର୍ଦ୍ଧା ଜିଲ୍ଲା ସୁନାଖଳାରେ ୧୬ ନମ୍ୱର ଜାତୀୟ ରାଜପଥରେ ଏକ ବୋଲେରୋ ଟ୍ରକ୍‌ ପଛରେ ପିଟି ହୋଇଯିବାରୁ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଆହତ ହୋଇଛନ୍ତି। ମୃତାହତଙ୍କ ପରିଚୟ ମିଳିପାରି ନାହିଁ। ଗତକାଲି ରାତି ପ୍ରାୟ ୩ଟାରେ ଏହି ଦୁର୍ଘଟଣା ଘଟିଛି। ସୁନାଖଳ ଛକଠାରେ ଏକ ଟ୍ରକ୍‌ ଠିଆ ହୋଇଥିବା ବେଳେ ବୋଲେରୋଟି ଆସି ଏହା ପଛପଟେ ପିଟି ହୋଇଥିଲା।  ଖବର ପାଇ ନାଚୁଣୀ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚିଥିଲା […]

vvv-1

vvv-1

Jyoshna Pradhan
  • Published: Thursday, 06 June 2019
  • Updated: 06 June 2019, 01:17 PM IST

ବାଲୁଗାଁ(ଶକ୍ତି ପ୍ରସାଦ ମହାପାତ୍ର): ଖୋର୍ଦ୍ଧା ଜିଲ୍ଲା ସୁନାଖଳାରେ ୧୬ ନମ୍ୱର ଜାତୀୟ ରାଜପଥରେ ଏକ ବୋଲେରୋ ଟ୍ରକ୍‌ ପଛରେ ପିଟି ହୋଇଯିବାରୁ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଆହତ ହୋଇଛନ୍ତି। ମୃତାହତଙ୍କ ପରିଚୟ ମିଳିପାରି ନାହିଁ।

ଗତକାଲି ରାତି ପ୍ରାୟ ୩ଟାରେ ଏହି ଦୁର୍ଘଟଣା ଘଟିଛି। ସୁନାଖଳ ଛକଠାରେ ଏକ ଟ୍ରକ୍‌ ଠିଆ ହୋଇଥିବା ବେଳେ ବୋଲେରୋଟି ଆସି ଏହା ପଛପଟେ ପିଟି ହୋଇଥିଲା।  ଖବର ପାଇ ନାଚୁଣୀ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚିଥିଲା ଓ  ଗୁରୁତରମାନଙ୍କୁ ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ୍‌ ହସ୍ପିଟାଲ୍‌ ପଠାଇଥିଲା। ସେଠାରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ପୁଲିସ୍‌ ସୂଚନା ଦେଇଛି।

ବୋଲେରୋଟି ରାୟଗଡ଼ା ଜିଲ୍ଲା ବିଷମକଟକରୁ ଭୁବନେଶ୍ୱର ଅଭିମୁଖେ ଯାଉଥିଲା ବୋଲି ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story