ପିକ୍‌ନିକ୍‌ ହେଲା କାଳ: ବ୍ରାହ୍ମଣୀରେ ବୁଡି ୨ ଛାତ୍ର ମୃତ

<p>ସୁନ୍ଦରଗଡ଼ (ଓଡ଼ିଶା ରିପୋର୍ଟର): ସୁନ୍ଦରଗଡ଼ ଜିଲ୍ଲା ବିରିତୋଳା ଦେଇ ଯାଇଥିବା ବ୍ରାହ୍ମଣୀ ନଦୀରେ ବୁଡ଼ି ୨ଜଣଙ୍କ ମୃତ୍ୟୁ ଘଟିଛି। ଏହି ଅଘଟଣରେ ଜଣେ ଗୁରୁତର ଆହତ ହୋଇଛନ୍ତି।</p> <p>ଆଜି ରାଉରକେଲା ସିଟି କମର୍ସ ଏକାଡେମୀରୁ ୩୫ ଜଣ ଛାତ୍ରଛାତ୍ରୀ ପିକ୍&zwnj;ନିକ୍&zwnj; ପାଇଁ ବିରିତୋଳା ଆସିଥିଲେ। ସେଠାରେ ବ୍ରାହ୍ମଣୀ ନଦୀରେ ଗାଧୋଇବା ବେଳେ ୩ଜଣ ବୁଡ଼ି ଯାଇଥିଲେ। ସେମାନଙ୍କ ମଧ୍ୟରୁ ମହମ୍ମଦ ଅବଦୁଲଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିବା ବେଳେ ମହମ୍ମଦ ସକିଲ୍ ଓ ମହମ୍ମଦ ସଦାକବଙ୍କ ମୃତ୍ୟୁ ଘଟିଛି। ମୃତକମାନେ ରାଉରକେଲା ନାଲାରୋଡ ଓ ବେଦବ୍ୟାସ ଅଞ୍ଚଳର ବୋଲି ଜଣାପଡ଼ିଛି।</p>

Ordigital Desk
  • Published: Tuesday, 14 November 2017
  • Updated: 14 November 2017, 10:50 PM IST

Sports

Latest News

<p>ସୁନ୍ଦରଗଡ଼ (ଓଡ଼ିଶା ରିପୋର୍ଟର): ସୁନ୍ଦରଗଡ଼ ଜିଲ୍ଲା ବିରିତୋଳା ଦେଇ ଯାଇଥିବା ବ୍ରାହ୍ମଣୀ ନଦୀରେ ବୁଡ଼ି ୨ଜଣଙ୍କ ମୃତ୍ୟୁ ଘଟିଛି। ଏହି ଅଘଟଣରେ ଜଣେ ଗୁରୁତର ଆହତ ହୋଇଛନ୍ତି।</p><p>ଆଜି ରାଉରକେଲା ସିଟି କମର୍ସ ଏକାଡେମୀରୁ ୩୫ ଜଣ ଛାତ୍ରଛାତ୍ରୀ ପିକ୍&zwnj;ନିକ୍&zwnj; ପାଇଁ ବିରିତୋଳା ଆସିଥିଲେ। ସେଠାରେ ବ୍ରାହ୍ମଣୀ ନଦୀରେ ଗାଧୋଇବା ବେଳେ ୩ଜଣ ବୁଡ଼ି ଯାଇଥିଲେ। ସେମାନଙ୍କ ମଧ୍ୟରୁ ମହମ୍ମଦ ଅବଦୁଲଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିବା ବେଳେ ମହମ୍ମଦ ସକିଲ୍ ଓ ମହମ୍ମଦ ସଦାକବଙ୍କ ମୃତ୍ୟୁ ଘଟିଛି। ମୃତକମାନେ ରାଉରକେଲା ନାଲାରୋଡ ଓ ବେଦବ୍ୟାସ ଅଞ୍ଚଳର ବୋଲି ଜଣାପଡ଼ିଛି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos