ଟ୍ରକ୍‌କୁ ପିଟିଲା ଟ୍ରକ୍‌, ଚାଲିଗଲା ୨ ଜୀବନ

ଯାଜପୁର (ଓଡ଼ିଶା ରିପୋର୍ଟର): ୧୬ନଂ ଜାତୀୟ  ରାଜପଥର କୁଆଖିଆ  ଓଭର ବ୍ରିଜରେ ଆଜି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କଦଳୀ ବୋଝେଇ ଟ୍ରକ ସହ ଅନ୍ୟ ଏକ ଟ୍ରକର ଧକ୍କା ହେବା ଫଳରେ ୨ଜଣଙ୍କର ମୃତ୍ୟୁ ଘଟିଛି। ଏଥିରେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। ସୂଚନା ଅନୁଯାୟୀ, ଆନ୍ଧ୍ରରୁ ରାଞ୍ଚି ଅଭିମୁଖେ ଏକ ଆଇଚର ଗାଡି କଦଳୀ ବୋଝେଇ କରି ଯାଉଥିବା ସମୟରେ କୁଆଖିଆ ଓଭର ବ୍ରିଜ ଉପରେ ଭାରସାମ୍ୟ ହରାଇ ଅନ୍ୟ ଏକ ଟ୍ରକକୁ ଧକ୍କା […]

790

790

Tapas Behera
  • Published: Sunday, 03 May 2020
  • Updated: 03 May 2020, 05:16 PM IST

Sports

Latest News

ଯାଜପୁର (ଓଡ଼ିଶା ରିପୋର୍ଟର): ୧୬ନଂ ଜାତୀୟ  ରାଜପଥର କୁଆଖିଆ  ଓଭର ବ୍ରିଜରେ ଆଜି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କଦଳୀ ବୋଝେଇ ଟ୍ରକ ସହ ଅନ୍ୟ ଏକ ଟ୍ରକର ଧକ୍କା ହେବା ଫଳରେ ୨ଜଣଙ୍କର ମୃତ୍ୟୁ ଘଟିଛି। ଏଥିରେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି।

ସୂଚନା ଅନୁଯାୟୀ, ଆନ୍ଧ୍ରରୁ ରାଞ୍ଚି ଅଭିମୁଖେ ଏକ ଆଇଚର ଗାଡି କଦଳୀ ବୋଝେଇ କରି ଯାଉଥିବା ସମୟରେ କୁଆଖିଆ ଓଭର ବ୍ରିଜ ଉପରେ ଭାରସାମ୍ୟ ହରାଇ ଅନ୍ୟ ଏକ ଟ୍ରକକୁ ଧକ୍କା ଦେଇଥିଲା। ଏହି ଗାଡ଼ିରେ ଡ୍ରାଇଭର ଓ ହେଲପରଙ୍କ ସହ ଅନ୍ୟ ଜଣେ ଯୁବକ ଥିଲେ। ଘଟଣାସ୍ଥଳରେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଗୁରୁତର ଅବସ୍ଥାରେ ଉଭୟ ଡ୍ରାଇଭର ଓ ହେଲପରଙ୍କୁ ଧର୍ମଶାଳା ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ମେଡିକାଲରେ ଗାଡିର ହେଲପରର ମୃତ୍ୟୁ ଘଟିଛି।

ମୃତ ହେଲପର ଜଣକ ଟାଟା ଜାମସେଦପୁର ଗରିବନବାଜ ଅଂଚଳର ଏସ.କେ ରାଜୁ ବୋଲି ଜଣାପଡିଛି। ଗୁରୁତର ଆହତ ହୋଇଥିବା ଡ୍ରାଇଭର ମହମ୍ମଦ ହାପିଜଙ୍କୁ କଟକ ମେଡିକାଲକୁ ବଡ଼ମେଡିକାଲ ସ୍ଥାନାନ୍ତର କରାଯାଇଛି। ଖବର ପାଇ ଘଟଣାସ୍ଥଳରେ କୁଆଖିଆ ପୁଲିସ ପହଞ୍ଚି ତଦନ୍ତ ଚଳାଇଛି। ତେବେ କଦଳୀ ବୋଝେଇ ଗାଡ଼ିରେ ମୃତ ଯୁବକ ଜଣକ ଲିଫ୍ଟ ଅବା ଭଡା ଦେଇ ଆସିଥିବା ଅନୁମାନ କରାଯାଉଛି । ଫଳରେ  ତା’ର ପରିଚୟ ମିଳିପାରିନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story