ଦୁଇ ଭଉଣୀଙ୍କୁ ଜବରଦସ୍ତ ଉଠାଇ ନେଲା ପୁଲିସ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାଧାରଣତନ୍ତ୍ର ଦିବସରେ ଅଭାବନୀୟ ଦୃଶ୍ୟ। ଲୋୟର ପିଏମଜିରେ ଧାରଣାରେ ବସିଥିବା ଦୁଇ ଭଉଣୀଙ୍କୁ ପୁଲିସ ଜୋର ଜବରଦସ୍ତ ଉଠାଇ ନେଇଛି। ଦୀର୍ଘଦିନ ଧରି ଦାବି ପୂରଣ ପାଇଁ ଦୁଇ ଯୁବତୀ ଲୋୟର ପିଏମଜିରେ ଧାରଣା ଦେଇଥିଲେ। କିନ୍ତୁ ସାଧାରଣତନ୍ତ୍ର ଦିବସ ପାଇଁ ପୁଲିସ ସେମାନଙ୍କୁ ହଟାଇ ଦେବାରୁ ସେମାନେ କଂଗ୍ରେସ ଭବନ ନିକଟ ଗଛ ମୂଳରେ ଆଶ୍ରୟ ନେଇଥିଲେ। ପୁଲିସ ସେଠାରୁ ସେମାନଙ୍କୁ ଜୋର ଜବରଦସ୍ତ ପିସିଆର ଭ୍ୟାନରେ ଉଠାଇ ନେଇଥିଲା। ଦୁଇ […]

tiop

tiop

Tapas Behera
  • Published: Sunday, 26 January 2020
  • Updated: 26 January 2020, 05:51 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାଧାରଣତନ୍ତ୍ର ଦିବସରେ ଅଭାବନୀୟ ଦୃଶ୍ୟ। ଲୋୟର ପିଏମଜିରେ ଧାରଣାରେ ବସିଥିବା ଦୁଇ ଭଉଣୀଙ୍କୁ ପୁଲିସ ଜୋର ଜବରଦସ୍ତ ଉଠାଇ ନେଇଛି। ଦୀର୍ଘଦିନ ଧରି ଦାବି ପୂରଣ ପାଇଁ ଦୁଇ ଯୁବତୀ ଲୋୟର ପିଏମଜିରେ ଧାରଣା ଦେଇଥିଲେ। କିନ୍ତୁ ସାଧାରଣତନ୍ତ୍ର ଦିବସ ପାଇଁ ପୁଲିସ ସେମାନଙ୍କୁ ହଟାଇ ଦେବାରୁ ସେମାନେ କଂଗ୍ରେସ ଭବନ ନିକଟ ଗଛ ମୂଳରେ ଆଶ୍ରୟ ନେଇଥିଲେ।

ପୁଲିସ ସେଠାରୁ ସେମାନଙ୍କୁ ଜୋର ଜବରଦସ୍ତ ପିସିଆର ଭ୍ୟାନରେ ଉଠାଇ ନେଇଥିଲା। ଦୁଇ ଯୁବତୀ ଯେତେ ଅନୁରୋଧ କରିଥିଲେ ମଧ୍ୟ ପୁଲିସ ଶୁଣି ନଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story