ମହାନଦୀରେ ବୁଡ଼ିଗଲେ ୨ କାଉଡ଼ିଆ: ଜଣେ ଉଦ୍ଧାର

ଜଗତସିଂହପୁର(ଓଡ଼ିଶା ରିପୋର୍ଟର): ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଦେଇ ଯାଇଥିବା ମହାନଦୀର ଝୁଲା ବାବା ଘାଟରେ ପାଣି ଉଠାଉଥିବା ବେଳେ ଦୁଇଜଣ କାଉଡ଼ିଆ ବୁଡ଼ିଯାଇଥିଲେ। ସେମାନଙ୍କ ମଧ୍ୟରୁ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ଜଣେ ନିଖୋଜ ଅଛନ୍ତି। ଉଦ୍ଧାର ହୋଇଥିବା ଯୁବକ ଜଣଙ୍କ ହେଲେ ସରୋଜ ନାଥ। ସରୋଜଙ୍କୁ  ଚିକିତ୍ସା ପାଇଁ ମଣିଜଙ୍ଗା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ନିଖୋଜ ଯୁବକ ହେଲେ ମହମ୍ମଦାବାଦ ଗାଁର ରାଜକିଶୋର ଦାସ। ଅଗ୍ନିଶମ ବିଭାଗ କର୍ମଚାରୀମାନେ ତାଙ୍କୁ ଉଦ୍ଧାର […]

jagasingpur

jagasingpur

Ordigital Desk
  • Published: Monday, 13 August 2018
  • Updated: 13 August 2018, 11:34 AM IST

Sports

Latest News

ଜଗତସିଂହପୁର(ଓଡ଼ିଶା ରିପୋର୍ଟର): ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଦେଇ ଯାଇଥିବା ମହାନଦୀର ଝୁଲା ବାବା ଘାଟରେ ପାଣି ଉଠାଉଥିବା ବେଳେ ଦୁଇଜଣ କାଉଡ଼ିଆ ବୁଡ଼ିଯାଇଥିଲେ।

ସେମାନଙ୍କ ମଧ୍ୟରୁ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ଜଣେ ନିଖୋଜ ଅଛନ୍ତି।

ଉଦ୍ଧାର ହୋଇଥିବା ଯୁବକ ଜଣଙ୍କ ହେଲେ ସରୋଜ ନାଥ। ସରୋଜଙ୍କୁ  ଚିକିତ୍ସା ପାଇଁ ମଣିଜଙ୍ଗା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ନିଖୋଜ ଯୁବକ ହେଲେ ମହମ୍ମଦାବାଦ ଗାଁର ରାଜକିଶୋର ଦାସ।

ଅଗ୍ନିଶମ ବିଭାଗ କର୍ମଚାରୀମାନେ ତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା ଚଳାଇଛନ୍ତି।

https://www.youtube.com/watch?v=vgADvp4Yhhw

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos