ପଡ଼ୋଶୀଙ୍କ ଆକ୍ରମଣରେ ଜେଜେମା ଓ ନାତୁଣୀ ମୃତ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଅନ୍ତର୍ଗତ ବାଦିଆମ୍ବ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ପଡ଼ୋଶୀଙ୍କ ଆକ୍ରମଣରେ ଜେଜେମା ଓ ନାତୁଣୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ କମା ସେଠୀ ଓ ତାଙ୍କ ନାତୁଣୀ ଶ୍ରୀୟା କମାଙ୍କ।

ପଡୋଶୀ ରଂଜନ ନାମକ ଜଣେ ବ୍ୟକ୍ତି ଉଭୟଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ଗୁରୁତର ଅବସ୍ଥାରେ ଉଭୟଙ୍କୁ  ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସିତ ଅବସ୍ଥାରେ ଜେଜେମା ଓ ନାତୁଣୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି।

ପଡ଼ୋଶୀ ରଞ୍ଜନ ସେମାନଙ୍କୁ କାହିଁକି ଆକ୍ରମଣ କରିଛନ୍ତି ଏହାର କାରଣ ଅସ୍ପଷ୍ଟ ରହିଛି।

Ordigital Desk
• Published: Sunday, 10 December 2017
• Updated: 10 December 2017, 01:46 PM IST

Sports

Latest News

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଅନ୍ତର୍ଗତ ବାଦିଆମ୍ବ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ପଡ଼ୋଶୀଙ୍କ ଆକ୍ରମଣରେ ଜେଜେମା ଓ ନାତୁଣୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ କମା ସେଠୀ ଓ ତାଙ୍କ ନାତୁଣୀ ଶ୍ରୀୟା କମାଙ୍କ।

ପଡୋଶୀ ରଂଜନ ନାମକ ଜଣେ ବ୍ୟକ୍ତି ଉଭୟଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ଗୁରୁତର ଅବସ୍ଥାରେ ଉଭୟଙ୍କୁ  ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସିତ ଅବସ୍ଥାରେ ଜେଜେମା ଓ ନାତୁଣୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି।

ପଡ଼ୋଶୀ ରଞ୍ଜନ ସେମାନଙ୍କୁ କାହିଁକି ଆକ୍ରମଣ କରିଛନ୍ତି ଏହାର କାରଣ ଅସ୍ପଷ୍ଟ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos