ରାସ୍ତାରେ ଜଳିଗଲା ବାଇକ୍‌, ଦୁଇ ମୃତ

ଭବାନୀପାଟଣା (ରାଜ କୁମାର ସିଂଦେଓ): ଘରକୁ ଫେରୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହେଲା ବାଇକ୍‌। ଅଜଣା ଗାଡ଼ି ଧକ୍କାରେ ଜଳିଗଲା ବାଇକ୍‌। ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ଆଜି ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଭବାନୀପାଟଣାରେ ଘଛି। ଥୁଆମୂଳ-ରାମପୁର ଅଞ୍ଚଳର ସନାତନ ମାଝି ଓ ତାଙ୍କର ଦୁଇ ସାଥୀ ବାଇକ୍‌ରେ ଭବାନୀପାଟଣା ଯାଇଥିଲେ। କାମ ସାରି ତିନି ସାଥୀ ବାଇକ୍‌ରେ ଘରକୁ ଫେରୁଥିଲେ। ଭବାନୀପାଟଣା-ଥୁଆମୂଳ-ରାମପୁର ରାସ୍ତାର ସିଆର୍‌ପିଏଫ୍‌ କ୍ୟାମ୍ପ ସମ୍ମୁଖରେ ସେମାନଙ୍କ […]

Bike-accident

Bike-accident

Manoranjan Sial
  • Published: Monday, 29 November 2021
  • Updated: 29 November 2021, 08:08 PM IST

Sports

Latest News

ଭବାନୀପାଟଣା (ରାଜ କୁମାର ସିଂଦେଓ): ଘରକୁ ଫେରୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହେଲା ବାଇକ୍‌। ଅଜଣା ଗାଡ଼ି ଧକ୍କାରେ ଜଳିଗଲା ବାଇକ୍‌। ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ଆଜି ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଭବାନୀପାଟଣାରେ ଘଛି।

ଥୁଆମୂଳ-ରାମପୁର ଅଞ୍ଚଳର ସନାତନ ମାଝି ଓ ତାଙ୍କର ଦୁଇ ସାଥୀ ବାଇକ୍‌ରେ ଭବାନୀପାଟଣା ଯାଇଥିଲେ। କାମ ସାରି ତିନି ସାଥୀ ବାଇକ୍‌ରେ ଘରକୁ ଫେରୁଥିଲେ। ଭବାନୀପାଟଣା-ଥୁଆମୂଳ-ରାମପୁର ରାସ୍ତାର ସିଆର୍‌ପିଏଫ୍‌ କ୍ୟାମ୍ପ ସମ୍ମୁଖରେ ସେମାନଙ୍କ ବାଇକ୍‌ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ଫଳରେ ବାଇକ୍‌ଟି ଜଳି ଯାଇଥିବା ବେଳେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ସନାତନ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଏବେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉଦ୍‌ବେଗ ଜନକ ରହିଛି। ତେବେ ମୃତକଙ୍କ ପରିଚୟ ମିଳିପାରି ନାହିଁ।

ବାଇକ୍‌କୁ କିଏ ଧକ୍କା ଦେଲା, ତାହା ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ। ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି। ଅଜଣା ଗାଡ଼ି ଧକ୍କାରେ ବାଇକ୍‌ ଜଳି ଯାଇଥିବା ଅନୁମାନ କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story