ରାସ୍ତା ପାର୍ଶ୍ୱରେ ବସିଥିଲେ ଦୁଇ ନାବାଳକ, ମାଡ଼ିଗଲା ବୋଲେରୋ

ବୀରମିତ୍ରପୁର(ରାକେଶ ସାହୁ): ରାତିରେ ପ୍ରବଳ ଗୁଳୁଗୁଳି ହେଉଥିବାରୁ ଦୁଇ ନାବାଳକ ଘର ସମ୍ମୁଖ ରାସ୍ତା ପାର୍ଶ୍ୱରେ ବସିଥିଲେ। ଠିକ୍‌ ଏହି ସମୟରେ ଏକ ଦ୍ରୁତଗାମୀ ବୋଲେରୋ ସେମାନଙ୍କ ଉପରେ ମାଡ଼ି ଯାଇଥିଲା। ମଙ୍ଗଳବାର ବିଳମ୍ୱିତ ରାତିରେ ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ଥାନା ଅଞ୍ଚଳରେ ଘଟିଛି। ଯାହାର ନିଆଁ ଆଜି ସନ୍ଧ୍ୟା ପର୍ଯ୍ୟନ୍ତ ଜଳୁଛି। ପୂରା ଘଟଣା ଏମିତି। ମଙ୍ଗଳବାର ସନ୍ଧ୍ୟା ବେଳେ ବୀରମିତ୍ରପୁର ଥାନାରେ କାଳବୈଶାଖୀ ହୋଇଥିଲା। ଯେଉଁଥିପାଇଁ କୁମ୍ଭଝରିଆ ପଞ୍ଚାୟତ […]

Birmitrapur

Birmitrapur

Manoranjan Sial
  • Published: Wednesday, 13 April 2022
  • Updated: 13 April 2022, 06:43 PM IST

Sports

Latest News

ବୀରମିତ୍ରପୁର(ରାକେଶ ସାହୁ): ରାତିରେ ପ୍ରବଳ ଗୁଳୁଗୁଳି ହେଉଥିବାରୁ ଦୁଇ ନାବାଳକ ଘର ସମ୍ମୁଖ ରାସ୍ତା ପାର୍ଶ୍ୱରେ ବସିଥିଲେ। ଠିକ୍‌ ଏହି ସମୟରେ ଏକ ଦ୍ରୁତଗାମୀ ବୋଲେରୋ ସେମାନଙ୍କ ଉପରେ ମାଡ଼ି ଯାଇଥିଲା। ମଙ୍ଗଳବାର ବିଳମ୍ୱିତ ରାତିରେ ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ଥାନା ଅଞ୍ଚଳରେ ଘଟିଛି। ଯାହାର ନିଆଁ ଆଜି ସନ୍ଧ୍ୟା ପର୍ଯ୍ୟନ୍ତ ଜଳୁଛି।

ପୂରା ଘଟଣା ଏମିତି। ମଙ୍ଗଳବାର ସନ୍ଧ୍ୟା ବେଳେ ବୀରମିତ୍ରପୁର ଥାନାରେ କାଳବୈଶାଖୀ ହୋଇଥିଲା। ଯେଉଁଥିପାଇଁ କୁମ୍ଭଝରିଆ ପଞ୍ଚାୟତ ପାକେର ଲୁଙ୍ଗେର ଗାଁର ଗୀର୍ଜା ଟୋଲା ବସ୍ତିରେ ବିଦ୍ୟୁତ ନଥିଲା। ଗୁଳୁଗୁଳି ହେବାରୁ ରାତି ପ୍ରାୟ ୧୧ଟା ବେଳେ ଦୀପସୋନ୍‌ ଟେଟେ(୧୪) ଓ ଅଜିତ ଡୁଙ୍ଗଡୁଙ୍ଗ(୧୭) ଘର ସମ୍ନା ରାସ୍ତା ପାର୍ଶ୍ୱରେ ବସିଥିଲେ। ଠିକ୍‌ ଏହି ସମୟରେ ଏକ ଦ୍ରୁତଗାମୀ ବୋଲେରୋ ସେମାନଙ୍କ ଉପରେ ମାଡ଼ି ଯାଇଥିଲା।

ସ୍ଥାନୀୟ ଲୋକେ ୧୦୮ ଆମ୍ବୁଲାନ୍ସରେ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲେ। ଜଣଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନା ଓ ଅନ୍ୟ ଜଣଙ୍କୁ ଜୟ ପ୍ରକାଶ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଉଭୟଙ୍କ ମୃତ୍ୟୁ ଘଟିଥିଲା।

ଆଜି ସକାଳେ ଏହି ଘଟଣା ପ୍ରକାଶ ପାଇବା ପରେ ଉତ୍ତେଜନା ପ୍ରକାଶ ପାଇଛି। ଦୁର୍ଘଟଣା ଘଟାଇଥିବା ବୋଲେରୋଟି ଆଇଓସିଏଲ୍‌ ଡିପୋରେ ନିୟୋଜିତ ହୋଇଥିବାରୁ କ୍ଷତିପୂରଣ ଦାବିରେ ପରିବାର ଲୋକେ କମ୍ପାନୀ ଅଫିସ ଘେରାଉ କରିଥିଲେ। ପରେ ଧାରଣାରେ ବସିଥିଲେ। ସନ୍ଧ୍ୟା ପର୍ଯ୍ୟନ୍ତ କମ୍ପାନୀ କର୍ତ୍ତୃପକ୍ଷ ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା କରିନଥିବା ଜଣାପଡ଼ିଛି।

ଅନ୍ୟପକ୍ଷରେ ବୀରମିତ୍ରପୁର ଥାନା ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଥିଲା। ମାତ୍ର ଲୋକମାନେ ନିଜ ଜିଦ୍‌ରେ ଅଟଳ ରହିଥିଲେ। କ୍ଷତିପୂରଣ ନମିଳିଲା ପର୍ଯ୍ୟନ୍ତ, ରାସ୍ତାରୁ ଉଠିବେ ନାହିଁ ବୋଲି ରୋକ୍‌ଠୋକ୍‌ ଶୁଣାଇ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story