ଅଜଣା ଜନ୍ତୁ ଆକ୍ରମଣରେ ପୁଣି ୨ ମେଣ୍ଢା ମୃତ, ୨ ଆହତ

କଟକ: ନିଆଳିରେ ଜାରି ରହିଛି ଅଜଣା ଜନ୍ତୁ ଆତଙ୍କ। ଗତକାଲି ରାତିରେ ବିଳାଶୁଣି ପଞ୍ଚାୟତର ବାଲିକୁଦା ଗାଁର ଜଣଙ୍କ ଗୁହାଳରେ ୨ଟି ମେଣ୍ଢାଙ୍କର ଅଜଣା ଜନ୍ତୁ ଆକ୍ରମଣରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସେହିପରି ଏହି ଗାଁର ଅନ୍ୟ  ଦୁଇ ଜଣଙ୍କ ଗୁହାଳରେ ୨ଟି ମେଣ୍ଢା ଅଜଣା ଜନ୍ତୁ ଆକ୍ରମଣରେ ଆହତ ହୋଇଛନ୍ତି।

କିଛି ଦିନର ବ୍ୟବଧାନ ପରେ ଏବେ ପୁଣି ନିଆଳିରେ ଦେଖଦେଇଛି ଅଜଣା ଜନ୍ତୁ ଆତଙ୍କ। ଅଜଣା ଜନ୍ତୁ ଆକ୍ରମଣରେ ଏପର୍ଯ୍ୟନ୍ତ  ୧୯ଟି ମେଣ୍ଢାଙ୍କ ମୃତ୍ୟୁ ହୋଇଛି।

ସୂଚନାଯୋଗ୍ୟ, ତିନି ଦିନ ତଳେ ନିଆଳି ଓ କଣ୍ଟାପଡ଼ା ବ୍ଲକର ୨ଟି ଗାଁରେ ଅଜଣା ଜନ୍ତୁ ଆକ୍ରମଣରେ ୧୪ଟି ମେଣ୍ଢାର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା।

Ordigital Desk
• Published: Saturday, 25 November 2017
• Updated: 25 November 2017, 10:54 AM IST

Sports

Latest News

କଟକ: ନିଆଳିରେ ଜାରି ରହିଛି ଅଜଣା ଜନ୍ତୁ ଆତଙ୍କ। ଗତକାଲି ରାତିରେ ବିଳାଶୁଣି ପଞ୍ଚାୟତର ବାଲିକୁଦା ଗାଁର ଜଣଙ୍କ ଗୁହାଳରେ ୨ଟି ମେଣ୍ଢାଙ୍କର ଅଜଣା ଜନ୍ତୁ ଆକ୍ରମଣରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସେହିପରି ଏହି ଗାଁର ଅନ୍ୟ  ଦୁଇ ଜଣଙ୍କ ଗୁହାଳରେ ୨ଟି ମେଣ୍ଢା ଅଜଣା ଜନ୍ତୁ ଆକ୍ରମଣରେ ଆହତ ହୋଇଛନ୍ତି।

କିଛି ଦିନର ବ୍ୟବଧାନ ପରେ ଏବେ ପୁଣି ନିଆଳିରେ ଦେଖଦେଇଛି ଅଜଣା ଜନ୍ତୁ ଆତଙ୍କ। ଅଜଣା ଜନ୍ତୁ ଆକ୍ରମଣରେ ଏପର୍ଯ୍ୟନ୍ତ  ୧୯ଟି ମେଣ୍ଢାଙ୍କ ମୃତ୍ୟୁ ହୋଇଛି।

ସୂଚନାଯୋଗ୍ୟ, ତିନି ଦିନ ତଳେ ନିଆଳି ଓ କଣ୍ଟାପଡ଼ା ବ୍ଲକର ୨ଟି ଗାଁରେ ଅଜଣା ଜନ୍ତୁ ଆକ୍ରମଣରେ ୧୪ଟି ମେଣ୍ଢାର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos