ନଦୀ ମଝିରେ ନେଉଥିଲେ ସେଲ୍ଫି, ମାଡ଼ି ଆସିଲା ବନ୍ୟା ପାଣି

ରାୟଗଡ଼ା(ଓଡ଼ିଶା ରିପୋର୍ଟର): ପରିବାର ସହ ବୁଲିବାକୁ ଯାଇଥିଲେ। ନଦୀ ମଝିରେ ଠିଆ ହୋଇ ଫଟୋ ଉଠାଉଥିଲେ। କିଛି ସମୟ ବୁଲାବୁଲି ପରେ ଦୁଇ ଯୁବକଙ୍କୁ ଛାଡ଼ି ବାକି ପରିବାର ଲୋକ କୂଳକୁ ଚାଲି ଆସିଥିଲେ। ଏହି ଦୁଇ ଯୁବକ ନଦୀ ମଝିରେ ଥିବା ପଥର ଉପରେ ସେଲ୍ଫି ନେଉଥିବା ବେଳେ ହଠାତ୍ ଚାଲି ଆସିଲା ବନ୍ୟା ପାଣି। ପ୍ରବଳ ସ୍ରୋତ ଯୁବକଙ୍କ ଚାରିପାଖରେ ଚାଲିଥିଲା। ବନ୍ୟା ପାଣି ଧିରେ ଧିରେ ସେମାନଙ୍କୁ ପାଦପଟୁ ଘେରିଥିଲା। ଯାହା ଭିତରୁ […]

banya

banya

Niranjan Mishra
  • Published: Sunday, 17 July 2022
  • Updated: 17 July 2022, 05:27 PM IST

Sports

Latest News

ରାୟଗଡ଼ା(ଓଡ଼ିଶା ରିପୋର୍ଟର): ପରିବାର ସହ ବୁଲିବାକୁ ଯାଇଥିଲେ। ନଦୀ ମଝିରେ ଠିଆ ହୋଇ ଫଟୋ ଉଠାଉଥିଲେ। କିଛି ସମୟ ବୁଲାବୁଲି ପରେ ଦୁଇ ଯୁବକଙ୍କୁ ଛାଡ଼ି ବାକି ପରିବାର ଲୋକ କୂଳକୁ ଚାଲି ଆସିଥିଲେ। ଏହି ଦୁଇ ଯୁବକ ନଦୀ ମଝିରେ ଥିବା ପଥର ଉପରେ ସେଲ୍ଫି ନେଉଥିବା ବେଳେ ହଠାତ୍ ଚାଲି ଆସିଲା ବନ୍ୟା ପାଣି। ପ୍ରବଳ ସ୍ରୋତ ଯୁବକଙ୍କ ଚାରିପାଖରେ ଚାଲିଥିଲା। ବନ୍ୟା ପାଣି ଧିରେ ଧିରେ ସେମାନଙ୍କୁ ପାଦପଟୁ ଘେରିଥିଲା। ଯାହା ଭିତରୁ ସେମାନେ ମୁକୁଳି ଆସି ପାରି ନ ଥିଲେ। ଆଜି ରାୟଗଡ଼ାର ନାଗାବଳୀ ନଦୀ ମଝିରେ ଘଟିଛି ଏହି ଘଟଣା। ତେବେ ୨ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ଅଗ୍ନିଶମ ବାହିନୀ ଏହି ଦୁଇ ଯୁବକଙ୍କୁ ସୁରକ୍ଷିତ ଉଦ୍ଧାର କରିଥିଲା। ଉଭୟ ପର୍ଯ୍ୟଟକ କାଶୀପୁର ବ୍ଲକ ପୋଡାପାଡ଼ି ଅଞ୍ଚଳର ବୋଲି ସୂଚନା ମିଳିଛି।

ସୂଚନା ମୁତାବକ, ଅପରାହ୍ନ ୩ଟା ବେଳେ ରାୟଗଡ଼ା ନିକଟ ନାଗାବଳୀ ନଦୀର ଝୁଲାପୋଲ ତଳେ ଏହି ଯୁବକମାନେ ବୁଲାବୁଲି କହୁଥିଲେ। ପ୍ରାକୃତିକ ସୌନ୍ଦର୍ଯ୍ୟର ମଜା ନେଉଥିଲେ। ଏହି ସମୟରେ ଉପରେ ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ନଦୀରେ ବନ୍ୟା ପାଣି ମାଡ଼ି ଆସିଥିଲା। ନଦୀ ମଝିରେ ଥିବା ଏକ ପଥର ଉପରେ ଉଭୟ ଫସି ଯାଇଥିଲେ। ନଦୀରେ ବନ୍ୟାପାଣି ବଢ଼ିବା ସେମାନଙ୍କ ସୁରକ୍ଷା ନେଇ ଆଶାଆଶଙ୍କା ସୃଷ୍ଟି କରିଥିଲା।

ତେବେ ଲୋକଙ୍କ ଠାରୁ ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀର ପହଞ୍ଚି ଉଦ୍ଧାର ଉଦ୍ୟମ ଆରମ୍ଭ କରିଥିଲା। ଫସିଥିବା ଯୁବକଙ୍କ ନିକଟରେ ଲାଇଫ୍ ଜ୍ୟାକେଟ ଓ ରସି ପହଞ୍ଚାଇ ଥିଲା। ପ୍ରାୟ ୨୧ ଜଣ ଆଗ୍ନିକ ଓ କିଛି ପୁଲିସ କର୍ମଚାରୀ ଏହି ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିଲେ। ଦୁଇଜଣଙ୍କୁ ଉଦ୍ଧାର ପରେ ଦମକଳ ଯୋଗେ ଡାକ୍ତରଖାନା ନିଆଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story