ବଜ୍ରପାତରେ ଚାଲିଗଲା ୨ ଜଣଙ୍କ ଜୀବନ

ବାରିପଦା(ମାଣିକଲାଲ ପାଣି): ବାଲି ବୋଝେଇ କରୁଥିବା ବେଳେ ବଜ୍ରପାତ ହେଲା। ଫଳରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ଆଜି ଏପରି ହୃଦୟବିଦାରକ ଘଟଣା ମୟୂରଭଞ୍ଜ ଜିଲ୍ଲାରେ ଘଟିଛି। ଆଜି ଅପରାହ୍ନରେ ବଡ଼ସାହି ବ୍ଲକ ନିଶ୍ଚିନ୍ତପୁର ବାଲିଘାଟରେ ଟ୍ରାକ୍ଟର ଚାଳକ ନିରଞ୍ଜନ ବିଶୋୟି ଓ ମୁନ୍ନା ବିଶୋୟି ବାଲି ବୋଝେଇ କରୁଥିଲେ। ଏହି ସମୟରେ ହଠାତ୍‌ ବଜ୍ରପାତ ହୋଇଥିଲା। ଫଳରେ ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ଘଟିଛି। ସୂଚନାରୁ ପ୍ରକାଶ, ଆଜି ସନ୍ଧ୍ୟା ୫ଟା ବେଳେ ବଡ଼ସହି ଆକାଶରେ କଳାହାଣ୍ଡିଆ […]

two-workers-killed-as-lightning-strikes-badasahi-in-mayurbhanj

Manoranjan Sial
  • Published: Saturday, 25 May 2019
  • Updated: 25 May 2019, 06:34 PM IST

Sports

Latest News

ବାରିପଦା(ମାଣିକଲାଲ ପାଣି): ବାଲି ବୋଝେଇ କରୁଥିବା ବେଳେ ବଜ୍ରପାତ ହେଲା। ଫଳରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ଆଜି ଏପରି ହୃଦୟବିଦାରକ ଘଟଣା ମୟୂରଭଞ୍ଜ ଜିଲ୍ଲାରେ ଘଟିଛି।

ଆଜି ଅପରାହ୍ନରେ ବଡ଼ସାହି ବ୍ଲକ ନିଶ୍ଚିନ୍ତପୁର ବାଲିଘାଟରେ ଟ୍ରାକ୍ଟର ଚାଳକ ନିରଞ୍ଜନ ବିଶୋୟି ଓ ମୁନ୍ନା ବିଶୋୟି ବାଲି ବୋଝେଇ କରୁଥିଲେ। ଏହି ସମୟରେ ହଠାତ୍‌ ବଜ୍ରପାତ ହୋଇଥିଲା। ଫଳରେ ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ଘଟିଛି।

ସୂଚନାରୁ ପ୍ରକାଶ, ଆଜି ସନ୍ଧ୍ୟା ୫ଟା ବେଳେ ବଡ଼ସହି ଆକାଶରେ କଳାହାଣ୍ଡିଆ ମେଘ ଘୋଟି ଆସିଥିଲା। କିଛି ସମୟ ଭିତରେ ପବନ ବହିବା ସହିତ ବର୍ଷା ହୋଇଥିଲା। ଆଉ ମଝିରେ ମଝିରେ ବଜ୍ରପାତ ହେଉଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story