ଅନୁଗୁଳରେ ଅଭାବନୀୟ ଘଟଣା, ଖେଳୁ ଖେଳୁ ୪୦ ଫୁଟ୍‌ ଗାତକୁ ଖସିପଡ଼ିଲା ଶିଶୁ କନ୍ୟା, ୮ ଘଣ୍ଟା ଧରି ଜୀବନ ସହ ସଂଘର୍ଷ

ଅନୁଗୁଳ, (ଓଡ଼ିଶା ରିପୋର୍ଟର): ଅନୁଗୁଳରେ ଅଭାବନୀୟ ଘଟଣା। ଖେଳୁ ଖେଳୁ ଗାତ ଭିତରକୁ ଖସିପଡ଼ିଲା ଶିଶୁକନ୍ୟା  । ଅନୁଗୁଳ ହଣ୍ଡପା ଥାନା ଗୁଲାସର ଗାଁରେ ଘଟିଛି ଏହି ଅଘଟଣ।  ଝିଅଟିକୁ ଅଢେଇ ବର୍ଷ ହୋଇଥିବା ବେଳେ ନାଁ ତାର ରାଧା ସାହୁ ବୋଲି ଜଣାପଡ଼ିଛି। ଶିଶୁ କନ୍ୟାଟି ବୋରୱେଲ ଗାତରେ ଖସିପଡ଼ିଥିବା ସୂଚନା ମିଳିଛି।

ଆଜି ସକାଳେ ୮ଟାରୁ ୮ଟା ୩୦ ଭିତରେ ଏହି ଘଟଣା ଘଟିଛି। ଖବର ପାଇ ସ୍ଥାନୀୟ ପ୍ରଶାସନ ପହଞ୍ଚିଛି। ଉଦ୍ଧାର ପାଇଁ ଆବଶ୍ୟକୀୟ ସରଞ୍ଜାମ ନ ଥିବାରୁ ଓଡ୍ରାଫ୍ ଟିମକୁ ଖବର ଦିଆଯାଇଥିବା ଅତିରିକ୍ତ ଜିଲ୍ଲାପାଳ ସୂଚନା ଦେଇଛନ୍ତି। ତେବେ ଶିଶୁଟିକୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଥିବା ସେ କହିଛନ୍ତି।  ଘଟଣାସ୍ଥଳରେ ଦୁଇଟି ଜେସିବି ମୁତୟନ ହୋଇଛି। ସେହିପରି ଦମକଳବାହିନୀ ମଧ୍ୟ ପହଞ୍ଚିଛି। ଗାତଟିର ଗଭୀର ୨୦୦ ଫୁଟ କୁହାଯାଉଥିବା ବେଳେ ପିଲାଟି ୪୦ ଫୁଟରେ ଲଟକି ରହିଥିବା ଅନୁମାନ କରାଯାଉଛି। ପିଲାଟି ୮ ଘଣ୍ଟା ଧରି ଜୀବନ ସହ ସଂଘର୍ଷ କରୁଛି।

ଦେଖନ୍ତୁ ଉଦ୍ଧାର କାର୍ଯ୍ୟ।

Ordigital Desk
• Published: Monday, 25 December 2017
• Updated: 25 December 2017, 04:34 PM IST

Sports

Latest News

ଅନୁଗୁଳ, (ଓଡ଼ିଶା ରିପୋର୍ଟର): ଅନୁଗୁଳରେ ଅଭାବନୀୟ ଘଟଣା। ଖେଳୁ ଖେଳୁ ଗାତ ଭିତରକୁ ଖସିପଡ଼ିଲା ଶିଶୁକନ୍ୟା  । ଅନୁଗୁଳ ହଣ୍ଡପା ଥାନା ଗୁଲାସର ଗାଁରେ ଘଟିଛି ଏହି ଅଘଟଣ।  ଝିଅଟିକୁ ଅଢେଇ ବର୍ଷ ହୋଇଥିବା ବେଳେ ନାଁ ତାର ରାଧା ସାହୁ ବୋଲି ଜଣାପଡ଼ିଛି। ଶିଶୁ କନ୍ୟାଟି ବୋରୱେଲ ଗାତରେ ଖସିପଡ଼ିଥିବା ସୂଚନା ମିଳିଛି।

ଆଜି ସକାଳେ ୮ଟାରୁ ୮ଟା ୩୦ ଭିତରେ ଏହି ଘଟଣା ଘଟିଛି। ଖବର ପାଇ ସ୍ଥାନୀୟ ପ୍ରଶାସନ ପହଞ୍ଚିଛି। ଉଦ୍ଧାର ପାଇଁ ଆବଶ୍ୟକୀୟ ସରଞ୍ଜାମ ନ ଥିବାରୁ ଓଡ୍ରାଫ୍ ଟିମକୁ ଖବର ଦିଆଯାଇଥିବା ଅତିରିକ୍ତ ଜିଲ୍ଲାପାଳ ସୂଚନା ଦେଇଛନ୍ତି। ତେବେ ଶିଶୁଟିକୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଥିବା ସେ କହିଛନ୍ତି।  ଘଟଣାସ୍ଥଳରେ ଦୁଇଟି ଜେସିବି ମୁତୟନ ହୋଇଛି। ସେହିପରି ଦମକଳବାହିନୀ ମଧ୍ୟ ପହଞ୍ଚିଛି। ଗାତଟିର ଗଭୀର ୨୦୦ ଫୁଟ କୁହାଯାଉଥିବା ବେଳେ ପିଲାଟି ୪୦ ଫୁଟରେ ଲଟକି ରହିଥିବା ଅନୁମାନ କରାଯାଉଛି। ପିଲାଟି ୮ ଘଣ୍ଟା ଧରି ଜୀବନ ସହ ସଂଘର୍ଷ କରୁଛି।

ଦେଖନ୍ତୁ ଉଦ୍ଧାର କାର୍ଯ୍ୟ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos