ବୋଇତ ସହ ସେଲ୍‌ଫି ନେଉଥିଲେ, ଭାସିଗଲେ

ବାଲେଶ୍ୱର (ରଶ୍ମି ରଞ୍ଜନ ଦାସ): ବୋଇତ ସହ ସେଲ୍‌ଫି ନେବା ବେଳେ ସମୁଦ୍ରରେ ଭାସିଗଲେ ଦୁଇ ଜଣ ଯୁବକ। ତେବେ ସୌଭାଗ୍ୟବଶତଃ ସେମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା। ଏହି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର ବେଳାଭୂମିରେ। କାର୍ତ୍ତିକ ପୂଣ୍ଣିମା ଅବସରରେ ଆଜି ସକାଳେ ଅନ୍ୟମାନଙ୍କ ଭଳି ଏ ଦୁଇ ଯୁବକ ମଧ୍ୟ ସମୁଦ୍ରରେ ଡଙ୍ଗା ଭସାଇବାକୁ ଆସିଥିଲେ। ତେବେ ସେଠାରେ ସମାନେ ବୋଇତ ସହ ସେଲଫି ନେବା ଅସାବଧାନତା ହେତୁ ସମୁଦ୍ରରେ ଭାସି ଯାଇଥିଲା। […]

boat

boat

Jitendra Garnayak
  • Published: Friday, 23 November 2018
  • Updated: 23 November 2018, 04:47 PM IST

Sports

Latest News

ବାଲେଶ୍ୱର (ରଶ୍ମି ରଞ୍ଜନ ଦାସ): ବୋଇତ ସହ ସେଲ୍‌ଫି ନେବା ବେଳେ ସମୁଦ୍ରରେ ଭାସିଗଲେ ଦୁଇ ଜଣ ଯୁବକ। ତେବେ ସୌଭାଗ୍ୟବଶତଃ ସେମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା। ଏହି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର ବେଳାଭୂମିରେ।

କାର୍ତ୍ତିକ ପୂଣ୍ଣିମା ଅବସରରେ ଆଜି ସକାଳେ ଅନ୍ୟମାନଙ୍କ ଭଳି ଏ ଦୁଇ ଯୁବକ ମଧ୍ୟ ସମୁଦ୍ରରେ ଡଙ୍ଗା ଭସାଇବାକୁ ଆସିଥିଲେ। ତେବେ ସେଠାରେ ସମାନେ ବୋଇତ ସହ ସେଲଫି ନେବା ଅସାବଧାନତା ହେତୁ ସମୁଦ୍ରରେ ଭାସି ଯାଇଥିଲା। ତେବେ ଏନ୍‌ଡିଆର୍‌ଏଫ୍‌ ଟିମ୍‌ ଉଭୟଙ୍କୁ ସଙ୍ଗେ ସଙ୍ଗେ ଉଦ୍ଧାର କରିଥିଲା।
ସେମାନଙ୍କୁ ମଧ୍ୟରୁ ଜଣଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଅନ୍ୟ ଜଣେ ଉଦ୍ଧାର ହେବା ପରେ ସୁସ୍ଥ ଥିବାରୁ ଘରକୁ ପଠାଇ ଦିଆଯାଇଥିଲା।

ବୋଇତ ବନ୍ଦାଣ ସମୟରେ କୌଣସି ଅଘଟଣକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଚାନ୍ଦିପୁର ଓ ବାଲିଘାଟର ବୁଢ଼ାବଳଙ୍ଗ ନଦୀ କୂଳରେ ଦୁଇଟି ଏନ୍‌ଡିଆର୍‌ଏଫ୍‌ ଟିମ୍‌କୁ ନିୟୋଜିତ କରାଯାଇଥିଲା।

https://youtu.be/TWYTxdCl_fs

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story