ଉଲିବୁରୁ ଖଣି ଦୁର୍ନୀତି: ଯୋଡ଼ା ଖଣିକ୍ଷେତ୍ର ତତ୍କାଳୀନ ଉପନିର୍ଦ୍ଦେଶକ ଜାମିନ ଶୁଣାଣି ଶେଷ, କାଲି ପ୍ରକାଶ ପାଇବ ରାୟ

କେନ୍ଦୁଝର: ଉଲିବୁରୁ ଖଣି ମହାଦୁର୍ନୀତି ମାମଲାରେ ଅଭିଯୁକ୍ତ ଯୋଡ଼ା ଖଣିକ୍ଷେତ୍ରର ତତ୍କାଳୀନ ଉପନିର୍ଦ୍ଦେଶକ ମାନସ ରଞ୍ଜନ ମହାନ୍ତିଙ୍କ ଜାମିନ ଆବେଦନର ଶୁଣାଣି ଆଜି ଶେଷ ହୋଇଛି । ଆସନ୍ତାକାଲି ଏହାର ଶୁଣାଣି କରାଯିବ । ୬ ଦିନିଆ ବିଚାର ବିଭାଗୀୟ ହାଜତ ମିଆଦ ପୂରିବା ପରେ, ଗୁରୁବାର ତାଙ୍କୁ କେନ୍ଦୁଝର ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଥିଲା । କୋର୍ଟ ତାଙ୍କୁ ୮ ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତରେ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ । ଏଥିସହ ଜାମିନ ଆବେଦନର ଶୁଣାଣି […]

ulibuli

ulibuli

Rakesh Mallick
  • Published: Friday, 03 July 2015
  • Updated: 03 July 2015, 08:25 AM IST

Sports

Latest News

କେନ୍ଦୁଝର: ଉଲିବୁରୁ ଖଣି ମହାଦୁର୍ନୀତି ମାମଲାରେ ଅଭିଯୁକ୍ତ ଯୋଡ଼ା ଖଣିକ୍ଷେତ୍ରର ତତ୍କାଳୀନ ଉପନିର୍ଦ୍ଦେଶକ ମାନସ ରଞ୍ଜନ ମହାନ୍ତିଙ୍କ ଜାମିନ ଆବେଦନର ଶୁଣାଣି ଆଜି ଶେଷ ହୋଇଛି । ଆସନ୍ତାକାଲି ଏହାର ଶୁଣାଣି କରାଯିବ । ୬ ଦିନିଆ ବିଚାର ବିଭାଗୀୟ ହାଜତ ମିଆଦ ପୂରିବା ପରେ, ଗୁରୁବାର ତାଙ୍କୁ କେନ୍ଦୁଝର ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଥିଲା । କୋର୍ଟ ତାଙ୍କୁ ୮ ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତରେ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ । ଏଥିସହ ଜାମିନ ଆବେଦନର ଶୁଣାଣି ଆଜି କରିବାକୁ ଦିନ ଧାର୍ଯ୍ୟ କରିଥିଲେ । ଏହି ମାମଲାର ଅନ୍ୟତମ ଅଭିଯୁକ୍ତ ଦୀପକ ଗୁପ୍ତା ମଧ୍ୟ ଗୁରୁବାର କୋର୍ଟରେ ନିୟମିତ ହାଜିରା ଦେଇଥିଲେ । ୨୦୦୩ ଜୁଲାଇରୁ ୨୦୦୫ ଜୁଲାଇ ପର୍ଯ୍ୟନ୍ତ, ମାନସ ଯୋଡ଼ା ଖଣି କ୍ଷେତ୍ରରେ ଉପନିର୍ଦ୍ଦେଶକ ଥିଲେ । ଏହି ସମୟରେ ଦୀପକ ଗୁପ୍ତାଙ୍କୁ ଅହେତୁକ ଅନୁକମ୍ପା ପ୍ରଦର୍ଶନ କରାଯାଇଥିବା ପ୍ରମାଣ ମିଳିଥିଲା । ୧୮ଶହ କୋଟି ଉଲିବୁରୁ ଖଣି ମହାଦୁର୍ନୀତି ସମ୍ପର୍କରେ ୨୦୧୩ ଜୁନ୍ ୨୫ରେ ପ୍ରଥମେ ଓଟିଭିରେ ଖବର ପ୍ରସାରଣ ହୋଇଥିଲା । ଏହାପରେ ମାନସଙ୍କୁ ନିଲମ୍ୱିତ କରାଯାଇଥିଲା । ଏହି ମାମଲାରେ ୨୬ ଜଣ ଅଭିଯୁକ୍ତ ଥିବାବେଳେ ବର୍ତ୍ତମାନ ସୁଦ୍ଧା ୪ଜଣଙ୍କୁ ଗିରଫ କରାଯାଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story