ଉମରକୋଟରେ ଦୁଇ ଘରୋଇ ବସ୍ ମାଲିକ ସଂଘ ବିବାଦକୁ ନେଇ ବସ୍‌ ଚଳାଚଳ ଠପ୍

ଉମରକୋଟ: ବସ୍ ମାଲିକଙ୍କଠାରୁ ୟୁନିୟନ୍ ଫି ଆଦାୟକୁ ବିରୋଧ କରି ଉମରକୋଟରେ ଦୁଇ ଘରୋଇ ବସ୍ ମାଲିକଙ୍କ ମଧ୍ୟରେ ବିବାଦ ଦେଖାଦେଇଛି। ଫଳରେ ଉମରକୋଟରୁ ବିଭିନ୍ନ ସ୍ଥାନକୁ  ଯାନବାହାନ ଚଳାଚଳ ବନ୍ଦ ରହିଛି। ସମସ୍ୟାର ସମାଧାନ ନ ହେବା ପର୍ଯ୍ୟନ୍ତ ବସ୍ ଚଳାଚଳ ବନ୍ଦ ରହିବ ବୋଲି ଉଭୟ ସଂଘ ଦାବି କରିଛନ୍ତି। ଏ ନେଇ ବସ୍‌ ମାଲିକମାନେ ମଧ୍ୟ ଧାରଣାରେ ବସିଛନ୍ତି।

bus

Rakesh Mallick
  • Published: Saturday, 26 March 2016
  • , Updated: 26 March 2016, 05:49 AM IST

Related story