‘କଶ୍ମୀର ପାଇଁ ବାଜପେୟୀ ଦେଖିଥିବା ସ୍ୱପ୍ନ ବାସ୍ତବ ହୋଇଛି’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଜମ୍ମୁ ଓ କଶ୍ମୀର ପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀ ଦେଖିଥିବା ସ୍ୱପ୍ନ ବାସ୍ତବରେ ପରିଣତ କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ୨.୦ର ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ ଜମ୍ମୁ ଓ କଶ୍ମୀର ଜନସମ୍ୱାଦ ରାଲିରେ ଯୋଡିହୋଇ ଏହା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ବିଜେପି ପକ୍ଷରୁ ଆୟୋଜିତ ଏହି ଭର୍ଚୁଆଲ୍‌ ରାଲିରେ ଯୋଡ଼ି ହୋଇ ଶ୍ରୀ ପ୍ରଧାନ କହିଛନ୍ତି-“ଭାରତରେ ଧୂଆଁ କାରଣରୁ ପ୍ରତିବର୍ଷ ୫ ଲକ୍ଷ ମହିଳାଙ୍କ […]

bjp

bjp

Manoranjan Sial
  • Published: Tuesday, 23 June 2020
  • Updated: 23 June 2020, 09:37 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଜମ୍ମୁ ଓ କଶ୍ମୀର ପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀ ଦେଖିଥିବା ସ୍ୱପ୍ନ ବାସ୍ତବରେ ପରିଣତ କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ୨.୦ର ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ ଜମ୍ମୁ ଓ କଶ୍ମୀର ଜନସମ୍ୱାଦ ରାଲିରେ ଯୋଡିହୋଇ ଏହା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ବିଜେପି ପକ୍ଷରୁ ଆୟୋଜିତ ଏହି ଭର୍ଚୁଆଲ୍‌ ରାଲିରେ ଯୋଡ଼ି ହୋଇ ଶ୍ରୀ ପ୍ରଧାନ କହିଛନ୍ତି-“ଭାରତରେ ଧୂଆଁ କାରଣରୁ ପ୍ରତିବର୍ଷ ୫ ଲକ୍ଷ ମହିଳାଙ୍କ ମୃତ୍ୟୁ ହେଉଛି। ମାତ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗରିବ ପରିବାରରୁ ଆସିଥିବାରୁ ସେ ପ୍ରଥମେ ମା’ ଓ ଭଉଣୀମାନଙ୍କ ଏହି ଦୁଃଖ ବୁଝିବାକୁ ଚେଷ୍ଟା କରିଥିଲେ। ସେଥିପାଇଁ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ଆରମ୍ଭ କରି ମହିଳାଙ୍କ ଆଖିରୁ ଲୁହ ପୋଛିଛନ୍ତି। ଯାହା ବର୍ତ୍ତମାନ ସଫଳ ହୋଇଛି। ଦେଶର ୮ କୋଟି ମହିଳାଙ୍କୁ ଗ୍ୟାସ ଯୋଗାଇ ଦିଆଯାଇଛି। ଜମ୍ମୁ ଓ କଶ୍ମୀରରେ ୧୨ ଲକ୍ଷରୁ ଊର୍ଦ୍ଧ୍ୱ ମହିଳାଙ୍କୁ ଗତ ତିନି ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ସାମିଲ କରାଯାଇଛି।”

ସେ ଆହୁରି କହିଛନ୍ତି-“ପ୍ରଧାନମନ୍ତ୍ରୀ ମୋଦି ଦେଶର କ୍ଷମତା ଗ୍ରହଣ କରିବା ପରେ ତାଙ୍କ ପ୍ରତି ଲୋକଙ୍କ ଭରସା ବଢିଛି। ସବ୍‌କା ସାଥ୍‌‍ ସବକା ବିକାଶ ଓ ସବକା ବିଶ୍ୱାସର ମନ୍ତ୍ରରେ ପ୍ରଧାନମନ୍ତ୍ରୀ ମୋଦି କାମ କରୁଛନ୍ତି। ଜମ୍ମୁ ଓ କଶ୍ମୀର ସମେତ ସାରା ଦେଶରେ ଲୋକମାନେ ମୋଦି ସରକାରଙ୍କ କଲ୍ୟାଣକାରୀ ଯୋଜନାରୁ ଲାଭ ପାଉଛନ୍ତି। କୃଷକ, ମହିଳା, ଯୁବକ, ଆଦିବାସୀ, ପଛୁଆ ବର୍ଗର ଲୋକଙ୍କ ପାଇଁ ମୋଦି ସରକାର ସମର୍ପିତ। ଜମ୍ମୁ ଓ କଶ୍ମୀର ପାଇଁ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀ ଦେଖିଥିବା ସ୍ୱପ୍ନକୁ ବାସ୍ତବରେ ପରିଣତ କରାଯାଉଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story