‘ଓଡ଼ିଶାରେ ଦେଶର ପ୍ରଥମ ସିନ୍‌ଗ୍ୟାସ୍‌ ପ୍ଲାଣ୍ଟ ପ୍ରତିଷ୍ଠା କରାଯିବ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦେଶରେ ପ୍ରଥମ ଥର ପାଇଁ କୋଇଲାରୁ ସିନ୍‌ଗ୍ୟାସ୍‌ ବନାଯିବାର ଯୋଜନା ରହିଛି। ଦେଶର ଅଧିକ ପାଉଁଶ ବାହାରୁଥିବା କୋଇଲା ଓ ପେଟ୍‌କୋକ୍‌କୁ ମିଶାଇ ସିନଗ୍ୟାସର ବହୁତ ବଡ଼ ନେଟୱାର୍କ ସ୍ଥାପନା କରାଯିବାର ଲକ୍ଷ୍ୟ ନେଇ ଭାରତ ସରକାର କାମ କରୁଛନ୍ତି। ଓଡ଼ିଶା ରାଜ୍ୟରେ ଏହାର ପ୍ରଥମ ପ୍ଲାଟ୍‌ ନିର୍ମାଣ ପାଇଁ ଟେଣ୍ଡର ପ୍ରକ୍ରିୟା ହୋଇଥିବା ବେଳେ ଖୁବ୍‌ ଶୀଘ୍ର କାମ ଆରମ୍ଭ କରାଯିବ। ଦେଶରେ ଉପଲବ୍ଧ ଘରୋଇ କୋଇଲାରୁ ସିନ୍‌ଗ୍ୟାସ ତିଆରି କରିବାରେ ଏହା […]

db

db

Manoranjan Sial
  • Published: Thursday, 05 December 2019
  • Updated: 05 December 2019, 09:13 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦେଶରେ ପ୍ରଥମ ଥର ପାଇଁ କୋଇଲାରୁ ସିନ୍‌ଗ୍ୟାସ୍‌ ବନାଯିବାର ଯୋଜନା ରହିଛି। ଦେଶର ଅଧିକ ପାଉଁଶ ବାହାରୁଥିବା କୋଇଲା ଓ ପେଟ୍‌କୋକ୍‌କୁ ମିଶାଇ ସିନଗ୍ୟାସର ବହୁତ ବଡ଼ ନେଟୱାର୍କ ସ୍ଥାପନା କରାଯିବାର ଲକ୍ଷ୍ୟ ନେଇ ଭାରତ ସରକାର କାମ କରୁଛନ୍ତି। ଓଡ଼ିଶା ରାଜ୍ୟରେ ଏହାର ପ୍ରଥମ ପ୍ଲାଟ୍‌ ନିର୍ମାଣ ପାଇଁ ଟେଣ୍ଡର ପ୍ରକ୍ରିୟା ହୋଇଥିବା ବେଳେ ଖୁବ୍‌ ଶୀଘ୍ର କାମ ଆରମ୍ଭ କରାଯିବ। ଦେଶରେ ଉପଲବ୍ଧ ଘରୋଇ କୋଇଲାରୁ ସିନ୍‌ଗ୍ୟାସ ତିଆରି କରିବାରେ ଏହା ଯୁଗାନ୍ତକାରୀ ପଦକ୍ଷେପ ବୋଲି ଗୁରୁବାର ନୂଆଦିଲ୍ଲୀ ଠାରେ ଏଫ୍‌ଆଇସିସିଆଇ ପକ୍ଷରୁ ଆୟୋଜିତ ଭାରତ ଗ୍ୟାସ ଭିତିଭୂମି ସମ୍ମିଳନୀରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ସେ କହିଛନ୍ତି-“ଗ୍ୟାସ କ୍ଷେତ୍ରକୁ କିପରି ଆଗକୁ ବଢାଯିବ, ତାହା ଏବେ ଚ୍ୟାଲେଞ୍ଜ ସଦୃଶ ହୋଇଛି। ୨୫-୩୦ ବର୍ଷ ପୂର୍ବରୁ କେବଳ ଅଶୋଧିତ ତୈଳର ଅନ୍ୱେଷଣ ଗତିବିଧି ଉପରେ ପ୍ରାଥମିକତା ଦିଆଯାଉଥିଲା। ମାତ୍ର ଏବେ ଗ୍ୟାସ ଉର୍ଜା ଏକ ମହତ୍ୱପୂର୍ଣ୍ଣ ଓ ଆବଶ୍ୟକୀୟ ବସ୍ତୁ ହୋଇସାରିଛି। ଦେଶରେ ପ୍ରାକୃତିକ ଗ୍ୟାସ ଉତ୍ପାଦନ ଏବଂ ଯୋଗାଣ ଉଭୟରେ ନିରନ୍ତର ବୃଦ୍ଧି ପାଇବାରେ ଲାଗିଛି।”

ଶ୍ରୀ ପ୍ରଧାନ ଆହୁରି କହିଛନ୍ତି-“ଆଗାମୀ ଦିନରେ ଘରୋଇ ଉତ୍ପାଦନ ବୃଦ୍ଧି ପାଇବା ସହ ଏଲ୍‌ଏନ୍‌ଜି ଗ୍ୟାସର ଉପଲବ୍ଧି ବଢିବ। ୨୦୩୦ ସୁଦ୍ଧା ଗ୍ୟାସର ସେୟାରକୁ ୧୫ ପ୍ରତିଶତ ବୃଦ୍ଧି କରିବାକୁ ସରକାର ବିଭିନ୍ନ କାର୍ଯ୍ୟକ୍ରମ କରୁଛନ୍ତି। ଏହି ଲକ୍ଷ୍ୟକୁ ପୂରଣ କରିବାକୁ ହେଲେ ଭାରତକୁ ଗ୍ୟାସ ଆଧାରିତ ଅର୍ଥନୀତି ବନାଇବା ପାଇଁ ଗ୍ୟାସ ବ୍ୟବହାରକୁ ୨୦୨୯-୩୦ ସୁଦ୍ଧା ୬୦୦ ଏମ୍‌ଏମ୍‌ଏସ୍‌ସିଏମ୍‌ଡି କରିବାକୁ ହେବ।”

ସେ କହିଛନ୍ତି-“ଦେଶରେ ଗ୍ୟାସ କ୍ଷେତ୍ରର ଅଭିବୃଦ୍ଧି ନିମନ୍ତେ ବିଗତ ୫ ବର୍ଷ ମଧ୍ୟରେ ଭାରତ ସରକାର ଅନେକ ପଦକ୍ଷେପ ନେଇଛନ୍ତି। ଭାରତକୁ ଗ୍ୟାସ୍ ଆଧାରିତ ଅର୍ଥବ୍ୟବସ୍ଥା କରିବାପାଇଁ ୬୦ ନିୟୁତ ଆମେରିକୀୟ ଡଲାର ବ୍ୟୟ ବରାଦରେ ଗ୍ୟାସ୍ ଭିତିଭୂମି (ଗ୍ୟାସ୍ ପାଇପ୍ ଲାଇନ୍, ଟର୍ମିନାଲ, ସିଟି ଗ୍ୟାସ୍ ବିତରଣ ବ୍ୟବସ୍ଥା ଆଦି ବିଭିନ୍ନ କାର୍ଯ୍ୟ) କ୍ରିୟାନ୍ୱୟନ ଚାଲିଛି।”

ସେ ଆହୁରି କହିଛନ୍ତି-“ଭାରତରେ ସିଟି ଗ୍ୟାସ ବିତରଣ(ସିଜିଡି) ସଂପ୍ରସାରଣରେ ମଧ୍ୟ ଦ୍ରୁତ ଅଭିବୃଦ୍ଧି ହୋଇଛି। ଖୁବ୍‌ ଶୀଘ୍ର ଦେଶର ଜନସଂଖ୍ୟାର ପାୟ ୭୦ ପ୍ରତିଶତ ଲୋକେ ଗ୍ୟାସର ସୁବିଧା ପାଇପାରିବେ। ଭାରତର ଇସ୍ପାତ ହବ୍‌ ପୂର୍ବ ଭାରତ ଏହାର ଲାଭ ପାଇପାରିବ। କାରଣ ଇସ୍ପାତ ନିର୍ମାଣ କରିବାରେ ଗ୍ୟାସ ହେଉଛି ଉପଯୁକ୍ତ ଓ ସୁଲଭ ମୂଲ୍ୟର ପଦାର୍ଥ। ସିଜିଡି ନେଟୱାର୍କ ସଂପ୍ରସାରଣରେ ଭାରତ ଯେଉଁ ଲମ୍ବା ଲମ୍ଫ ଦେଇଛି, ତାହା ହେବେ ବିଶ୍ୱ ପାଇଁ ଉଦାହରଣ ସୃଷ୍ଟି କରିଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story