‘ଅଙ୍ଗନବାଡ଼ି କର୍ମୀଙ୍କ ଦରମା ବଢ଼ାଇଛି କେନ୍ଦ୍ର’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅଙ୍ଗନବାଡ଼ି କର୍ମୀଙ୍କ ଦରମା ବଢ଼ିଲା। ଏହାକୁ ରାଜ୍ୟ ସରକାର ବଢ଼ାଇଛନ୍ତି ବୋଲି ଗାଇ ବୁଲୁଛନ୍ତି। ମାତ୍ର ଏହାକୁ କେନ୍ଦ୍ରମନ୍ତ୍ରୀ ମାନେକା ଗାନ୍ଧି ଖଣ୍ଡନ କରିବା ସହିତ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି।  ଅଙ୍ଗନବାଡି କର୍ମୀଙ୍କ ଦରମା ବୃଦ୍ଧି ରାଜ୍ୟ ନୁହେଁ କେନ୍ଦ୍ର ସରକାର କରିଛନ୍ତି ବୋଲି ସେ କହିଛନ୍ତି। ମାନେକା କହିଛନ୍ତି-“କେନ୍ଦ୍ର ସରକାରଙ୍କ ୭୦ କୋଟିର ମାତୃ ବନ୍ଦନା ଯୋଜନାରେ ଓଡ଼ିଶାରୁ ୭ ଜଣ ମହିଳାଙ୍କୁ ସାମିଲ କରାଯାଇଛି। ମହିଳାଙ୍କ ସୁରକ୍ଷା ଓ ସୁବିଧା […]

ujjala

ujjala

Manoranjan Sial
  • Published: Thursday, 24 January 2019
  • Updated: 24 January 2019, 10:01 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅଙ୍ଗନବାଡ଼ି କର୍ମୀଙ୍କ ଦରମା ବଢ଼ିଲା। ଏହାକୁ ରାଜ୍ୟ ସରକାର ବଢ଼ାଇଛନ୍ତି ବୋଲି ଗାଇ ବୁଲୁଛନ୍ତି। ମାତ୍ର ଏହାକୁ କେନ୍ଦ୍ରମନ୍ତ୍ରୀ ମାନେକା ଗାନ୍ଧି ଖଣ୍ଡନ କରିବା ସହିତ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି।  ଅଙ୍ଗନବାଡି କର୍ମୀଙ୍କ ଦରମା ବୃଦ୍ଧି ରାଜ୍ୟ ନୁହେଁ କେନ୍ଦ୍ର ସରକାର କରିଛନ୍ତି ବୋଲି ସେ କହିଛନ୍ତି।

ମାନେକା କହିଛନ୍ତି-“କେନ୍ଦ୍ର ସରକାରଙ୍କ ୭୦ କୋଟିର ମାତୃ ବନ୍ଦନା ଯୋଜନାରେ ଓଡ଼ିଶାରୁ ୭ ଜଣ ମହିଳାଙ୍କୁ ସାମିଲ କରାଯାଇଛି। ମହିଳାଙ୍କ ସୁରକ୍ଷା ଓ ସୁବିଧା ପାଇଁ କେନ୍ଦ୍ର ଯୋଜନାକୁ ରାଜ୍ୟ ଅଣଦେଖା କରୁଛି।”

ସେ କହିଛନ୍ତି-“କେନ୍ଦ୍ର ସରକାରଙ୍କ ପକ୍ଷରୁ ମହିଳାଙ୍କ ସୁରକ୍ଷା ପାଇଁ ବିଭିନ୍ନ ଯୋଜନା ରହିଛି। ମୋବାଇଲ ମାଧ୍ୟମରେ ପୁଲିସ ସହ ସିଧା ଯୋଗାଯୋଗର ବ୍ୟବସ୍ଥା ରହିଛି। ଏହି ଯୋଜନାରେ ୮ଟି ରାଜ୍ୟ ସାମିଲ ଥିବା ବେଳେ ଓଡ଼ିଶା ଗ୍ରହଣ କରିନାହିଁ। ସେହିପରି ଓଡ଼ିଶାରେ ସେଲ୍‌ଟର ହୋମ୍‌ ଗୁଡିକର ମାନ ଠିକ୍ ନାହିଁ।”

ମାନେକାଙ୍କ ଏଭଳି ଅଭିଯୋଗର ଉତ୍ତର ରଖି ବିଜେଡି କହିଛି, କେନ୍ଦ୍ରମନ୍ତ୍ରୀଙ୍କ ଏହି ତଥ୍ୟ ବିଭ୍ରାନ୍ତିକର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story