ଭିଲାଇ ଷ୍ଟିଲ୍‌ ପ୍ଲାଣ୍ଟ ପରିଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦୁଇ ଦିନିଆ ଛତଶିଗଡ ଗସ୍ତରେ ଯାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ପ୍ରଥମ ଦିନରେ ସେ ଭିଲାଇ ପ୍ଲାଣ୍ଟ ବୁଲି ଦେଖିଥିଲେ। ପରେ ସ୍ଥାନୀୟ ଜଗନ୍ନାଥ ସମିତି ତଥା ଓଡ଼ିଆ ସମାଜର ଲୋକଙ୍କୁ ସାକ୍ଷାତ କରିଥିଲେ। ଭିଲାଇ ଷ୍ଟିଲ ପ୍ଲାଣ୍ଟକୁ ଦେଶର ଅନନ୍ୟ ସମନ୍ୱିତ ଇସ୍ପାତ ଶିଳ୍ପ ଭାବରେ ବର୍ଣ୍ଣନା କରିବା ସହ ଭାରତୀୟ ରେଳର ଏକମାତ୍ର ଉତ୍ପାଦନ ଓ ଯୋଗାଣକାରୀ ଉଦ୍ୟୋଗର ମାନ୍ୟତା ପାଇଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ପରେ ସେ […]

seal-plant

seal-plant

Manoranjan Sial
  • Published: Friday, 21 February 2020
  • Updated: 21 February 2020, 04:56 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦୁଇ ଦିନିଆ ଛତଶିଗଡ ଗସ୍ତରେ ଯାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ପ୍ରଥମ ଦିନରେ ସେ ଭିଲାଇ ପ୍ଲାଣ୍ଟ ବୁଲି ଦେଖିଥିଲେ। ପରେ ସ୍ଥାନୀୟ ଜଗନ୍ନାଥ ସମିତି ତଥା ଓଡ଼ିଆ ସମାଜର ଲୋକଙ୍କୁ ସାକ୍ଷାତ କରିଥିଲେ।

ଭିଲାଇ ଷ୍ଟିଲ ପ୍ଲାଣ୍ଟକୁ ଦେଶର ଅନନ୍ୟ ସମନ୍ୱିତ ଇସ୍ପାତ ଶିଳ୍ପ ଭାବରେ ବର୍ଣ୍ଣନା କରିବା ସହ ଭାରତୀୟ ରେଳର ଏକମାତ୍ର ଉତ୍ପାଦନ ଓ ଯୋଗାଣକାରୀ ଉଦ୍ୟୋଗର ମାନ୍ୟତା ପାଇଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ପରେ ସେ ଇସ୍ପାତ ପ୍ରକଳ୍ପର ଏକ ଅତ୍ୟାଧୁନିକ କନ୍‌ଭର୍ଟରକୁ ଲୋକାର୍ଷିତ କରିଛନ୍ତି। ଏହା ଦ୍ୱାରା ଭିଲାଇ ଷ୍ଟିଲ୍‌ ପ୍ରକଳ୍ପର ଉତ୍ପାଦନ ବୃଦ୍ଧି ପାଇବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଏହି ସମୟରେ ସେ ବିଭିନ୍ନ ଟ୍ରେଡ୍‌ ୟୁନିୟନ୍‌ ଓ ଇସ୍ପାତ ପ୍ରକଳ୍ପ ଆସୋସିଏସନ୍‌ର କର୍ମକର୍ତ୍ତାଙ୍କ ସହିତ ଆଲୋଚନା କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story