କିଛି ମାସ ଭିତରେ ବିଶ୍ୱସ୍ତରୀୟ ରେଳଷ୍ଟେସନ ରୂପ ନେବ ଭୁବନେଶ୍ୱର: ରେଳମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାରତର ପ୍ରଥମ ଆଲୁମିନିୟମ ପଣ୍ୟବାହୀ ରେଳ ରେକ୍ ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଆଜି ଭୁବନେଶ୍ୱର ରେଳଷ୍ଟେସନରେ ଏହାର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ। ଏହି ଆଲୁମିନିୟମ ରେକ୍ ପାରମ୍ପରିକ ରେକ୍ ତୁଳନାରେ ୧୮୦ ଟନ୍ ଅତିରିକ୍ତ ମାଲ ପରିବହନ କରିପାରିବ। ଏହା ପୁରୁଣା ଷ୍ଟିଲ ରେକ୍ ତୁଳନାରେ ୧୮୦ ଟନ୍ ଅଧିକ ହାଲୁକା। ଆଦିତ୍ୟ ବିର୍ଲା ଗ୍ରୁପ୍ କମ୍ପାନୀ ହିଣ୍ଡାଲକୋ ଦ୍ୱାରା ଏହି ରେକ୍ ବିକଶିତ ହୋଇଛି। ଏହି […]

rail

rail

Niranjan Mishra
  • Published: Sunday, 16 October 2022
  • Updated: 16 October 2022, 05:00 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାରତର ପ୍ରଥମ ଆଲୁମିନିୟମ ପଣ୍ୟବାହୀ ରେଳ ରେକ୍ ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଆଜି ଭୁବନେଶ୍ୱର ରେଳଷ୍ଟେସନରେ ଏହାର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ। ଏହି ଆଲୁମିନିୟମ ରେକ୍ ପାରମ୍ପରିକ ରେକ୍ ତୁଳନାରେ ୧୮୦ ଟନ୍ ଅତିରିକ୍ତ ମାଲ ପରିବହନ କରିପାରିବ। ଏହା ପୁରୁଣା ଷ୍ଟିଲ ରେକ୍ ତୁଳନାରେ ୧୮୦ ଟନ୍ ଅଧିକ ହାଲୁକା। ଆଦିତ୍ୟ ବିର୍ଲା ଗ୍ରୁପ୍ କମ୍ପାନୀ ହିଣ୍ଡାଲକୋ ଦ୍ୱାରା ଏହି ରେକ୍ ବିକଶିତ ହୋଇଛି। ଏହି ଅବସରରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଆଗରୁ ଏହି ଧାତବରେ ତିଆରି ଅନେକ ହାଇସ୍ପିଡ୍ ଟ୍ରେନ୍‌ ଚାଲିବାକୁ ଯାଉଛି। ଏହା ପରିବେଶ ଉପଯୋଗୀ। ଏହା ତାର ଜୀବନକାଳ ଭିତରେ ୪୦ ହଜାର ୫ ଶହ ଟନ୍ ଅଙ୍ଗାରକାମ୍ଳ ନିର୍ଗମନକୁ କମ୍ କରିବ। ୩୦ ବର୍ଷ ପର୍ଯ୍ୟନ୍ତ କୌଣସି ପ୍ରଯତ୍ନ ଖର୍ଚ୍ଚ କରିବାକୁ ପଡ଼ିବନି। ଏହାଛଡ଼ା ଶତପ୍ରତିଶତ ବିଘଟନଯୋଗ୍ୟ।

ଏପଟେ ଭୁବନେଶ୍ୱର ରେଳଷ୍ଟେସନର କିଛି ମାସ ଭିତରେ ବିଶ୍ୱସ୍ତରୀୟ ରେଳଷ୍ଟେସନର ରୂପ ନେବାକୁ ଯାଉଥିବା ସେ ଏହି ଅବସରରେ କହିଛନ୍ତି। ଏଥିପାଇଁ ପ୍ଲାନିଂ, ଡିଜାଇନ ଓ ଟେଣ୍ଡର କାମ ଶେଷ ହୋଇଛି। ଆଜି ଏହାର ସମୀକ୍ଷା କରାଯାଇଛି। ଖୁବଶୀଘ୍ର ଭୂମି ପୂଜନ ହେବ।

ସେପଟେ ବହୁ ପ୍ରତୀକ୍ଷିତ ଖୋର୍ଦ୍ଧା-ବଲାଙ୍ଗିର ରେଳଲାଇନ କାମ ଜୋରସୋରରେ ଆଗେଇ ଚାଲିଛି ବୋଲି ସେ କହିଛନ୍ତି। ଶହେ କିମି ଜଙ୍ଗଲ ଜମି ନେଇ ସମସ୍ୟା ରହିଥିଲା। ଏହାର ସମାଧାନ ଲାଗି ରାଜ୍ୟ ସରକାର ସୁପାରିଶ କରିଛନ୍ତି। ଷ୍ଟେଜ୍-୧ରେ ୧୦୦ କିମି କାମ ସରିବ। ବଲାଙ୍ଗିର ଓ ନୟାଗଡ଼ ଉଭୟ ପାର୍ଶ୍ୱରୁ ମଧ୍ୟ ରେଳଲାଇନ କାମ ତ୍ୱରିତ ହୋଇଛି। ଏହି ସ୍ୱପ୍ନର ପ୍ରକଳ୍ପ କାମ ଖୁବ ଶୀଘ୍ର ବାସ୍ତବ ରୂପ ନେବାକୁ ଯାଉଛି ବୋଲି ସୂଚନା ଦେଇଛନ୍ତି କେନ୍ଦ୍ର ରେଳମନ୍ତ୍ରୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story