ଟ୍ରାଫିକ୍‌ ନିୟମକୁ ନେଇ ଏସ୍‌ପି ସାରା ଶର୍ମାଙ୍କ ନୂଆ ଫଣ୍ଡା: କାହାକୁ ଚକୋଲେଟ୍‌ ତ କାହାକୁ କଲରା

ପାରଳାଖେମୁଣ୍ଡି (ଆଦର୍ଶ ଦାଶ): ଗଜପତି ଏସ୍‌ପି ସାରା ଶର୍ମା। ସେ କେତେବେଳେ ବାତ୍ୟା ‘ଫୋନି’ ପ୍ରଭାବିତଙ୍କ ପାଇଁ ଭିକ୍ଷା ମାଗୁଛନ୍ତି ତ ଆଉ କେତେବେଳେ ଏରୋବିକ୍‌ ଡ୍ୟାନ୍ସ କରି ବାଣ୍ଟୁଛନ୍ତି ଫିଟ୍‌ନେସ୍‌ର ମନ୍ତ୍ର। ଏବେ ସେ ପୁଣି ଥରେ ଚର୍ଚ୍ଚାରେ ରହିଛନ୍ତି। ସଡ଼କ ସୁରକ୍ଷା ସପ୍ତାହ ପାଳନ ଅବସରରେ ସେ ଚକୋଲେ, କଲରା ଏବଂ ଅଁଳା ଦେଇ ଲୋକଙ୍କୁ ସଚେତନତା କରୁଥିବା ଦେଖିବାକୁ ମିଳିଛି। ଏସ୍‌ପିଙ୍କ ଏପରି ଉଦ୍ୟମକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି। ଏବେ ରାଜ୍ୟରେ […]

gajapati.jpg3

gajapati.jpg3

Manoranjan Sial
  • Published: Thursday, 16 January 2020
  • Updated: 16 January 2020, 11:07 PM IST

Sports

Latest News

ପାରଳାଖେମୁଣ୍ଡି (ଆଦର୍ଶ ଦାଶ): ଗଜପତି ଏସ୍‌ପି ସାରା ଶର୍ମା। ସେ କେତେବେଳେ ବାତ୍ୟା ‘ଫୋନି’ ପ୍ରଭାବିତଙ୍କ ପାଇଁ ଭିକ୍ଷା ମାଗୁଛନ୍ତି ତ ଆଉ କେତେବେଳେ ଏରୋବିକ୍‌ ଡ୍ୟାନ୍ସ କରି ବାଣ୍ଟୁଛନ୍ତି ଫିଟ୍‌ନେସ୍‌ର ମନ୍ତ୍ର। ଏବେ ସେ ପୁଣି ଥରେ ଚର୍ଚ୍ଚାରେ ରହିଛନ୍ତି। ସଡ଼କ ସୁରକ୍ଷା ସପ୍ତାହ ପାଳନ ଅବସରରେ ସେ ଚକୋଲେ, କଲରା ଏବଂ ଅଁଳା ଦେଇ ଲୋକଙ୍କୁ ସଚେତନତା କରୁଥିବା ଦେଖିବାକୁ ମିଳିଛି। ଏସ୍‌ପିଙ୍କ ଏପରି ଉଦ୍ୟମକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି।

ଏବେ ରାଜ୍ୟରେ ସଡ଼କ ସୁରକ୍ଷା ସପ୍ତାହ ପାଳନ କରାଯାଉଛି। ଏହି ଅବସରରେ ଗଜପତି ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ପୁଲିସ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ କରାଯାଉଛି। ଆଜି ପାରଳାଖେମୁଣ୍ଡି ଥାନା ଛକଠାରେ ଏକ ଭିନ୍ନ ଢ଼ଙ୍ଗରେ ଟ୍ରାଫିକ୍‌ ସଚେତନତା କରାଯାଉଥିଲା। ଏସ୍‌ପି ସାରା ଶର୍ମା ଏଥିରେ ସାମିଲ୍‌ ହୋଇ ହେଲମେଟ ପିନ୍ଧିଥିବା ଓ ସିଟ୍‌ ବେଲ୍‌ଟ ବାନ୍ଧିଥିବା ବ୍ୟକ୍ତିଙ୍କୁ ଚକୋଲେଟ ଦେଇ ସ୍ୱାଗତ କରୁଛନ୍ତି। ଏପରିକି ସେମାନଙ୍କୁ ସାଧୁବାଦ ମଧ୍ୟ ଜଣାଉଛନ୍ତି। ଆଉ ଯେଉଁମାନେ ଏହାକୁ ନମାନି ଗାଡ଼ି ଚଳାଉଛନ୍ତି, ସେମାନଙ୍କୁ କଲରା ଓ ଅଁଳା ପ୍ରଦାନ କରୁଛନ୍ତି ଏସ୍‌ପି ସାରା ଶର୍ମା। ଏପରିକି କେତେ ଗାଡ଼ି ଚାଳକଙ୍କୁ ସେ ନିଜ ହାତରେ ହେଲମେଟ ପିନ୍ଧାଇବା ସହ ଟ୍ରାଫିକ ନିୟମ ମାନିବାକୁ ପରାମର୍ଶ ଦେଉଥିବା ଦେଖିବାକୁ ମିଳିଛି।

ଏସପିଙ୍କ ଏଭଳି କାର୍ଯ୍ୟକୁ ଲୋକେ ଖୁବ ପସନ୍ଦ କରିବା ସହ ସବୁ ସ୍ଥାନରେ ଟ୍ରାଫିକ ନିୟମ ମାନୁଛନ୍ତି। ତେବେ ଯେଉଁଠି ଟ୍ରାଫିକ ଉଲ୍ଲଂଘନ କରାଯାଉଛି, ସେଠି ଜୋରିମାନା ଆଦାୟ କରାଯାଉଛି। ଆଉ କିଛି ଲୋକଙ୍କୁ ହେଲ୍‌ମେଟ୍‌ କିଣିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି।

ତେବେ ସବୁଠାରୁ ମଜାଦାର କଥା ହେଉଛି, ଜଣେ ବ୍ୟକ୍ତି ଦୁଇ ଜଣ ଛୁଆ ଓ ଜଣେ ମହିଳାଙ୍କୁ ଧରି ଏକ ବାଇକ୍‌ରେ ଆସୁଥିଲେ। ହେଲ୍‌ମେଟ୍‌କୁ ନପିନ୍ଧି ବ୍ୟାଗରେ ରଖିଥିଲେ। ପୁଲିସ ତାଙ୍କୁ ଅଟକାଇ ହେଲ୍‌ମେଟ୍‌ କାହିଁକି ପିନ୍ଧିନ ବୋଲି ପଚାରିଥିଲେ। ପରେ ସେ ବ୍ୟାଗରୁ ହେଲ୍‌ମେଟ୍‌ କାଢ଼ି ପିନ୍ଧିଥିଲେ। ଏସ୍‌ପି ତାଙ୍କୁ ହେଲ୍‌ମେଟ୍‌ ପିନ୍ଧିବାକୁ ବୁଝାଇବା ସହିତ ଏକ କଲରା ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story