ଭୁଜାଲି ଦେଖାଇ ଝାମ୍ଫି ନେଲେ ୬ ଲକ୍ଷ ଟଙ୍କା

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ଷ୍ଟିଲ୍‌ ସିଟିରେ ରାଉରକେଲାର ସିଭିଲ ଟାଉନସିପ୍‌ ଶନି ମନ୍ଦିର ନିକଟରୁ ଆଜି ଏକ ଲୁଟ୍‌ ହୋଇଛି। ୩ ଜଣ ହେଲ୍‌ମେଟ୍‌ ପିନ୍ଧା ଦୁର୍ବୃତ୍ତ ଭୁଜାଲି ଦେଖାଇ ଜଣେ ଠିକା କମ୍ପାନୀ କର୍ମଚାରୀଙ୍କଠାରୁ ସାଢେ ୬ ଲକ୍ଷ ଟଙ୍କା ଲୁଟି ନେଇଥିବା ରଘୁନାଥପାଲି ଥାନାରେ ଅଭିଯୋଗ ହୋଇଛି। ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି। ମାତ୍ର ଏପର୍ଯ୍ୟନ୍ତ ଅଭିଯୁକ୍ତଙ୍କ ପତ୍ତା ମିଳିନି। ଏକ ଠିକା କମ୍ପାନୀର […]

unknown-assailants-snatch-away-six-lakh-fifty-thousand-rupees-from-a-perspn-in-rourkela

Manoranjan Sial
  • Published: Friday, 19 July 2019
  • Updated: 19 July 2019, 05:27 PM IST

Sports

Latest News

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ଷ୍ଟିଲ୍‌ ସିଟିରେ ରାଉରକେଲାର ସିଭିଲ ଟାଉନସିପ୍‌ ଶନି ମନ୍ଦିର ନିକଟରୁ ଆଜି ଏକ ଲୁଟ୍‌ ହୋଇଛି। ୩ ଜଣ ହେଲ୍‌ମେଟ୍‌ ପିନ୍ଧା ଦୁର୍ବୃତ୍ତ ଭୁଜାଲି ଦେଖାଇ ଜଣେ ଠିକା କମ୍ପାନୀ କର୍ମଚାରୀଙ୍କଠାରୁ ସାଢେ ୬ ଲକ୍ଷ ଟଙ୍କା ଲୁଟି ନେଇଥିବା ରଘୁନାଥପାଲି ଥାନାରେ ଅଭିଯୋଗ ହୋଇଛି। ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି। ମାତ୍ର ଏପର୍ଯ୍ୟନ୍ତ ଅଭିଯୁକ୍ତଙ୍କ ପତ୍ତା ମିଳିନି।

ଏକ ଠିକା କମ୍ପାନୀର କର୍ମଚାରୀ ପୀତବାସ ପାତ୍ର ଆଜି ICICI ବ୍ୟାଙ୍କରୁ ଟଙ୍କା ଉଠାଇ ବାଇକରେ ଯାଉଥିଲେ। ସିଭିଲ ଟାଉନଶିପ୍‌ ଶନି ମନ୍ଦିର ନିକଟରେ ହେଲମେଟ ପିନ୍ଧିଥିବା ୩ ଜଣ ଯୁବକ ଏକ ବାଇକରେ ଆସି ପୀତବାସଙ୍କୁ ଭୁଜାଲି ଦେଖାଇ ଅଟକାଇଥିଲେ। ପରେ ଦୁର୍ବୃତ୍ତମାନେ ଟଙ୍କା ବ୍ୟାଗ ଛଡ଼ାଇବା ପାଇଁ ଚେଷ୍ଟା କରିଥିଲେ। ମାତ୍ର ପୀତବାସ ଟଙ୍କା ବ୍ୟାଗ ହାତରୁ ଛାଡ଼ି ନଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଏହାର ସୁଯୋଗ ନେଇ ଦୁର୍ବୃତ୍ତମାନେ ଟଙ୍କା ବ୍ୟାଗ ଧରି ଦ୍ରୁତ ଗତିରେ ସେଠାରୁ ଚମ୍ପଟ ମାରିଥିଲେ। ଆକ୍ରମଣରେ ପୀତବାସ ସାମାନ୍ୟ ଆହତ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story