ବରମୁଣ୍ଡା ବ୍ରିଜ୍ ତଳୁ ମିଳିଲା ମୃତଦେହ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବରମୁଣ୍ଡା ବ୍ରିଜ ତଳୁ ଅଜଣା ମୃତଦେହ ଉଦ୍ଧାର ହୋଇଛି। କ୍ଷତାକ୍ତ ଅବସ୍ଥାରେ ମୃତଦେହକୁ ଖଣ୍ଡିଗିରି ଥାନା ପୁଲିସ୍ ଜବତ କରିଛି। ଏପର୍ଯ୍ୟନ୍ତ ମୃତକର ପରିଚୟ ମିଳିପାରିନାହିଁ। ତେବେ ଘଟଣାସ୍ଥଳରୁ ଏକ କଳା ରଙ୍ଗର ହୋଣ୍ଡା ୟୁନିକର୍ଣ୍ଣ ବାଇକକୁ ଜବତ କରିଛି ପୁଲିସ୍। ଗାଡିର ନମ୍ବର OD02Q2965 ରହିଛି। ତେବେ ଏହା ହତ୍ୟା ନା ଦୁର୍ଘଟଣା ସେନେଇ ତଦନ୍ତ କରୁଛି ପୁଲିସ।

baramunda

Ranjit Kumar Jena
  • Published: Sunday, 25 October 2020
  • , Updated: 25 October 2020, 01:01 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବରମୁଣ୍ଡା ବ୍ରିଜ ତଳୁ ଅଜଣା ମୃତଦେହ ଉଦ୍ଧାର ହୋଇଛି। କ୍ଷତାକ୍ତ ଅବସ୍ଥାରେ ମୃତଦେହକୁ ଖଣ୍ଡିଗିରି ଥାନା ପୁଲିସ୍ ଜବତ କରିଛି। ଏପର୍ଯ୍ୟନ୍ତ ମୃତକର ପରିଚୟ ମିଳିପାରିନାହିଁ।

ତେବେ ଘଟଣାସ୍ଥଳରୁ ଏକ କଳା ରଙ୍ଗର ହୋଣ୍ଡା ୟୁନିକର୍ଣ୍ଣ ବାଇକକୁ ଜବତ କରିଛି ପୁଲିସ୍। ଗାଡିର ନମ୍ବର OD02Q2965 ରହିଛି। ତେବେ ଏହା ହତ୍ୟା ନା ଦୁର୍ଘଟଣା ସେନେଇ ତଦନ୍ତ କରୁଛି ପୁଲିସ।

Related story