ଶ୍ରୀକ୍ଷେତ୍ରରେ 5T ସଚିବ ପାଣ୍ଡିଆନ

ପୁରୀ (ଓଡ଼ିଶା ରିପୋର୍ଟର):  ପୁରୀ ସ୍ୱର୍ଗଦ୍ୱାରର ଭିତ୍ତିଭୂମିର ବିକାଶ ଓ ଉନ୍ନତିକରଣ କାର୍ଯ୍ୟର ତଦାରଖ କରିଛନ୍ତି ୫ଟି ସଚିବ ଭି.କେ. ପାଣ୍ଡିଆନ। ଆଜି ପୁରୀ ଗସ୍ତରେ ଯାଇ ସେ ବରିଷ୍ଠ ଅଧିକାରୀଙ୍କ ସହ ଏନେଇ ସମୀକ୍ଷା କରିଛନ୍ତି। ଆସନ୍ତା ମାର୍ଚ୍ଚ ସୁଦ୍ଧା ସ୍ୱର୍ଗଦ୍ୱାର ଉନ୍ନତି କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଶବ ସତ୍କାର କରିବାକୁ ଯାଉଥିବା ଲୋକଙ୍କ ପାଇଁ ସେଡ୍ ତିଆରି କରିବାକୁ ନିଷ୍ପତ୍ତି ହୋଇଛି। ସ୍ୱର୍ଗଦ୍ୱାର ସମେତ ଗୋଶାଳା ଓ  ଭିକାରୀ ଥଇଥାନ  […]

pandian

pandian

Manoranjan Sial
  • Published: Saturday, 24 October 2020
  • Updated: 24 October 2020, 11:01 PM IST

Sports

Latest News

ପୁରୀ (ଓଡ଼ିଶା ରିପୋର୍ଟର):  ପୁରୀ ସ୍ୱର୍ଗଦ୍ୱାରର ଭିତ୍ତିଭୂମିର ବିକାଶ ଓ ଉନ୍ନତିକରଣ କାର୍ଯ୍ୟର ତଦାରଖ କରିଛନ୍ତି ୫ଟି ସଚିବ ଭି.କେ. ପାଣ୍ଡିଆନ। ଆଜି ପୁରୀ ଗସ୍ତରେ ଯାଇ ସେ ବରିଷ୍ଠ ଅଧିକାରୀଙ୍କ ସହ ଏନେଇ ସମୀକ୍ଷା କରିଛନ୍ତି। ଆସନ୍ତା ମାର୍ଚ୍ଚ ସୁଦ୍ଧା ସ୍ୱର୍ଗଦ୍ୱାର ଉନ୍ନତି କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।

ଶବ ସତ୍କାର କରିବାକୁ ଯାଉଥିବା ଲୋକଙ୍କ ପାଇଁ ସେଡ୍ ତିଆରି କରିବାକୁ ନିଷ୍ପତ୍ତି ହୋଇଛି। ସ୍ୱର୍ଗଦ୍ୱାର ସମେତ ଗୋଶାଳା ଓ  ଭିକାରୀ ଥଇଥାନ  କାର୍ଯ୍ୟର ସମୀକ୍ଷା କରିଛନ୍ତି ପାଣ୍ଡିଆନ୍‌। ବଡ଼ଦାଣ୍ଡରେ ଭିକ୍ଷାବୃତ୍ତି କରୁଥିବା ୫୦୦ ଭିକାରୀଙ୍କ ଥଇଥାନ ଶେଷ ହୋଇଛି। ୧୫୦ ଭିକାରୀଙ୍କୁ ପରିବାରକୁ ଫେରାଇ ଦିଆଯାଇଥିବା ଜଣାପଡ଼ିଛି।

ବଡ଼ଦାଣ୍ଡକୁ ସଫା ସୁତୁରା କରିବା ପାଇଁ ବୁଲା ଗୋରୁ ଗୋ’ଶାଳା ସ୍ଥାନାନ୍ତରିତ ହୋଇଛି। ୭୦୦ ବୁଲା ଗୋରୁଙ୍କୁ ବର୍ତ୍ତମାନ ସୁଦ୍ଧା ସ୍ଥାନାନ୍ତରଣ କରାଯାଇଛି। ଆଉ ୪୦୦ ସ୍ଥାନାନ୍ତର ହେବେ। ସେପଟେ ବାଙ୍କୀ ମୁହାଣ ଓ ପୁରୀ ବ୍ଲୁ ଫ୍ଲାଗ ବିଚ ଯାଇ ସମୀକ୍ଷା କରିଛନ୍ତି ଫାଇଭ ଟି ସଚିବ ଭି.କେ. ପାଣ୍ଡିଆନ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story