ଜାପାନିଜ୍ ଏନ୍‌ସେଫାଲାଇଟ୍‌ସ ଚିନ୍ତା: ଭୁବନେଶ୍ୱର ସମେତ ୧୩ ଜିଲ୍ଲାରେ ଆସନ୍ତା ୨୭ରୁ ଟିକାକରଣ

<p>ଭୁବନେଶ୍ୱର: ରାଜ୍ୟରେ ଜାପାନିଜ୍ ଏନ୍&zwnj;ସେଫାଲାଇଟ୍&zwnj;ସ ରୋକିବାକୁ ତତ୍ପରତା ପ୍ରକାଶ ପାଇଛି। ବର୍ଷକ ତଳେ ମାଲକାନଗିରି ଜିଲ୍ଲାରେ ଆତଙ୍କ ସୃଷ୍ଟି କରି ଶହେରୁ ଅଧିକ ଶିଶୁଙ୍କ ଜୀବନ ନେଇଥିବା ଏହି ଘାତକ ରୋଗକୁ ରୋକିବାକୁ ୨୭ ନଭେମ୍ବରରୁ ଟିକାକରଣ ଆରମ୍ଭ ହେବ। ରାଜ୍ୟର ୧୩ଟି ଜିଲ୍ଲାରେ ଏହି ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବ।&nbsp; ଏଥିପାଇଁ ଆଜି ସଚିବାଳୟରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଛି।&nbsp; ବାଲେଶ୍ୱର, କଟକ, ଢେଙ୍କାନାଳ, ଗଂଜାମ, କଳାହାଣ୍ଡି, କେନ୍ଦ୍ରାପଡ଼ା, ଖୋର୍ଦ୍ଦା, କୋରାପୁଟ, ନବରଂଗପୁର, ପୁରୀ, ରାୟଗଡା, ସୋନପୁର ଓ ସୁନ୍ଦରଗଡ଼ରେ ଟୀକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବ।&nbsp; ୧୫ ବର୍ଷ ବୟସ ମଧ୍ୟରେ ଥିବା ସବୁ ପିଲାଙ୍କୁ ଟିକା ଦିଆଯିବ।</p> <p>ପ୍ରାଥମିକ ପର୍ଯ୍ୟାୟରେ ସବୁ ଛାତ୍ରଛାତ୍ରୀଙ୍କୁ ସ୍କୁଲରେ ଟିକା ଦିଆଯିବ। ପରବର୍ତ୍ତୀ ପର୍ଯ୍ୟାୟରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ&nbsp; ଜାପାନିଜ୍ ଏନସେଫାଲାଇଟ୍&zwnj;ସ ଟୀକା ଦିଆଯିବ।</p>

Ordigital Desk
  • Published: Saturday, 18 November 2017
  • Updated: 18 November 2017, 02:29 PM IST

Sports

Latest News

<p>ଭୁବନେଶ୍ୱର: ରାଜ୍ୟରେ ଜାପାନିଜ୍ ଏନ୍&zwnj;ସେଫାଲାଇଟ୍&zwnj;ସ ରୋକିବାକୁ ତତ୍ପରତା ପ୍ରକାଶ ପାଇଛି। ବର୍ଷକ ତଳେ ମାଲକାନଗିରି ଜିଲ୍ଲାରେ ଆତଙ୍କ ସୃଷ୍ଟି କରି ଶହେରୁ ଅଧିକ ଶିଶୁଙ୍କ ଜୀବନ ନେଇଥିବା ଏହି ଘାତକ ରୋଗକୁ ରୋକିବାକୁ ୨୭ ନଭେମ୍ବରରୁ ଟିକାକରଣ ଆରମ୍ଭ ହେବ। ରାଜ୍ୟର ୧୩ଟି ଜିଲ୍ଲାରେ ଏହି ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବ।&nbsp; ଏଥିପାଇଁ ଆଜି ସଚିବାଳୟରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଛି।&nbsp; ବାଲେଶ୍ୱର, କଟକ, ଢେଙ୍କାନାଳ, ଗଂଜାମ, କଳାହାଣ୍ଡି, କେନ୍ଦ୍ରାପଡ଼ା, ଖୋର୍ଦ୍ଦା, କୋରାପୁଟ, ନବରଂଗପୁର, ପୁରୀ, ରାୟଗଡା, ସୋନପୁର ଓ ସୁନ୍ଦରଗଡ଼ରେ ଟୀକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବ।&nbsp; ୧୫ ବର୍ଷ ବୟସ ମଧ୍ୟରେ ଥିବା ସବୁ ପିଲାଙ୍କୁ ଟିକା ଦିଆଯିବ।</p><p>ପ୍ରାଥମିକ ପର୍ଯ୍ୟାୟରେ ସବୁ ଛାତ୍ରଛାତ୍ରୀଙ୍କୁ ସ୍କୁଲରେ ଟିକା ଦିଆଯିବ। ପରବର୍ତ୍ତୀ ପର୍ଯ୍ୟାୟରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ&nbsp; ଜାପାନିଜ୍ ଏନସେଫାଲାଇଟ୍&zwnj;ସ ଟୀକା ଦିଆଯିବ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos