ଅନୁଭବ ମହାନ୍ତିଙ୍କୁ ଗିରଫ କରିବାକୁ ଦାବି, ପାଲଲହଡ଼ାରେ ସାମ୍ବାଦିକଙ୍କ ସହିତ ସ୍ୱର ମିଳାଇଲେ ଅନ୍ୟ ସଂଘ

ପାଲଲହଡ଼ା (ରବି ନାରାୟଣ ପ୍ରଧାନ): କେନ୍ଦ୍ରାପଡ଼ାରେ ‘ଓଟିଭି’ ସାମ୍ବାଦିକ ମନୋଜ ସ୍ୱାଇଁଙ୍କୁ ସାଂସଦ ଅନୁଭବ ମହାନ୍ତିଙ୍କ ଦୁର୍ବ୍ୟବହାର ପ୍ରତିବାଦରେ ଆଜି ପାଲଲହଡ଼ା ସାମ୍ବାଦିକଙ୍କ ନେତୃତ୍ୱରେ ଏକ ରାଲି କରାଯିବା ସହିତ ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ପାଲଲହଡ଼ା ସାମ୍ବାଦିକ ସଂଘ ନେତୃତ୍ୱରେ ଅନୁଷ୍ଠିତ ହୋଇଥିବା ଏହି ବିକ୍ଷୋଭରେ ପାଲଲହଡ଼ା ଓକିଲ ସଂଘ, ଘରୋଇ ବସ୍ ମାଲିକ ସଂଘ, ବଜାର କମିଟି ଓ ଖମାର ଆଞ୍ଚଳିକ ସାମ୍ବାଦିକ ସଂଘର ସଦସ୍ୟମାନେ ସାମିଲ ହୋଇ ସାଂସଦ ଅନୁଭବ […]

anubhabpic

anubhabpic

Jitendra Garnayak
  • Published: Friday, 08 November 2019
  • Updated: 08 November 2019, 04:47 PM IST

Sports

Latest News

ପାଲଲହଡ଼ା (ରବି ନାରାୟଣ ପ୍ରଧାନ): କେନ୍ଦ୍ରାପଡ଼ାରେ ‘ଓଟିଭି’ ସାମ୍ବାଦିକ ମନୋଜ ସ୍ୱାଇଁଙ୍କୁ ସାଂସଦ ଅନୁଭବ ମହାନ୍ତିଙ୍କ ଦୁର୍ବ୍ୟବହାର ପ୍ରତିବାଦରେ ଆଜି ପାଲଲହଡ଼ା ସାମ୍ବାଦିକଙ୍କ ନେତୃତ୍ୱରେ ଏକ ରାଲି କରାଯିବା ସହିତ ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।

ପାଲଲହଡ଼ା ସାମ୍ବାଦିକ ସଂଘ ନେତୃତ୍ୱରେ ଅନୁଷ୍ଠିତ ହୋଇଥିବା ଏହି ବିକ୍ଷୋଭରେ ପାଲଲହଡ଼ା ଓକିଲ ସଂଘ, ଘରୋଇ ବସ୍ ମାଲିକ ସଂଘ, ବଜାର କମିଟି ଓ ଖମାର ଆଞ୍ଚଳିକ ସାମ୍ବାଦିକ ସଂଘର ସଦସ୍ୟମାନେ ସାମିଲ ହୋଇ ସାଂସଦ ଅନୁଭବ ମହାନ୍ତିଙ୍କୁ ଗିରଫ କରିବାକୁ ଦାବି କରିଥିଲେ। ଆନ୍ଦୋଳନକାରୀମାନେ ପାଲଲହଡ଼ା ବଜାରରୁ ଏକ ରାଲିରେ ବାହାରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଦୁଇ ଘଣ୍ଟା ଧରି ଧାରଣାରେ ବସିବା ପରେ ସେମାନେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ଦେଇଥିଲେ।

ବରିଷ୍ଠ ସାମ୍ବାଦିକ ରଘୁନନ୍ଦନ ଆଚାର୍ଯ୍ୟ କହିଛନ୍ତି, ସାରା ଦେଶରେ, ରାଜ୍ୟରେ ଓ ଗ୍ରାମାଞ୍ଚଳରେ ରାଜନେତାମାନେ ସାମ୍ବାଦିକମାନଙ୍କୁ ଆକ୍ରମଣ କରି ସେମାନଙ୍କ ମାନସିକ ଅବସ୍ଥାକୁ ଖରାପ କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି। ଅନେକ ରାଜନେତା ଦୁର୍ନୀତିରେ ସମ୍ପୃକ୍ତ ରହିଛନ୍ତି। କାଳେ ସେମାନଙ୍କ ଦୁର୍ବଳତା ସାଧାରଣରେ ପ୍ରକାଶ ପାଇଯିବ, ସେହି ଆଶଙ୍କାରେ ସେମାନେ ସାମ୍ବାଦିକଙ୍କ ଉପରେ ଆକ୍ରମଣ କରୁଛନ୍ତି। କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ‘ଓଟିଭି’ର ଜଣେ କର୍ତ୍ତବ୍ୟରତ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର କରିବା ଏକ ସଙ୍ଗିନ ଅପରାଧ।

ବରିଷ୍ଠ ଆଇନଜୀବୀ ଚିତ୍ତରଞ୍ଜନ ପ୍ରଧାନ କହିଛନ୍ତି, ତିନି ଦିନ ତଳେ ଜଣେ ସାଂସଦ ଜଣେ ସାମ୍ବାଦିକଙ୍କୁ ଯେଉଁ ଭଳି ଆଚରଣ କଲେ, ତାହା ଆଦୌ ଗ୍ରହଣୀୟ ନୁହେଁ। ସେ ଅଧିକାର ଅନୁଭବ ମହାନ୍ତିଙ୍କୁ କିଏ ଦେଲା?

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story