ଚାଷୀ ସମାଜ ଏକାଠି ହେବାକୁ ଆନ୍ନାଙ୍କ ଆହ୍ୱାନ

ଭୁବନେଶ୍ୱର(ଓଡିଶା ରିପୋର୍ଟର): କୃଷକମାନେ ସଙ୍ଗଠିତ ହୋଇ ନିଜ ଦାବି ଉପସ୍ଥାପନ କରିବା ଦରକାର। ଏମିତି କଲେ ଯାଇ ସରକାରଙ୍କୁ ସେମାନଙ୍କ ଅର୍ନ୍ତବେଦନା ଶୁଣାଯିବ। ବିଶିଷ୍ଟ ଗାନ୍ଧିବାଦୀ ନେତା ଆନ୍ନା ହଜାରେ ଓଡିଶା ଗସ୍ତରେ ଆସିଥିବା ବେଳେ ଓଟିଭିକୁ ସ୍ୱତନ୍ତ୍ର ସାକ୍ଷାତକାର ଦେଇ ଏହି କଥା କହିଛନ୍ତି। ଦୀର୍ଘ ୨୨ ବର୍ଷ ଭିତରେ ଭାରତରେ ୧୨ ଲକ୍ଷ କୃଷକ ବିଭିନ୍ନ କାରଣରୁ ପ୍ରାଣ ହରାଇଛନ୍ତି। ହେଲେ ସେମାନଙ୍କୁ ନ୍ୟାୟ ମିଳୁନି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କୃଷକଙ୍କ ସମସ୍ୟାକୁ ନେଇ ଆଖି ମୁଦି ଦେଇଛନ୍ତି । ସରକାରଙ୍କୁ ଜାଗ୍ରତ କରିବା ପାଇଁ କୃଷକ ଭାଇମାନେ ଏକାଠୀ ହେବାର ସମୟ ଆସିଯାଇଛି ।

ଆନ୍ନା ନିଜେ ମଧ୍ୟ କୃଷକଙ୍କ ସମସ୍ୟା ସମ୍ପର୍କରେ ଅବଗତ ଅଛନ୍ତି । ଆଗାମୀ ଫେବୃୟାରୀ ମାସରେ ସେ ଏହି ସମସ୍ୟାକୁ ନେଇ ରାଜଧାନୀରେ ଆନ୍ଦୋଳନ କରିବାକୁ ଯାଉଛନ୍ତି । ଏପରିକି ଏହି ଆନ୍ଦୋଳନରେ ଲୋକପାଳ ପ୍ରସଙ୍ଗକୁ ମଧ୍ୟ ଇସ୍ୟୁ କରାଯିବ ବୋଲି ସେ କହିଛନ୍ତି। ସମ୍ପ୍ରତି ଓଡିଶାରେ କୃଷକ ଆତ୍ମହତ୍ୟା ପ୍ରସଙ୍ଗରେ ଆନ୍ନାଙ୍କୁ ପ୍ରଶ୍ନ ପଚରାଯାଇଥିବା ବେଳେ ଆନ୍ନା ଉତ୍ତରରେ ଏହା କହିଛନ୍ତି।

Ordigital Desk
• Published: Wednesday, 22 November 2017
• Updated: 22 November 2017, 08:31 PM IST

Sports

Latest News

ଭୁବନେଶ୍ୱର(ଓଡିଶା ରିପୋର୍ଟର): କୃଷକମାନେ ସଙ୍ଗଠିତ ହୋଇ ନିଜ ଦାବି ଉପସ୍ଥାପନ କରିବା ଦରକାର। ଏମିତି କଲେ ଯାଇ ସରକାରଙ୍କୁ ସେମାନଙ୍କ ଅର୍ନ୍ତବେଦନା ଶୁଣାଯିବ। ବିଶିଷ୍ଟ ଗାନ୍ଧିବାଦୀ ନେତା ଆନ୍ନା ହଜାରେ ଓଡିଶା ଗସ୍ତରେ ଆସିଥିବା ବେଳେ ଓଟିଭିକୁ ସ୍ୱତନ୍ତ୍ର ସାକ୍ଷାତକାର ଦେଇ ଏହି କଥା କହିଛନ୍ତି। ଦୀର୍ଘ ୨୨ ବର୍ଷ ଭିତରେ ଭାରତରେ ୧୨ ଲକ୍ଷ କୃଷକ ବିଭିନ୍ନ କାରଣରୁ ପ୍ରାଣ ହରାଇଛନ୍ତି। ହେଲେ ସେମାନଙ୍କୁ ନ୍ୟାୟ ମିଳୁନି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କୃଷକଙ୍କ ସମସ୍ୟାକୁ ନେଇ ଆଖି ମୁଦି ଦେଇଛନ୍ତି । ସରକାରଙ୍କୁ ଜାଗ୍ରତ କରିବା ପାଇଁ କୃଷକ ଭାଇମାନେ ଏକାଠୀ ହେବାର ସମୟ ଆସିଯାଇଛି ।

ଆନ୍ନା ନିଜେ ମଧ୍ୟ କୃଷକଙ୍କ ସମସ୍ୟା ସମ୍ପର୍କରେ ଅବଗତ ଅଛନ୍ତି । ଆଗାମୀ ଫେବୃୟାରୀ ମାସରେ ସେ ଏହି ସମସ୍ୟାକୁ ନେଇ ରାଜଧାନୀରେ ଆନ୍ଦୋଳନ କରିବାକୁ ଯାଉଛନ୍ତି । ଏପରିକି ଏହି ଆନ୍ଦୋଳନରେ ଲୋକପାଳ ପ୍ରସଙ୍ଗକୁ ମଧ୍ୟ ଇସ୍ୟୁ କରାଯିବ ବୋଲି ସେ କହିଛନ୍ତି। ସମ୍ପ୍ରତି ଓଡିଶାରେ କୃଷକ ଆତ୍ମହତ୍ୟା ପ୍ରସଙ୍ଗରେ ଆନ୍ନାଙ୍କୁ ପ୍ରଶ୍ନ ପଚରାଯାଇଥିବା ବେଳେ ଆନ୍ନା ଉତ୍ତରରେ ଏହା କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos