‘ଦୁଇ ଝିଅଙ୍କ ଟିକେଟ୍‌ ପାଇଁ ହେମାନନ୍ଦ ବ୍ୟାକୁଳ ଥିଲେ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନିର୍ବାଚନ ହାରିବା ପରେ ରାଜ୍ୟ କଂଗ୍ରେସର ନେତାଙ୍କ ମଧ୍ୟରେ ବାକ୍ ଯୁଦ୍ଧ ତୀବ୍ର ହେବାରେ ଲାଗିଛି। ବରିଷ୍ଠ କଂଗ୍ରେସ ନେତା ହେମାନନ୍ଦ ବିଶ୍ୱାଳଙ୍କ ଉପରେ ବର୍ଷିଛନ୍ତି ଆଉ ଜଣେ ବର୍ଷୀୟାନ ନେତା କାହ୍ନୁଚରଣ ଲେଙ୍କା। ସେ କହିଛନ୍ତି,“ରାଜ୍ୟର ୧୨୧ ଦିନର ମୁଖ୍ୟମନ୍ତ୍ରୀ ଭାବେ ହେମାନନ୍ଦ ବିଶ୍ୱାଳଙ୍କୁ ଲୋକେ ଜାଣିଛନ୍ତି। ଏବେ ସେ କଂଗ୍ରେସର ଶୃଙ୍ଖଳା କମିଟିର ଚେୟାରମ୍ୟାନ ଅଛନ୍ତି। ସେ କାହିଁକି ନିଜେ ଶୃଙ୍ଖଳା ଭଙ୍ଗ କରି ବାରମ୍ୱାର ମିଡିଆରେ ଚର୍ଚ୍ଚିତ ହେଉଛନ୍ତି? ଯିଏ ଶୃଙ୍ଖଳା କମିଟିର […]

congress

congress

Jyoshna Pradhan
  • Published: Saturday, 01 June 2019
  • Updated: 01 June 2019, 02:35 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନିର୍ବାଚନ ହାରିବା ପରେ ରାଜ୍ୟ କଂଗ୍ରେସର ନେତାଙ୍କ ମଧ୍ୟରେ ବାକ୍ ଯୁଦ୍ଧ ତୀବ୍ର ହେବାରେ ଲାଗିଛି। ବରିଷ୍ଠ କଂଗ୍ରେସ ନେତା ହେମାନନ୍ଦ ବିଶ୍ୱାଳଙ୍କ ଉପରେ ବର୍ଷିଛନ୍ତି ଆଉ ଜଣେ ବର୍ଷୀୟାନ ନେତା କାହ୍ନୁଚରଣ ଲେଙ୍କା।

ସେ କହିଛନ୍ତି,“ରାଜ୍ୟର ୧୨୧ ଦିନର ମୁଖ୍ୟମନ୍ତ୍ରୀ ଭାବେ ହେମାନନ୍ଦ ବିଶ୍ୱାଳଙ୍କୁ ଲୋକେ ଜାଣିଛନ୍ତି। ଏବେ ସେ କଂଗ୍ରେସର ଶୃଙ୍ଖଳା କମିଟିର ଚେୟାରମ୍ୟାନ ଅଛନ୍ତି। ସେ କାହିଁକି ନିଜେ ଶୃଙ୍ଖଳା ଭଙ୍ଗ କରି ବାରମ୍ୱାର ମିଡିଆରେ ଚର୍ଚ୍ଚିତ ହେଉଛନ୍ତି? ଯିଏ ଶୃଙ୍ଖଳା କମିଟିର ଦାୟିତ୍ୱ ନିଜେ ଜାଣି ନାହାନ୍ତି, ସେ ଓଡ଼ିଶାର ଜନସାଧାରଣ ବିଷୟରେ କିପରି ଜାଣିବେ। ଗୋଡ଼ ଚାଲୁନାହିଁ, କାନକୁ ଶୁଭୁ ନାହିଁ। ହେଲେ ନିର୍ବାଚନ କମିଟି ବୈଠକରେ ଦୁଇ ଝିଅଙ୍କ ପାଇଁ ତାଙ୍କର ବ୍ୟାକୁଳତା ଦେଖିବାକୁ ମିଳିଥିଲା। ବିଜେଡିର ହାଇକମାଣ୍ଡଙ୍କ ସହ ଭିତିରିଆ ଆଲୋଚନା କରି ଝିଅକୁ ବିଜେଡିକୁ ପଠାଇଲେ। ଏହାସହ ଭୋଟ୍ ପ୍ରଚାର ପାଇଁ କଂଗ୍ରେସର କିଛି ମହିଳା ସଭ୍ୟଙ୍କୁ ମଧ୍ୟ ବିଜେଡିକୁ ପଠାଇଦେଲେ।”

ସେ ଆହୁରି କହିଛନ୍ତି,“ହେମାନନ୍ଦ ବିଶ୍ୱାଳ ପ୍ରକୃତରେ ଆଦିବାସୀ ନେତା ନୁହନ୍ତି। ଆଦିବାସୀ ନେତା ରାମଚନ୍ଦ୍ର ଉଲାକାଙ୍କ ନାମରେ ତାଙ୍କ ପୁଅ ବର୍ତ୍ତମାନ କଂଗ୍ରେସର ପାଲାର୍ମେଣ୍ଟ ସଭ୍ୟ ହୋଇଛନ୍ତି। ହେଲେ ହେମାନନ୍ଦ ବିଶ୍ୱାଳ ନିଜେ ବିଞ୍ଚିକି ବି ଏମିତିକି ନିର୍ବାଚନ ପ୍ରଚାର କରି ଝିଅଙ୍କୁ ଜିତେଇ ପାରିଲେ ନାହିଁ। ବିଜେଡିରେ ବଡ଼ ଝିଅ ତୃତୀୟ ସ୍ଥାନରେ ରହିଲେ। କଂଗ୍ରେସରେ ସାନ ଝିଅ ମଧ୍ୟ ତୃତୀୟ ସ୍ଥାନରେ ରହିଲେ। ଏହା ରାଜ୍ୟରେ ଲୋକମାନଙ୍କ ମଧ୍ୟରେ ଆଲୋଚନାର ବିଷୟବସ୍ତୁ ହୋଇଛି।”

ନିର୍ବାଚନରେ କଂଗ୍ରେସର ବିପର୍ଯ୍ୟୟ ନେଇ ନିକଟରେ ହୋଇଥିବା ବୈଠକ ସମ୍ପର୍କରେ ସେ କହିଛନ୍ତି,“ ଏହି ବୈଠକରେ ସମସ୍ତ ମୁତୁରି ଏକାଠି ହୋଇଥିଲେ। ଯେଉଁମାନେ ମୁତିକି ହେଂସଟାକୁ ନଷ୍ଟ କରିଦେଇଛନ୍ତି।”

ସେ ଆହୁରି କହିଛନ୍ତି,“୬୨ ବର୍ଷ ହେଲା ମୁଁ କଂଗ୍ରେସ ଅଛି ଏବଂ ରହିବି। କଂଗ୍ରେସ କେମିତି ମଜଭୁତ ହେବ, ବୁଥ୍‌ ସ୍ତରରରୁ ସଙ୍ଗଠିତ ହେବ ଏବଂ ରାଜ୍ୟର ୩୯ ହଜାର ବୁଥ୍‌ ସହ ପିସିସିର କିପରି ସମ୍ପର୍କ ରହିବ, ଚେଷ୍ଟା କରିବି। ହେଲେ ପୂର୍ବରୁ ଏହି କାର୍ଯ୍ୟକ୍ରମ କରିବାକୁ ମୁଁ ପ୍ରସାଦ ହରିଚନ୍ଦନଙ୍କୁ ମଧ୍ୟ କହିଥିଲି। ସେହିପରି ନିରଞ୍ଜନ ପଟ୍ଟନାୟକ ପିସିସି ସଭାପତି ହେବା ପରେ ତାଙ୍କୁ ମଧ୍ୟ ଏହି କଥା କହିଥିଲି, ହେଲେ ଏହାକୁ କେହି କଲେ ନାହିଁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story