ଅଙ୍ଗନବାଡ଼ି କର୍ମୀଙ୍କୁ ଉଲଗ୍ନ କରି ମାଡ଼, ଭିଡିଓକୁ ଭାଇରାଲ୍‌ କଲେ

ଆଳି (ବନମାଳି ସାହୁ): ମରିଗଲା ମାନବିକତା। ଗାଁ ଦାଣ୍ଡରେ ସର୍ବସମ୍ମୁଖରେ ଜଣେ ଅଙ୍ଗନବାଡ଼ି କର୍ମୀଙ୍କୁ ମାଡ଼ ମାରି ଉଲଗ୍ନ କଲେ କେତେକ ମହିଳା। ଆଉ ତା’ପରେ ଅଙ୍ଗନବାଡ଼ି କର୍ମୀଙ୍କ ଫୁଙ୍ଗୁଳା ଦେହକୁ ସୋଶାଲ୍‌ ମିଡ଼ିଆରେ ଭାଇରାଲ୍‌ କରିଦେଲେ। ଏପରି ଲଜ୍ଜାଜନକ ଘଟଣା କେନ୍ଦ୍ରାପଡ଼ା ଜିଲ୍ଲାରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ପୂରା ଘଟଣା ଏମିତି। ରାଜକନିକା ଥାନା ଅଞ୍ଚଳରେ ଗାଁ ବିବାଦ ଯୋଗୁ ଦୁଇ […]

Mahila

Mahila

Manoranjan Sial
  • Published: Thursday, 24 January 2019
  • Updated: 24 January 2019, 08:01 PM IST

Sports

Latest News

ଆଳି (ବନମାଳି ସାହୁ): ମରିଗଲା ମାନବିକତା। ଗାଁ ଦାଣ୍ଡରେ ସର୍ବସମ୍ମୁଖରେ ଜଣେ ଅଙ୍ଗନବାଡ଼ି କର୍ମୀଙ୍କୁ ମାଡ଼ ମାରି ଉଲଗ୍ନ କଲେ କେତେକ ମହିଳା। ଆଉ ତା’ପରେ ଅଙ୍ଗନବାଡ଼ି କର୍ମୀଙ୍କ ଫୁଙ୍ଗୁଳା ଦେହକୁ ସୋଶାଲ୍‌ ମିଡ଼ିଆରେ ଭାଇରାଲ୍‌ କରିଦେଲେ। ଏପରି ଲଜ୍ଜାଜନକ ଘଟଣା କେନ୍ଦ୍ରାପଡ଼ା ଜିଲ୍ଲାରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ପୂରା ଘଟଣା ଏମିତି। ରାଜକନିକା ଥାନା ଅଞ୍ଚଳରେ ଗାଁ ବିବାଦ ଯୋଗୁ ଦୁଇ ବର୍ଷ ହେଲା ଏକ ଅଙ୍ଗନବାଡ଼ି କେନ୍ଦ୍ରର ଟଙ୍କା ଉଠି ପାରୁନଥିଲା। ପ୍ରଶାସନିକ ଅଧିକାରୀଙ୍କ ହସ୍ତକ୍ଷେପ ପରେ ସାତ ଦିନ ତଳେ ଘଟଣାର ସମାଧାନ ହୋଇଥିଲା। ଗତକାଲି ଅଙ୍ଗନବାଡ଼ି କର୍ମୀ ଜଣକ କେନ୍ଦ୍ରକୁ ଆସିଥିଲେ। ଏହି ସମୟରେ ୧୫ରୁ ୨୦ ଜଣ ମହିଳା ଅଙ୍ଗନବାଡ଼ି କେନ୍ଦ୍ରକୁ ଆସି ଦୁଇ ବର୍ଷର ବକେୟା ଅର୍ଥ କୁଆଡ଼େ ଗଲା ବୋଲି ପ୍ରଶ୍ନ କରି ଗାଁ ଦାଣ୍ଡରେ କର୍ମୀଙ୍କୁ ମାଡ଼ ମାରିଥିଲେ। ଏପରିକି ଅଙ୍ଗନବାଡ଼ି କର୍ମୀଙ୍କୁ ଉଲଗ୍ନ କରି ତା'ର ଭିଡିଓ ରେକର୍ଡିଙ୍ଗ କରିଥିବା ଅଭିଯୋଗ ହୋଇଛି। ପରେ ସେହି ମାଡ଼ ମରା ଓ ଉଲଗ୍ନ ଶରୀରର ଭିଡିଓକୁ ସୋଶାଲ ମିଡିଆରେ ଛାଡ଼ି ଦେଇଥିଲେ।

ଆଜି ସେହି ଭିଡିଓ ଭାଇରାଲ୍‌ ହେବା ପରେ ଅଙ୍ଗନବାଡ଼ି କର୍ମୀ ଜଣକ ତାଙ୍କ ସ୍ୱାମୀଙ୍କ ସହିତ ଥାନାକୁ ଯାଇ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ହେଲେ ଅଭଯୁକ୍ତଙ୍କ ପାଖରେ ଏ ପର୍ଯ୍ୟନ୍ତ ପହଞ୍ଚି ପାରିନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story