ଅସାଧୁ ଉପାୟରେ ଧନ ଉପାର୍ଜନ ହେଲା କାଳ

<p>ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗଞ୍ଜାମ ଧରାକୋଟ ବ୍ଲକ ଶିକ୍ଷା ଅଧିକାରୀ ଯୁଧିଷ୍ଠିର ଦଳେଇଙ୍କ ଘରେ ଆଜି ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଯୁଧିଷ୍ଠିରଙ୍କ ଘର,ଅଫିସ, ଜନ୍ମସ୍ଥାନ ନନ୍ଦିଆଗଗଡ଼ା, ହିଞ୍ଜିଳି ବାସଭବନ, ଧରାକୋଟସ୍ଥିତ ଅଫିସ ଏବଂ ବ୍ରହ୍ମପୁରସ୍ଥିତ ସମ୍ପର୍କୀୟ ଘରେ ଏକକାଳୀନ ଚଢ଼ାଉ କରିଛି ଭିଜିଲାନ୍ସ। ଏହି ଚଢାଉରେ ବ୍ରହ୍ମପୁର ଭିଜିଲାନ୍ସର ୩ ଜଣିଆ ଟିମ୍ ସାମିଲ ହୋଇଛନ୍ତି। ଜବତ ଆୟ ବହିର୍ଭୂତର ସମ୍ପତ୍ତିର ମୂଲ୍ୟ ବର୍ତ୍ତମାନ ସୁଧା ଜଣାପଡ଼ିନି।</p> <p>&amp;nbsp;</p>

Ordigital Desk
  • Published: Wednesday, 25 April 2018
  • Updated: 25 April 2018, 09:58 AM IST
<p>ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗଞ୍ଜାମ ଧରାକୋଟ ବ୍ଲକ ଶିକ୍ଷା ଅଧିକାରୀ ଯୁଧିଷ୍ଠିର ଦଳେଇଙ୍କ ଘରେ ଆଜି ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଯୁଧିଷ୍ଠିରଙ୍କ ଘର,ଅଫିସ, ଜନ୍ମସ୍ଥାନ ନନ୍ଦିଆଗଗଡ଼ା, ହିଞ୍ଜିଳି ବାସଭବନ, ଧରାକୋଟସ୍ଥିତ ଅଫିସ ଏବଂ ବ୍ରହ୍ମପୁରସ୍ଥିତ ସମ୍ପର୍କୀୟ ଘରେ ଏକକାଳୀନ ଚଢ଼ାଉ କରିଛି ଭିଜିଲାନ୍ସ। ଏହି ଚଢାଉରେ ବ୍ରହ୍ମପୁର ଭିଜିଲାନ୍ସର ୩ ଜଣିଆ ଟିମ୍ ସାମିଲ ହୋଇଛନ୍ତି। ଜବତ ଆୟ ବହିର୍ଭୂତର ସମ୍ପତ୍ତିର ମୂଲ୍ୟ ବର୍ତ୍ତମାନ ସୁଧା ଜଣାପଡ଼ିନି।</p><p>&amp;nbsp;</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos