କିରାଣିଙ୍କ ଘରେ ଭିଜିଲାନ୍ସ ଚଢ଼ଉ

ଝାରସୁଗୁଡ଼ା (ଭାଗିରଥୀ ସାହୁ): ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜିଲ୍ଲା ପଞ୍ଚାୟତ ଅଫିସର ମୁଖ୍ୟ କିରାଣି ବେଣୁଧର ଛଛାନଙ୍କ ଘରେ ଭିଜିଲାନ୍ସ ଚଢ଼ଉ ହୋଇଛି। ଜିଲ୍ଲା ପଞ୍ଚାୟତ କାର୍ଯ୍ୟାଳୟ, ବଢ଼େଇମୁଣ୍ଡାରେ ଥିବା ତାଙ୍କ ବାସଭବନ, କୋଲାବିରାର ଅଇଁତାପଡ଼ା ସ୍ଥିତ ପୈତୃକ ଘର, ସମ୍ୱଲପୁରଅଇଁଠାପାଲି ସ୍ଥିତ ତାଙ୍କ ଶ୍ୱଶୁର ଘରେ ଏହି ଚଢ଼ଉ ହୋଇଛି। ଏନେଇ କିରାଣି ବେଣୁଧର ଛଛାନ କହିଛନ୍ତି, “ଆଜି ସକାଳ ୭ଟାରୁ ଭିଜିଲାନ୍ସ ଟିମ୍‌ ମୋ ଘରକୁ ଆସି ଭେରିଫାଇ କରୁଛନ୍ତି। ଘରଟା କେମିତି […]

jharsuguda

jharsuguda

Jyoshna Pradhan
  • Published: Saturday, 19 October 2019
  • Updated: 19 October 2019, 02:40 PM IST

Sports

Latest News

ଝାରସୁଗୁଡ଼ା (ଭାଗିରଥୀ ସାହୁ): ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜିଲ୍ଲା ପଞ୍ଚାୟତ ଅଫିସର ମୁଖ୍ୟ କିରାଣି ବେଣୁଧର ଛଛାନଙ୍କ ଘରେ ଭିଜିଲାନ୍ସ ଚଢ଼ଉ ହୋଇଛି। ଜିଲ୍ଲା ପଞ୍ଚାୟତ କାର୍ଯ୍ୟାଳୟ, ବଢ଼େଇମୁଣ୍ଡାରେ ଥିବା ତାଙ୍କ ବାସଭବନ, କୋଲାବିରାର ଅଇଁତାପଡ଼ା ସ୍ଥିତ ପୈତୃକ ଘର, ସମ୍ୱଲପୁରଅଇଁଠାପାଲି ସ୍ଥିତ ତାଙ୍କ ଶ୍ୱଶୁର ଘରେ ଏହି ଚଢ଼ଉ ହୋଇଛି।

ଏନେଇ କିରାଣି ବେଣୁଧର ଛଛାନ କହିଛନ୍ତି, “ଆଜି ସକାଳ ୭ଟାରୁ ଭିଜିଲାନ୍ସ ଟିମ୍‌ ମୋ ଘରକୁ ଆସି ଭେରିଫାଇ କରୁଛନ୍ତି। ଘରଟା କେମିତି ତିଆରି କରିଛ ନେଇ ପଚାରିଛନ୍ତି। ମୁଁ ତାଙ୍କୁ ସବୁ କାଗଜପତ୍ର ଦେଖାଇଛି। ମୁଁ ଭିଜିଲାନ୍ସ ଟିମ୍‌କୁ ସହଯୋଗ କରୁଛି।”

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos