ଭିଜିଲାନ୍ସ ଜାଲରେ କିରାଣି

କଳାହାଣ୍ଡି(ରାଜ କୁମାର ସିଂଦେବ): ଆୟ ବହିର୍ଭୂତ ସମ୍ପତ୍ତି ରଖିଥିବା କଳାହାଣ୍ଡି  ଜିଲ୍ଲାର ଜଣେ ସରକାରୀ କର୍ମଚାରୀଙ୍କ ଘରେ ଆଜି ସକାଳୁ ଭିଜିଲାନ୍ସ ଚଢ଼ଉ ଜାରି ରହିଛି । କଳାହାଣ୍ଡି DRDAରେ ହେଡ କ୍ଲର୍କ ଭାବେ କାର୍ଯ୍ୟରତ ହରପ୍ରସାଦ ଆଚାରୀଙ୍କ ନାଁରେ ପୂର୍ବରୁ ଅଭିଯୋଗ ଆସିଥିବା ବେଳେ ଆଜି ତାଙ୍କ ବାସଭବନରେ ଚଢ଼ଉ ହୋଇଥିବା ଜଣାଯାଇଛି। ହରପ୍ରସାଦଙ୍କ  ଭବାନୀପାଟଣା ରାମନଗରପଡାସ୍ଥିତ ଘର, ମନ୍ଦାର ବଗିଚା ପଡାରେସ୍ଥିତ ପୈତୃକ ଘର  ଓ ଅଫିସ୍‌ରେ ମଧ୍ୟ ଚଢ଼ଉ ଚାଲିଛି। କୋରାପୁଟ ଭିଜିଲାନ୍ସ […]

vigilance-1-1

vigilance-1-1

Niharika Rout
  • Published: Tuesday, 31 December 2019
  • Updated: 31 December 2019, 09:25 AM IST

Sports

Latest News

କଳାହାଣ୍ଡି(ରାଜ କୁମାର ସିଂଦେବ): ଆୟ ବହିର୍ଭୂତ ସମ୍ପତ୍ତି ରଖିଥିବା କଳାହାଣ୍ଡି  ଜିଲ୍ଲାର ଜଣେ ସରକାରୀ କର୍ମଚାରୀଙ୍କ ଘରେ ଆଜି ସକାଳୁ ଭିଜିଲାନ୍ସ ଚଢ଼ଉ ଜାରି ରହିଛି । କଳାହାଣ୍ଡି DRDAରେ ହେଡ କ୍ଲର୍କ ଭାବେ କାର୍ଯ୍ୟରତ ହରପ୍ରସାଦ ଆଚାରୀଙ୍କ ନାଁରେ ପୂର୍ବରୁ ଅଭିଯୋଗ ଆସିଥିବା ବେଳେ ଆଜି ତାଙ୍କ ବାସଭବନରେ ଚଢ଼ଉ ହୋଇଥିବା ଜଣାଯାଇଛି।

ହରପ୍ରସାଦଙ୍କ  ଭବାନୀପାଟଣା ରାମନଗରପଡାସ୍ଥିତ ଘର, ମନ୍ଦାର ବଗିଚା ପଡାରେସ୍ଥିତ ପୈତୃକ ଘର  ଓ ଅଫିସ୍‌ରେ ମଧ୍ୟ ଚଢ଼ଉ ଚାଲିଛି। କୋରାପୁଟ ଭିଜିଲାନ୍ସ ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ ୩ଟି ଟିମ୍‌ ଏହି ଚଢ଼ଉ କରୁଥିବା ଜଣାଯାଇଛି। ଅଦ୍ୟାବଧି ତାଙ୍କର ଏକ ୩ ମହଲା ବିଶିଷ୍ଟ ଘର ଥିବା ଜଣା ପଡ଼ିଥିବା ବେଳେ ଅନ୍ୟ ସବୁ ଜିନିଷ ଆକଳନ ଚାଲିଥିବା କହିଛନ୍ତି ଭିଜିଲାନ୍ସ ବିଭାଗ ଅଧିକାରୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story