୩୭ ଲ୍ୟାମ୍ପ୍ସ ଏମ୍‌ଡିଙ୍କ ବିରୋଧରେ ମାମଲା ରୁଜୁ କଲା ଭିଜିଲାନ୍ସ

ଜୟପୁର (ଓଡ଼ିଶା ରିପୋର୍ଟର): ମଣ୍ଡି ପରିଚାଳନାରେ ବ୍ୟାପକ ଅର୍ଥ ଆତ୍ମସାତ ହୋଇଛି। ଏହି ଘଟଣାରେ ମାମଲା ରୁଜୁ କରିଛି ଜୟପୁର ଭିଜିଲାନ୍ସ ବିଭାଗ। ଅବିଭକ୍ତ କୋରାପୁଟ ଜିଲ୍ଲାର ୩୭ ଜଣ ଲ୍ୟାମ୍ପସ ଏମ୍‌ଡିଙ୍କ ବିରୋଧରେ ଏ ସଂକ୍ରାନ୍ତ ମାମଲା ହୋଇଛି। ସରକାରଙ୍କ ବିନା ମଞ୍ଜୁରିରେ ମଣ୍ଡି ପରିଚାଳନା ବାବଦରେ ଅଧିକ ଖର୍ଚ୍ଚ କରାଯାଇଥିଲା। ଏନେଇ ଅଭିଯୋଗ ହେବା ପରେ ଭିଜିଲାନ୍ସ ତଦନ୍ତ ଆରମ୍ଭ ହୋଇଥିଲା। କାଗଜପତ୍ର ଯାଞ୍ଚ ପରେ ପ୍ରମାଣକୁ ଭିତ୍ତି କରି ଭିଜିଲାନ୍ସ ବିଭାଗ ସମ୍ପୃକ୍ତ […]

paddy-in-mandi

paddy-in-mandi

Manoranjan Sial
  • Published: Wednesday, 23 January 2019
  • Updated: 23 January 2019, 06:12 PM IST

Sports

Latest News

ଜୟପୁର (ଓଡ଼ିଶା ରିପୋର୍ଟର): ମଣ୍ଡି ପରିଚାଳନାରେ ବ୍ୟାପକ ଅର୍ଥ ଆତ୍ମସାତ ହୋଇଛି। ଏହି ଘଟଣାରେ ମାମଲା ରୁଜୁ କରିଛି ଜୟପୁର ଭିଜିଲାନ୍ସ ବିଭାଗ। ଅବିଭକ୍ତ କୋରାପୁଟ ଜିଲ୍ଲାର ୩୭ ଜଣ ଲ୍ୟାମ୍ପସ ଏମ୍‌ଡିଙ୍କ ବିରୋଧରେ ଏ ସଂକ୍ରାନ୍ତ ମାମଲା ହୋଇଛି। ସରକାରଙ୍କ ବିନା ମଞ୍ଜୁରିରେ ମଣ୍ଡି ପରିଚାଳନା ବାବଦରେ ଅଧିକ ଖର୍ଚ୍ଚ କରାଯାଇଥିଲା। ଏନେଇ ଅଭିଯୋଗ ହେବା ପରେ ଭିଜିଲାନ୍ସ ତଦନ୍ତ ଆରମ୍ଭ ହୋଇଥିଲା। କାଗଜପତ୍ର ଯାଞ୍ଚ ପରେ ପ୍ରମାଣକୁ ଭିତ୍ତି କରି ଭିଜିଲାନ୍ସ ବିଭାଗ ସମ୍ପୃକ୍ତ ଲ୍ୟାମ୍ପସ ଏମ୍‌ଡିଙ୍କ ବିରୋଧରେ ମାମଲା ରୁଜୁ କରିଛି।

ଅବିଭକ୍ତ କୋରାପୁଟ ଜିଲ୍ଲାରେ ୨୦୧୨-୧୩ରୁ ୨୦୧୪-୧୫ ମଧ୍ୟରେ ୪୮ଟି ଲ୍ୟାମ୍ପସକୁ ମଣ୍ଡିରୁ ଧାନ କିଣିବା ପାଇଁ ଦାୟିତ୍ୱ ଦିଆଯାଇଥିଲା। ମଣ୍ଡିରେ ଧାନ କିଣିବା ବେଳେ ଚାଷୀଙ୍କ ଧାନ ବସ୍ତାରୁ ଖୋଲିବା, ଓଜନ କରିବା ଓ ପରେ ଏହାକୁ ମିଲର୍‌ଙ୍କ ବସ୍ତାରେ ରିପ୍ୟାକିଂ କରିବା ପାଇଁ ସରକାର କ୍ୱିଣ୍ଟାଲ ପିଛା ୫ ଟଙ୍କା ୬୭ ପଇସା ସ୍ୱତନ୍ତ୍ର ଦର ଧାର୍ଯ୍ୟ କରିଥିଲେ। ହେଲେ ନିୟମ ଉଲ୍ଲଂଘନ କରି କ୍ୱିଣ୍ଟାଲ ପିଛା ୮ ଟଙ୍କା ୮ ପଇସା ଲେଖାଏଁ ଖର୍ଚ୍ଚ କରିଥିବା ଦେଖାଇଥିଲେ। ଏପରି ଭାବେ ଦୁଇ ବର୍ଷ ସରକାରଙ୍କ ୪ କୋଟି ୧୦ ଲକ୍ଷ ୩୬ ହଜାର ୨୭୯ ଟଙ୍କା ଅଧିକ ଖର୍ଚ୍ଚ ହୋଇଥିଲା। ଏହାକୁ ନେଇ ତନାଘନା ପରେ ସମସ୍ତ ତଥ୍ୟ ପଦାକୁ ଆସିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story