ଦେଉନଥିଲେ କଣ୍ଟ୍ରୋଲ୍‌ ସାମଗ୍ରୀ, ଡିଲର୍‌ଙ୍କୁ ୩ କିମି ଚଲାଇଲେ ଗାଁ ଲୋକେ

ସୋର (ନିରଞ୍ଜନ ବେହେରା): ମାଲାମାଲ୍‌ ଡିଲର୍‌! ଲୋକଙ୍କ ପାଇଁ ଆସୁଥିବା କଣ୍ଟ୍ରୋଲ୍‌ ସାମଗ୍ରୀ ଦେବା ପରିବର୍ତ୍ତେ ହାତେଇ ନେଉଥିଲେ! ଦୀର୍ଘ ୪ ମାସରୁ ଅଧିକ ସମୟ ଧରି ହିତାଧିକାରୀଙ୍କୁ ଦେଉନଥିଲେ କଣ୍ଟ୍ରୋଲ୍‌ ସାମଗ୍ରୀ। ଯେଉଁଥିପାଇଁ ଆଜି ତାତିଲେ ଗାଁ ଲୋକେ। ଡିଲର୍‌ଙ୍କୁ ୩ କିମି ଚଲାଇଥିଲେ। ଆଜି ଏପରି ଖବର ଆସିଛି ବାଲେଶ୍ୱର ଜିଲ୍ଲା ସୋର ବ୍ଲକ୍‌ ମାଣିପୁର ପଞ୍ଚାୟତରୁ। ପୂରା ଘଟଣା ଏମିତି। ମାଣିପୁର କଣ୍ଟ୍ରୋଲ୍‌ ଡିଲର ହେଉଛନ୍ତି ବିଜେନ୍ଦ୍ର ପ୍ରସାଦ ଦାସ। ସେ ଦୀର୍ଘ […]

Manipur

Manipur

Manoranjan Sial
  • Published: Friday, 08 April 2022
  • Updated: 09 April 2022, 11:01 AM IST

Sports

Latest News

ସୋର (ନିରଞ୍ଜନ ବେହେରା): ମାଲାମାଲ୍‌ ଡିଲର୍‌! ଲୋକଙ୍କ ପାଇଁ ଆସୁଥିବା କଣ୍ଟ୍ରୋଲ୍‌ ସାମଗ୍ରୀ ଦେବା ପରିବର୍ତ୍ତେ ହାତେଇ ନେଉଥିଲେ! ଦୀର୍ଘ ୪ ମାସରୁ ଅଧିକ ସମୟ ଧରି ହିତାଧିକାରୀଙ୍କୁ ଦେଉନଥିଲେ କଣ୍ଟ୍ରୋଲ୍‌ ସାମଗ୍ରୀ। ଯେଉଁଥିପାଇଁ ଆଜି ତାତିଲେ ଗାଁ ଲୋକେ। ଡିଲର୍‌ଙ୍କୁ ୩ କିମି ଚଲାଇଥିଲେ। ଆଜି ଏପରି ଖବର ଆସିଛି ବାଲେଶ୍ୱର ଜିଲ୍ଲା ସୋର ବ୍ଲକ୍‌ ମାଣିପୁର ପଞ୍ଚାୟତରୁ।

ପୂରା ଘଟଣା ଏମିତି। ମାଣିପୁର କଣ୍ଟ୍ରୋଲ୍‌ ଡିଲର ହେଉଛନ୍ତି ବିଜେନ୍ଦ୍ର ପ୍ରସାଦ ଦାସ। ସେ ଦୀର୍ଘ ଦିନ ଧରି ଖୁଣ୍ଟା ଗାଁର ଲୋକଙ୍କୁ କଣ୍ଟ୍ରୋଲ୍‌ ସାମଗ୍ରୀ ଦେଉନଥିଲେ। ଯାହାକୁ ନେଇ ଗାଁ ଲୋକଙ୍କ ଭିତରେ ଅସନ୍ତୋଷ ପ୍ରକାଶ ପାଇଥିଲା। ୪ ମାସ ତଳେ ଗାଁ ଲୋକେ ତାଙ୍କୁ ଘେରିଥିଲେ। କାହିଁକି ରାସନ୍‌ ଦେଉନ ବୋଲି ଡିଲ୍‌ରଙ୍କୁ ପ୍ରଶ୍ନ କରିଥିଲେ। ସ୍ଥିତି ଅଣାୟତ ହେଉଥିବା ଦେଖି ୪ ମାସର ମହଲତ ନେଇଥିଲେ ଡିଲର୍‌ ବିଜେନ୍ଦ୍ର ପ୍ରସାଦ ଦାସ।

ଆଜି ୪ ମାସର ମହଲତ ପୂରିଥିଲା। ହେଲେ ଗାଁ ଲୋକଙ୍କୁ ମିଳିନଥିଲା କଣ୍ଟ୍ରୋଲ୍‌ ସାମଗ୍ରୀ। ପୁଣି ଥରେ ଗାଁ ଲୋକେ ଶ୍ରୀ ଦାସଙ୍କ କଣ୍ଟ୍ରୋଲ୍‌ ଦୋକାନରେ ପହଞ୍ଚି ଥିଲେ। ୪ ମାସ ପୂରିଲା, କେବେ ଚାଉଳ ଓ ଗହମ ମିଳିବ କୁହ ବୋଲି ପ୍ରଶ୍ନ କରିଥିଲେ। ହେଲେ ସେ ରାସନ୍‌ ସାମଗ୍ରୀ ଦେବା ପରିବର୍ତ୍ତେ ବିଭିନ୍ନ ବାହାନା କରିଥିଲେ। ଯାହାକୁ ନେଇ ଗାଁ ଲୋକଙ୍କ ଭିତରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଗାଁ ଲୋକେ ତାଙ୍କୁ ଘେରିଯାଇ ଉଠାଇ ନେଇଥିଲେ। ପରେ ତାଙ୍କୁ ଖୁଣ୍ଟା ଗାଁ ସାରା ପ୍ରାୟ ୩ କିମି ଚଲାଇ ଥିଲେ। ଗାଁର କେତେକ ଭଦ୍ର ଲୋକଙ୍କ ହସ୍ତକ୍ଷେପ ପରେ ଲୋକେ ତାଙ୍କୁ ଛାଡ଼ିଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story