ଭଙ୍ଗାପୋଲରେ ଜୀବନ ଯାତ୍ରା: କେବେ ଦୁଃଖ ଶୁଣିବେ ସରକାର

<p>ରାଇରଙ୍ଗପୁର(ଓଡ଼ିଶା ରିପୋର୍ଟର):ଭଙ୍ଗା ପୋଲରେ ଚାଲିଛି ଜୀବନଯାତ୍ରା&nbsp; । ଅସ୍ଥାୟୀ ବାଉଁଶପୋଲ ଦେଇ ଯିବାଆସିବା କରୁଛନ୍ତି ସ୍କୁଲ ପିଲା ଓ ସ୍ଥାନୀୟଲୋକେ । &nbsp;କେତବେଳେ କ&rsquo;ଣ ଯେ ଦୁର୍ଘଟଣା ଘଟିବ, କହିହେବ ନାହିଁ । ବିଭାଗୀୟ ଅଧିକାରୀଙ୍କୁ ଅଭିଯୋଗ ପରେବି ଫଳ ଶୂନ। ମୟୁରଭଂଜ ଜିଲ୍ଲା ବିଜାପାଳ ବ୍ଲକ ରାଇହରି ପଞ୍ଚାୟତର ଜୋଲଡିହା ଗ୍ରାମବାସୀ ଏମିତି ଦୁର୍ଦ୍ଦଶା ଭୋଗୁଛନ୍ତି। ସ୍ଥାୟୀ ପୋଲ ନାହିଁ। ବାଉଁସ ପୋଲ ପାଲଟିଛି&nbsp; ଲୋକଙ୍କ ଯିବା ଆସିବାର ଏକମାତ୍ର ମାଧ୍ୟମ। ଲକ୍ଷାଧିକ ଟଙ୍କା ବ୍ୟୟରେ ୫ ମାସ ପୂର୍ବରୁ&nbsp; ଆରଡି ବିଭାଗ ପକ୍ଷରୁ ଏକ ଅସ୍ଥାୟୀ ପୋଲ ନିର୍ମାଣ କରାଯାଇଥିଲା ।</p> <p>ବିଜାତଳ ଓ କୁସୁମୀ ବ୍ଲକର ପ୍ରାୟ ୧୦୦ରୁ ଅଧିକ ଲୋକଙ୍କୁ ଏଇ ପୋଲ ରାସ୍ତା ସୁବିଧା ହେଉଥିବାବେଳେ ଏବେ ସ୍ଥାୟୀ ପୋଲ ପାଇଁ ଗାଁଲୋକ ଦାବି କରିଛନ୍ତି । ତେବେ ଆସନ୍ତା ଆର୍ଥିକ ବର୍ଷରେ ବିଜୁ ସେତୁ ଯୋଜନାରେ ଏନେଇ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ରାଇରଙ୍ଗପୁର ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ବାହୀ ଯନ୍ତ୍ରୀ। ଅନ୍ୟପଟେ &nbsp;ଖୁବ୍&zwnj;ଶୀଘ୍ର ସ୍ଥାୟୀ ପୋଲ ନିର୍ମାଣ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।</p>

Ordigital Desk
  • Published: Wednesday, 08 November 2017
  • Updated: 08 November 2017, 10:23 PM IST

Sports

Latest News

<p>ରାଇରଙ୍ଗପୁର(ଓଡ଼ିଶା ରିପୋର୍ଟର):ଭଙ୍ଗା ପୋଲରେ ଚାଲିଛି ଜୀବନଯାତ୍ରା&nbsp; । ଅସ୍ଥାୟୀ ବାଉଁଶପୋଲ ଦେଇ ଯିବାଆସିବା କରୁଛନ୍ତି ସ୍କୁଲ ପିଲା ଓ ସ୍ଥାନୀୟଲୋକେ । &nbsp;କେତବେଳେ କ&rsquo;ଣ ଯେ ଦୁର୍ଘଟଣା ଘଟିବ, କହିହେବ ନାହିଁ । ବିଭାଗୀୟ ଅଧିକାରୀଙ୍କୁ ଅଭିଯୋଗ ପରେବି ଫଳ ଶୂନ। ମୟୁରଭଂଜ ଜିଲ୍ଲା ବିଜାପାଳ ବ୍ଲକ ରାଇହରି ପଞ୍ଚାୟତର ଜୋଲଡିହା ଗ୍ରାମବାସୀ ଏମିତି ଦୁର୍ଦ୍ଦଶା ଭୋଗୁଛନ୍ତି। ସ୍ଥାୟୀ ପୋଲ ନାହିଁ। ବାଉଁସ ପୋଲ ପାଲଟିଛି&nbsp; ଲୋକଙ୍କ ଯିବା ଆସିବାର ଏକମାତ୍ର ମାଧ୍ୟମ। ଲକ୍ଷାଧିକ ଟଙ୍କା ବ୍ୟୟରେ ୫ ମାସ ପୂର୍ବରୁ&nbsp; ଆରଡି ବିଭାଗ ପକ୍ଷରୁ ଏକ ଅସ୍ଥାୟୀ ପୋଲ ନିର୍ମାଣ କରାଯାଇଥିଲା ।</p><p>ବିଜାତଳ ଓ କୁସୁମୀ ବ୍ଲକର ପ୍ରାୟ ୧୦୦ରୁ ଅଧିକ ଲୋକଙ୍କୁ ଏଇ ପୋଲ ରାସ୍ତା ସୁବିଧା ହେଉଥିବାବେଳେ ଏବେ ସ୍ଥାୟୀ ପୋଲ ପାଇଁ ଗାଁଲୋକ ଦାବି କରିଛନ୍ତି । ତେବେ ଆସନ୍ତା ଆର୍ଥିକ ବର୍ଷରେ ବିଜୁ ସେତୁ ଯୋଜନାରେ ଏନେଇ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ରାଇରଙ୍ଗପୁର ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ବାହୀ ଯନ୍ତ୍ରୀ। ଅନ୍ୟପଟେ &nbsp;ଖୁବ୍&zwnj;ଶୀଘ୍ର ସ୍ଥାୟୀ ପୋଲ ନିର୍ମାଣ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos