ଭିଜିଲାନ୍ସ ଜାଲରେ ଭଞ୍ଜନଗର ଜଳସେଚନ ବିଭାଗର ସହକାରୀ ନିର୍ବାହୀଯନ୍ତ୍ରୀ ଭାସ୍କର ତ୍ରିପାଠୀ

ବ୍ରହ୍ମପୁର:ଭିଜିଲାନ୍ସ ଜାଲରେ ଭଞ୍ଜନଗର ଜଳସେଚନ ବିଭାଗର ସହକାରୀ ନିର୍ବାହୀଯନ୍ତ୍ରୀ ଭାସ୍କର ତ୍ରିପାଠୀ। ଆୟବହିଭୁର୍ତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଆଜି ଭାସ୍କରଙ୍କ ଭଞ୍ଜନଗର ସ୍ଥିତ କାର୍ଯ୍ୟାଳୟ ଓ ବାସଭବନ ସମେତ ବ୍ରହ୍ମପୁର ବାସୁଦେବ ନଗରରେ ଥିବା ଘର ମହୁପଦର ଠାରେ ଥିବା ପୈତୃକ ଘର ଉପରେ ଚଢ଼ାଉ କରାଯାଇଛି। ବ୍ରହ୍ମପୁର ଭିଜିଲାନ୍ସ ଡିଭିଜନ୍ର ୭ଟି ଟିମ୍ ପକ୍ଷରୁ ଏକକାଳୀନ ଏହି ଚଢ଼ାଉ କରାଯାଇଥିବା ଭିଜିଲାନ୍ସ ଏସ୍ପି ମନୋରଂଜନ ପଣ୍ଡା ସୂଚନା ଦେଇଛନ୍ତି।

visilance

Rakesh Mallick
  • Published: Tuesday, 26 May 2015
  • , Updated: 26 May 2015, 06:21 AM IST

Related story