ଭିସ୍ତା ଚିଟଫଣ୍ଡ ମାମଲା: ଆଉ ଜଣେ ନିର୍ଦ୍ଦେଶକ ଗିରଫ

ଭୁବନେଶ୍ୱର: ଭିସ୍ତା ଚିଟଫଣ୍ଡ ଠକେଇ ମାମଲାରେ କମ୍ପାନୀର ଆଉ ଜଣେ ନିର୍ଦ୍ଦେଶକ ଗିରଫ। ତାଙ୍କ ନାଁ ମନୋଜ ପଟ୍ଟନାୟକ। କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା ତାଙ୍କୁ ଭୁବନେଶ୍ୱରରୁ ଗିରଫ କରିଛି। ପୂର୍ବରୁ କମ୍ପାନୀର ସଂସ୍ଥାର ସିଏମଡି ଦେବ କୁମାର ପଣ୍ଡା ଓ ଅନ୍ୟଜଣେ ନିଦ୍ଦେର୍ଶକ ବିଜୟ ସ୍ୱାଇଁଙ୍କୁ ଇଓଡବ୍ଲୁ ଗିରଫ କରିଥିଲା।

chit_fund-1

Rakesh Mallick
  • Published: Friday, 22 May 2015
  • , Updated: 22 May 2015, 09:26 AM IST

Related story