ଦୃଷ୍ଟିହୀନ ଓ ବଧିର ଛାତ୍ରଛାତ୍ରୀଙ୍କୁ ନିର୍ଯାତନା!

ଢେଙ୍କାନାଳ(ରାଜଶ୍ରୀ ଶତପଥୀ): ଢେଙ୍କାନାଳ ବେଲ୍‌ଟିକିରି ଘଟଣା ମନରୁ ଲିଭି ନଥିବା ବେଳେ ଆଉ ଏକ ଘଟଣା ସାମ୍ନାକୁ ଆସିଛି। ଦୃଷ୍ଟିହୀନ ଓ ବଧିର ଛାତ୍ରଛାତ୍ରୀଙ୍କୁ ନିର୍ଯାତନା ଦିଆଯାଉଛି। ଏପରି ଅଭିଯୋଗ ଆସିଛି କଣ୍ଟାନାଳି ବାଇପାସ୍ ପାଖରେ ଥିବା ଏକ ଆବାସିକ ସ୍କୁଲ ବିରୋଧରେ। ସ୍କୁଲର ସଂପାଦକଙ୍କ ପୁଅ ଛାତ୍ରଛାତ୍ରୀଙ୍କୁ ଦୁର୍ବ୍ୟବହାର କରିବା ସହିତ ମାଡ଼ ମାରୁଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଆଜି ସ୍କୁଲରେ ଉତ୍ତେଜନା ପ୍ରକାଶ ପାଇଥିଲା। ଛାତ୍ରଛାତ୍ରୀମାନେ ସଂପାଦକଙ୍କୁ ଘେରାଉ କରିଥିଲେ। ଗତକାଲିଠାରୁ ଛାତ୍ରଛାତ୍ରୀଙ୍କୁ […]

dkl

dkl

Manoranjan Sial
  • Published: Friday, 13 December 2019
  • Updated: 13 December 2019, 06:14 PM IST

Sports

Latest News

ଢେଙ୍କାନାଳ(ରାଜଶ୍ରୀ ଶତପଥୀ): ଢେଙ୍କାନାଳ ବେଲ୍‌ଟିକିରି ଘଟଣା ମନରୁ ଲିଭି ନଥିବା ବେଳେ ଆଉ ଏକ ଘଟଣା ସାମ୍ନାକୁ ଆସିଛି। ଦୃଷ୍ଟିହୀନ ଓ ବଧିର ଛାତ୍ରଛାତ୍ରୀଙ୍କୁ ନିର୍ଯାତନା ଦିଆଯାଉଛି। ଏପରି ଅଭିଯୋଗ ଆସିଛି କଣ୍ଟାନାଳି ବାଇପାସ୍ ପାଖରେ ଥିବା ଏକ ଆବାସିକ ସ୍କୁଲ ବିରୋଧରେ। ସ୍କୁଲର ସଂପାଦକଙ୍କ ପୁଅ ଛାତ୍ରଛାତ୍ରୀଙ୍କୁ ଦୁର୍ବ୍ୟବହାର କରିବା ସହିତ ମାଡ଼ ମାରୁଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଆଜି ସ୍କୁଲରେ ଉତ୍ତେଜନା ପ୍ରକାଶ ପାଇଥିଲା। ଛାତ୍ରଛାତ୍ରୀମାନେ ସଂପାଦକଙ୍କୁ ଘେରାଉ କରିଥିଲେ।

ଗତକାଲିଠାରୁ ଛାତ୍ରଛାତ୍ରୀଙ୍କୁ କିଛି ଖାଇବାକୁ ଦିଆଯାଇନଥିଲା। ଏ ସମ୍ପର୍କରେ ସ୍କୁଲ ଛାତ୍ରଛାତ୍ରୀମାନେ ସମ୍ପାଦକ ଅକ୍ଷୟ ପାଣିଗ୍ରାହୀଙ୍କୁ କହିଥିଲେ। ଏକଥା ଶୁଣିବା ପରେ ଅକ୍ଷୟ ପାଣିଗ୍ରାହୀ ନିଜ ପୁଅକୁ ଫୋନ୍‌ କରିଥିଲେ। ଏଥିରେ ତାଙ୍କ ପୁଅ ରାଗି ସ୍କୁଲରେ ପହଞ୍ଚି ପିଲାମାନଙ୍କୁ ଗାଳି ଦେଇଥିଲେ। ଏପରି ଧକ୍କା ମାରିଥିବା ଅଭିଯୋଗ ହୋଇଛି।

ଜଣେ ଛାତ୍ର କହିଛନ୍ତି-“ସ୍କୁଲରେ ଠିକ୍‌ରେ ଖାଇବାକୁ ଦିଆଯାଉ ନାହିଁ। ଆମକୁ ଗାଡ଼ି ଓ ଲୁଗା ଧୋଇବାକୁ କୁହାଯାଉଛି। ମାତ୍ର ଏ କାମ ନଲେ ଆମକୁ ସମ୍ପାଦକ ସାରଙ୍କ ପୁଅ ମାଡ ମାରନ୍ତି। ବହୁଦିନ ଧରି ଏପରି ଚାଲିଛି।”

ଜଣେ ଛାତ୍ରୀ କହିଛନ୍ତି-“ସମ୍ପାଦକଙ୍କ ପୁଅ ରାତିରେ ଶତାମ୍ୱରୀ ଓ ମଦ ପିଇ ସ୍କୁଲକୁ ଆସନ୍ତି। ଛାତ୍ରୀଙ୍କୁ ଚକୋଲେଟ୍‌ ଦେଇ ଖରାପ ବ୍ୟବହାର କରନ୍ତି।”

ଛାତ୍ରଛାତ୍ରୀଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି ସଂପୃକ୍ତ ସମ୍ପାଦକ ଅକ୍ଷୟ ପାଣିଗ୍ରାହୀ। ସେ କହିଛନ୍ତି-“ପିଲାମାନଙ୍କୁ ଠିକ୍‌ ଟାଇମ୍‌ରେ ଖାଇବାକୁ ଦିଆଯାଇଛି। ମ୍ୟାନୁ ଅନୁସାରେ ପହରିଦିନ ପିଲାମାନଙ୍କ ପାଇଁ ମୁଢ଼ି, ମିକ୍ସଚର ଓ ମାଂସ ଥିଲା। ମାତ୍ର ଜଣେ ଶିକ୍ଷକଙ୍କ ପରାମର୍ଶରେ ବରା ଖାଇବାକୁ ଦିଆଯାଇଥିଲା।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story