ଭିଜିଲାନ୍ସ ଜାଲରେ ରିଆମାଳ ଥାନା ଅଧିକାରୀ ଓ ହାବିଲଦାର

ଦେବଗଡ଼: ଏକ ମାମଲାରୁ ଅଭିଯୁକ୍ତର ନାଁକୁ ହଟାଇ ଦେବା ଲାଗି ଲାଞ୍ଚ ନେଉଥିବା ବେଳେ ରବିବାର ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି ଥାନା ଅଧିକାରୀ ସନ୍ତୋଷୀ ମହାନ୍ତ ଓ ହାବିଲଦାର ନବଘନ ସାହୁ। ଏମାନେ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସେମାନଙ୍କୁ ଭିଜିଲାନ୍ସ ଅଧିକାରୀମାନେ ଧରିଥିଲେ। ଉଭୟଙ୍କୁ ଗିରଫ କରାଯାଇଛି।

riamala iic

Rakesh Mallick
  • Published: Sunday, 24 May 2015
  • , Updated: 24 May 2015, 12:49 PM IST

Related story