ଲଗାଣ ବର୍ଷା ଯୋଗୁ ବିଭିନ୍ନ ନଦୀରେ ଜଳପତ୍ତନ ବୃଦ୍ଧି

ସମ୍ୱଲପୁର/ଅନୁଗୋଳ/ଭଦ୍ରକ(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଲଗାଣ ବର୍ଷା ଯୋଗୁ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ତେବେ ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବଢୁଥିବାରୁ ଡ୍ୟାମ୍ କର୍ତ୍ତୃପକ୍ଷ ଆଉ ୮ଟି ଗେଟ୍ ଖୋଲିଛନ୍ତି। ଏବେ ମୋଟ ୨୦ଟି ଗେଟ୍ ଦେଇ ଡ୍ୟାମରୁ ଜଳ ନିଷ୍କାସନ ହେଉଛି। ଜଳଭଣ୍ଡାରର ଜଳପତ୍ତନ ୬୨୫.୬୭ ଫୁଟ୍ ରହିଛି। ଅନ୍ୟପକ୍ଷରେ ଲଗାଣ ବର୍ଷା ଯୋଗୁ ଅନୁଗୋଳ ଜିଲ୍ଲା ରେଙ୍ଗାଳି ଡ୍ୟାମର ଜଳପତ୍ତନ ବୃଦ୍ଧି ପାଇବାରେ ଲାଗିଛି। ବ୍ରାହ୍ମଣୀ ନଦୀ […]

rkl

rkl

Jyoshna Pradhan
  • Published: Sunday, 08 September 2019
  • Updated: 08 September 2019, 02:50 PM IST

Sports

Latest News

ସମ୍ୱଲପୁର/ଅନୁଗୋଳ/ଭଦ୍ରକ(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଲଗାଣ ବର୍ଷା ଯୋଗୁ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ତେବେ ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବଢୁଥିବାରୁ ଡ୍ୟାମ୍ କର୍ତ୍ତୃପକ୍ଷ ଆଉ ୮ଟି ଗେଟ୍ ଖୋଲିଛନ୍ତି। ଏବେ ମୋଟ ୨୦ଟି ଗେଟ୍ ଦେଇ ଡ୍ୟାମରୁ ଜଳ ନିଷ୍କାସନ ହେଉଛି। ଜଳଭଣ୍ଡାରର ଜଳପତ୍ତନ ୬୨୫.୬୭ ଫୁଟ୍ ରହିଛି।

ଅନ୍ୟପକ୍ଷରେ ଲଗାଣ ବର୍ଷା ଯୋଗୁ ଅନୁଗୋଳ ଜିଲ୍ଲା ରେଙ୍ଗାଳି ଡ୍ୟାମର ଜଳପତ୍ତନ ବୃଦ୍ଧି ପାଇବାରେ ଲାଗିଛି। ବ୍ରାହ୍ମଣୀ ନଦୀ ଉପରେ ଥିବା ଜଳଭଣ୍ଡାରର ଉପର ମୁଣ୍ଡରେ ବର୍ଷା ଯୋଗୁ  ଜଳପତ୍ତନ ବୃଦ୍ଧି ପାଇଛି। ଜଳଭଣ୍ଡାରର କ୍ଷମତା ୧୨୩.୫ ମିଟର ଥିବାବେଳେ ଆଜି ୧୨୨.୭୫ ମିଟରରେ ପହଞ୍ଚିଛି।

ଜଳଭଣ୍ଡାରରେ କ୍ରମାଗତ ଜଳସ୍ତର ବୃଦ୍ଧି ଯୋଗୁ ଅତିରିକ୍ତ ଜଳ ନିଷ୍କାସିତ ନିମନ୍ତେ ଆଜି ସକାଳ ୯.୧୫ ରେ ୭ ନମ୍ବର ଗେଟ ଖୋଲାଯାଇଛି ବୋଲି ରେଙ୍ଗାଳୀ ଡ୍ୟାମ ନିର୍ବାହୀ ଯନ୍ତ୍ରୀ ସୂଚନା ଦେଇଛନ୍ତି। ତେଣୁ ଜଳ ନିଷ୍କାସନ ଯୋଗୁଁ ବ୍ରାହ୍ମଣୀ ଓ ଶାଖା ନଦୀରେ ଜଳପତ୍ତନ ବୃଦ୍ଧି ପାଇବ। ଫଳରେ ଅନୁଗୋଳ, ଢେଙ୍କାନାଳ, କଟକ, ଯାଜପୁର ଓ ଭଦ୍ରକ ଜିଲ୍ଲାର ନଦୀକୂଳିଆ ଲୋକେ ସତର୍କ ରହିବାକୁ କୁହାଯାଇଛି।

ସେହିପରି ବୈତରଣୀ ନଦୀରେ ମଧ୍ୟ ବନ୍ୟା ଆସିଛି। ଭଦ୍ରକ ଜିଲ୍ଲା ଧାମନଗର ବ୍ଲକର ସୋହାଡା, ପଧାନୀ, କରଦା, ଆନନ୍ଦପୁର ଆଦି ପଞ୍ଚାୟତର ୧୦ରୁ ଅଧିକ ଗାଁରେ ବନ୍ୟାଜଳ ପ୍ରବେଶ କରିଛି। ଶହଶହ ହେକ୍ଟର ଚାଷ ଜମିରେ ବନ୍ୟା ପାଣି ମାଡି ଯିବା ସହ ଅନେକ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଆଖୁଆପଦା ନିକଟରେ ଜଳସ୍ତର କମିଥିବାବେଳେ ଧାମନଗର ବ୍ଲକର ତଳିଆ ଅଞ୍ଚଳକୁ ବନ୍ୟା ଜଳ ପ୍ରବେଶ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story