‘ଘରେ ରୁହନ୍ତୁ, ଅନ୍‌ଲାଇନ୍‌ ସପିଂକୁ ଅପଣାନ୍ତୁ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ ମହାମାରୀ ‘କରୋନା’ ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି। ଏପରି ସମୟରେ ଜନଗହଳୀପୂର୍ଣ୍ଣ ସ୍ଥାନକୁ ନଯିବାକୁ ଅପିଲ୍‌ କରିଛନ୍ତି ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) କମିଶନର ପ୍ରେମ୍‌ ଚନ୍ଦ୍ର ଚୌଧୁରୀ। ଘରେ ବସି ଅନ୍‌ଲାଇନ୍‌ ସପିଂକୁ ଆପଣାନ୍ତୁ ଓ ମେଡିକାଲ ନ ଯାଇ ଟେଲି ମେଡିସିନ ଆପଣାଇବାକୁ ସେ ପରାମର୍ଶ ଦେଇଛନ୍ତି। ବିଏମ୍‌ସି କମିଶନର ପ୍ରେମ୍‌ ଚନ୍ଦ୍ର ଚୌଧୁରୀ କହିଛନ୍ତି-“ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରୁ ଏଯାବତ ୬୪୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ […]

pram

pram

Manoranjan Sial
  • Published: Saturday, 11 July 2020
  • Updated: 11 July 2020, 05:26 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ ମହାମାରୀ ‘କରୋନା’ ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି। ଏପରି ସମୟରେ ଜନଗହଳୀପୂର୍ଣ୍ଣ ସ୍ଥାନକୁ ନଯିବାକୁ ଅପିଲ୍‌ କରିଛନ୍ତି ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) କମିଶନର ପ୍ରେମ୍‌ ଚନ୍ଦ୍ର ଚୌଧୁରୀ। ଘରେ ବସି ଅନ୍‌ଲାଇନ୍‌ ସପିଂକୁ ଆପଣାନ୍ତୁ ଓ ମେଡିକାଲ ନ ଯାଇ ଟେଲି ମେଡିସିନ ଆପଣାଇବାକୁ ସେ ପରାମର୍ଶ ଦେଇଛନ୍ତି।

ବିଏମ୍‌ସି କମିଶନର ପ୍ରେମ୍‌ ଚନ୍ଦ୍ର ଚୌଧୁରୀ କହିଛନ୍ତି-“ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରୁ ଏଯାବତ ୬୪୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩୧୪ ସୁସ୍ଥ ହୋଇଛନ୍ତି। ଏବେ ୩୧୭ ଆକ୍ଟିଭ୍‌ କେସ ରହିଛି। ଗତ ୧୦ ଦିନରେ ଭୁବନେଶ୍ୱରରେ ୩୧୭ ପଜିଟିଭ ଚିହ୍ନଟ ହୋଇଛନ୍ତି। ଶେଷ ୧୦ ଦିନରେ ହସ୍ପିଟାଲ ଲିଙ୍କରେ ୬୧ ପଜିଟିଭ ଅଛନ୍ତି। ୨୧୨ ଆକ୍ରାନ୍ତଙ୍କର ଟ୍ରାଭେଲ ହିଷ୍ଟ୍ରି ରହିଛି। ୩୭ ଲୋକାଲ କେସ୍‌ ରହିଛି।”

ସେ ଆହୁରି କହିଛନ୍ତି-“ହଟ୍‌ସ୍ପଟ୍‌ ଅଞ୍ଚଳରୁ ଲୋକେ ଭୁବନେଶ୍ୱର ଆସୁଥିବାରୁ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି। ବସ୍ତି ଅଞ୍ଚଳରେ ପ୍ରତିଷେଧକ ବ୍ୟବସ୍ଥା ସ୍ୱରୂପ ବସ୍ତି କମିଟି ଗଠନ କରାଯାଇଛି। ଭୁବନେଶ୍ୱରର ବସ୍ତି ଅଞ୍ଚଳରେ ଓ୍ୱାର୍ଡ କମିଟିର ସଦସ୍ୟମାନେ ସକ୍ରିୟ ଅଛନ୍ତି। ବସ୍ତି ଅଞ୍ଚଳରେ କିପରି ସଂକ୍ରମଣ ବଢ଼ିବନି? ତାହା ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦିଆଯାଉଛି।”

କରୋନା ସଂକ୍ରମଣରୁ ରକ୍ଷା ପାଇବାକୁ ଅପିଲ୍ କଲେ BMC କମିଶନର। କହିଲେ-“କରୋନା ଏକ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି। ତାକୁ ସାମ୍ନା କରିବା। କରୋନାକୁ ସାମ୍ନା କରିବା ପାଇଁ ନିଜେ ନିଜର ଦ୍ୱାୟିତ୍ୱ ନିଅନ୍ତୁ। ବେଶୀ ଗହଳି ସ୍ଥାନକୁ ଯାଆନ୍ତୁନି। ସବୁବେଳେ ମାସ୍କ ପିନ୍ଧନ୍ତୁ। ଜନଗହଳି ସ୍ଥାନରେ ନିଶ୍ଚୟ ସାମାଜିକ ଦୂରତ୍ୱ ରକ୍ଷା କରନ୍ତୁ। ବଜାରକୁ ନ ଯାଇ ଘରେ ବସି ଅନ୍‌ଲାଇନ୍‌ ସପିଂକୁ ଆପଣାନ୍ତୁ। ମେଡିକାଲ ନ ଯାଇ ଟେଲି ମେଡିସିନ ଆପଣାନ୍ତୁ। ଟେଲିଫୋନ ଦ୍ୱାରା ଡାକ୍ତରୀ ପରାମର୍ଶ ଓ ଔଷଧ ଅର୍ଡର କରନ୍ତୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story