‘କରୋନା ଏବେ ବାୟୁରେ ବ୍ୟାପୁଛି, ସଠିକ୍ ଭାବେ ମାସ୍କ ପିନ୍ଧନ୍ତୁ’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କରୋନାର ଦ୍ୱିତୀୟ ଲହର ସମସ୍ତଙ୍କୁ ଆ ତଙ୍କିତ କରିଛି। ତେବେ କରୋନାକୁ ରୋକିବା ପାଇଁ ପଟେ ଟିକାକୁ ଗୁରୁତ୍ୱ ଦିଆଯାଉଛି। କିନ୍ତୁ ଏହି ସଂକ୍ରମଣରୁ ରକ୍ଷା ପାଇବା ପାଇଁ ମାସ୍କକୁ ହିଁ ମୁଖ୍ୟଅସ୍ତ୍ର କୁହାଯାଉଛି। ଯଦି ମାସ୍କକୁ ନିୟମିତ ଓ ସଠିକ୍ ଭାବରେ ପିନ୍ଧିବା, ତାହେଲେ କରୋନା ସଂକ୍ରମଣର ଆଶଙ୍କା ବହୁତ କମ୍। ଅନେକ ବଡ଼ ବଡ଼ ସ୍ୱାସ୍ଥ୍ୟ ବିଶେଷଜ୍ଞ ଏହି ପରାମର୍ଶ ଦେଇଛନ୍ତି। ତେବେ ମାସ୍କ ପିନ୍ଧିବା ସମୟରେ କିଛି ସତର୍କତା […]

mask

mask

Ranjit Kumar Jena
  • Published: Friday, 14 May 2021
  • Updated: 14 May 2021, 05:56 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କରୋନାର ଦ୍ୱିତୀୟ ଲହର ସମସ୍ତଙ୍କୁ ଆ ତଙ୍କିତ କରିଛି। ତେବେ କରୋନାକୁ ରୋକିବା ପାଇଁ ପଟେ ଟିକାକୁ ଗୁରୁତ୍ୱ ଦିଆଯାଉଛି। କିନ୍ତୁ ଏହି ସଂକ୍ରମଣରୁ ରକ୍ଷା ପାଇବା ପାଇଁ ମାସ୍କକୁ ହିଁ ମୁଖ୍ୟଅସ୍ତ୍ର କୁହାଯାଉଛି। ଯଦି ମାସ୍କକୁ ନିୟମିତ ଓ ସଠିକ୍ ଭାବରେ ପିନ୍ଧିବା, ତାହେଲେ କରୋନା ସଂକ୍ରମଣର ଆଶଙ୍କା ବହୁତ କମ୍। ଅନେକ ବଡ଼ ବଡ଼ ସ୍ୱାସ୍ଥ୍ୟ ବିଶେଷଜ୍ଞ ଏହି ପରାମର୍ଶ ଦେଇଛନ୍ତି।

ତେବେ ମାସ୍କ ପିନ୍ଧିବା ସମୟରେ କିଛି ସତର୍କତା ଅବଲମ୍ବନ କରିବାକୁ ପଡ଼ିବ। ଅର୍ଥାତ୍ ମାସ୍କକୁ ସଠିକ୍ ଭାବେ ପିନ୍ଧିବା ଜରୁରୀ ବୋଲି କହିଛନ୍ତି କଟକ ଏସସିବି ଆନାସ୍ଥେସିଅଆ ବିଭାଗ ପ୍ରଫେସର୍ ନିବେଦିତା ପାଣି। ଡାକ୍ତର ନିବେଦିତା ପାଣି କହିଛନ୍ତି, କରୋନା ଏବେ ବାୟୁ ଜରିଆରେ ବ୍ୟାପୁଛି। ଏଥିପାଇଁ ସମସ୍ତଙ୍କୁ ମାସ୍କ ପରିଧାନ କରିବା ନିହାତି ଜରୁରୀ।

ଶ୍ରୀମତୀ ପାଣି ଆହୁରି କହିଛନ୍ତି, ଏବେ ୩ ପ୍ରକାରର ମାସ୍କ ଯଥା କପଡ଼ା, ସର୍ଜିକାଲ ଓ N95 ମାସ୍କ ବ୍ୟବହାର କରାଯାଉଛି । ଯଦି ଜଣେ କପଡ଼ା ମାସ୍କ ପିନ୍ଧୁଛନ୍ତି, ତାହେଲେ ଏହାକୁ ସଠିକ୍ ଭାବେ ପିନ୍ଧିବା ସହ ଭଲଭାବେ ସଫା କରିବା ମଧ୍ୟ ଦରକାର। ସର୍ଜିକାଲ୍‌ ମାସ୍କ ପିନ୍ଧୁଥିଲେ, ଏହାକୁ ଥରେ ବ୍ୟବହାର କରନ୍ତୁ । ଏହାକୁ ପୁଣି ଧୋଇ ପିନ୍ଧନ୍ତୁ ନାହିଁ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ମାସ୍କ ପିନ୍ଧିବା ପୂର୍ବରୁ ଓ କାଢ଼ିବା ବେଳଳ ହାତକୁ ଭଲଭାବେ ସାନିଟାଇଜ୍ କରନ୍ତୁ । ମାସ୍କ ଯେପରି ମୁହଁ, ପାଟି, ନାକ ଘୋଡାଇ ରଖୁଥିବା, ଏହା ଉପରେ ଧ୍ୟାନ ଦେବା ଦରକାର ବୋଲି ପ୍ରଫେସର୍ ନିବେଦିତା ପାଣି କହିଛନ୍ତି।

ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟାରେ ରାଜ୍ୟରେ ସର୍ବାଧିକ ୧୨,୩୯୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନ୍‌ ସେଣ୍ଟରରୁ ୬୯୩୮ ଚିହ୍ନଟ ହୋଇଥିବା ବେଳେ ୫୪୫୨ ହେଉଛି ଲୋକାଲ କେସ୍‌। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୨୦୧ ପଜିଟିଭ ଚିହ୍ନଟ ହୋଇଥିବା ବେଳେ କଟକରୁ ୭୧୯, ଅନୁଗୁଳରୁ ୫୩୨,ବରଗଡ଼ରୁ ୫୦୭ ବାଲେଶ୍ୱରରୁ ୩୪୦, ଭଦ୍ରକରୁ ୪୧୨ ଓ ବଲାଙ୍ଗିରରୁ ୪୬୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story